ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ମମତା ବାନାର୍ଜୀଙ୍କୁ ଚାପୁଡ଼ା ମାରିବାକୁ ଜନସାଧାରଣଙ୍କୁ କହିଲେ ବଙ୍ଗ ବିଜେପି ମୁଖ୍ୟ; କ୍ଷମାଭିକ୍ଷା ଦାବି କଲା ତୃଣମୂଳ…

କୋଲ୍‌କାତା: ରାଜ୍ୟ ଶିକ୍ଷାନୀତିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ରୁଚିହୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର କ୍ଷମା ମାଗନ୍ତୁ ବୋଲି ତୃଣମୂଳ କଂଗ୍ରେସ ଦାବି କରିଛି। ସୋମବାର ଦିନ ଭାଇରାଲ୍‌ ହୋଇଥିବା ଓ ତୃଣମୂଳର ଅନେକ ନେତା…
ଅଧିକ ଖବର ଦେଖନ୍ତୁ...

କୋରାପୁଟ, ନବରଙ୍ଗପୁର ଲୋକସଭା ଆସନ: ସବୁଠି ବିଜେଡି-କଂଗ୍ରେସ ଟକ୍କର୍

ଜୟପୁର: ଦକ୍ଷିଣ ଓଡ଼ିଶାର ଦୁଇ ପ୍ରମୁଖ ଲୋକସଭା କ୍ଷେତ୍ର କୋରାପୁଟ ଓ ନବରଙ୍ଗପୁର। ପୂର୍ବରୁ ଅଭିଜ୍ଞ ଏବଂ ଗତ ଦୁଇ ଦଶନ୍ଧି ଧରି ଯୁବ ନେତୃତ୍ବକୁ ନେଇ ଚର୍ଚ୍ଚାରେ ରହିଛି ଉଭୟ ଲୋକସଭା କ୍ଷେତ୍ର। କୋରାପୁଟ ଲୋକସଭା ଆସନରୁ କଂଗ୍ରେସର ସପ୍ତଗିରି ଉଲାକା, ନବରଙ୍ଗପୁର ଲୋକସଭା ଆସନରୁ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର ନିର୍ବାଚନମଣ୍ଡଳୀ: ୩ ଦଳରୁ ଟିକେଟ୍‌ ଦୌଡ଼ରେ ୮ ନେତା

ଝାରସୁଗୁଡ଼ା: ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ କେଉଁ ଦଳରୁ କିଏ ଟିକେଟ୍‌ ପାଇବେ, ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ୮ ଜଣ ନେତା ଏବେ ଟିକଟ ଦୌଡ଼‌ରେ ସାମିଲ୍‌ ହୋଇଥିବା ଜଣାପଡ଼ିଛନ୍ତି। ବିଜେଡିର ଦିବଂଗତ ନେତା ତଥା ପୂର୍ବତନ ବାଚସ୍ପତି…
ଅଧିକ ଖବର ଦେଖନ୍ତୁ...

ଦଳୀୟ କାର୍ଯ୍ୟକ୍ରମକୁ ଆସୁନାହାନ୍ତି ପ୍ରେମାନନ୍ଦ: ବିଜେଡିରେ ନାହାନ୍ତି କି?

କେନ୍ଦୁଝର: ‌ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ବି‌ଜେଡି ଛାଡ଼ି ଦେଇଛନ୍ତି କି? ବହୁଦିନ ଧରି ଚାଲିଥିବା ଏହି ଚର୍ଚ୍ଚା ଏବେ ଜୋର ଧରିଲାଣି। ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ରାଜନୈତିକ ସଭାରେ ଦଳର ସବୁ ବିଧାୟକ ଓ ନେତା ଯୋଗଦେଇଥିବା ବେଳେ ପ୍ରେମାନନ୍ଦ ଅନୁପସ୍ଥିତି ଏହି…
ଅଧିକ ଖବର ଦେଖନ୍ତୁ...

କଟକରେ କିଏ ଧରିବ ବିଜେପି ମଙ୍ଗ?

କୃଷ୍ଣପ୍ରସାଦ ଦାସ କଟକ: ବାରବାଟୀ-କଟକ ଓ ଚୌଦ୍ବାର-କଟକ ଆସନରେ ବିଜେପିର କିଏ ନେତୃତ୍ବ ନେବ? ନିର୍ବାଚନ ପାଖେଇ ଆସିବା ସହିତ ଦଳ ଭିତରେ ଓ ବାହାରେ ଏହି ପ୍ରଶ୍ନକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ପୂର୍ବତନ ମନ୍ତ୍ରୀ ସମୀର ଦେ କଟକ ସହର ଆସନରୁ ଲଗାତାର ୩ଥର ବିଜୟୀ ହୋଇଥିଲେ ଓ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବଞ୍ଚାଅ ସମାବେଶ: ଖଡ୍‌ଗେଙ୍କ ନିଶାଣରେ ବିଜେପି-ବିଜେଡି

ଭୁବନେଶ୍ବର: ଓଡ଼ିଶାରେ ଯେଉଁ ସରକାର ଚାଲିଛି ତାହା ଧନୀ ଲୋକଙ୍କ ସରକାର। ମୋଦୀ-ପଟ୍ଟନାୟକ ମିଳିମିଶି ଲୋକଙ୍କ ଜୀବନରେ ଖୁସି ଆଣିବା ବଦଳରେ ଓଡ଼ିଶାର ଲୋକଙ୍କ ଜୀବନରେ ଦୁଃଖ ଆଣିଛନ୍ତି। ଓଡ଼ିଶାର ବହୁ ଯୁବକଯୁବତୀ ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ ଓ ଅନ୍ୟ ରାଜ୍ୟକୁ କାମଧନ୍ଦା ପାଇଁ…
ଅଧିକ ଖବର ଦେଖନ୍ତୁ...

୨୭ରେ ୩ ରାଜ୍ୟସଭା ଆସନ ପାଇଁ ଭୋଟ୍: ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ ବି ସରୁଛି, ବିଜେଡିରୁ ୩ ପ୍ରାର୍ଥୀ ଜିତିବା ସ୍ପଷ୍ଟ

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ହେବ। ଫେବ୍ରୁଆରି ୮ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ମିଶିଲେ ଯାତ୍ରା କଳାକାର: ଡାକ୍ତର ପ୍ରତାପ ପାଣି ସାମିଲ ହେଲେ

ଭୁବନେଶ୍ବର: ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା ଓ ଆରକେ ହୀରାଲାଲଙ୍କ ସମେତ ୩୦୦ରୁ ଅଧିକ ଯାତ୍ରା କଳାକାର ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ବିଜେଡି ଉସପଭାପତି ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ ଓ ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୧୨ରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ନୀତୀଶ ସରକାର

ପଟନା: ବିହାରରେ ଗଠିତ ନୂଆ ଏନଡିଏ ସରକାର  ଆସନ୍ତା ଫେବ୍ରୁଆରି ୧୨ରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ତେବେ ବିଶେଷଜ୍ଞଙ୍କ ମତରେ ଏହି ଫ୍ଲୋର ଟେଷ୍ଟ ସମୟରେ ସରକାରଙ୍କୁ କୌଣସି ଅସୁବିଧା ହେବ ନାହିଁ, କାରଣ ଏନଡିଏ ସରକାର ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ଅଛନ୍ତି । ସେପଟେ ଆଉ ଏକ ବଡ ଖବର…
ଅଧିକ ଖବର ଦେଖନ୍ତୁ...

ବିଜେଡି ଓ ବିଜେପି ଉପରେ ବର୍ଷିଲେ ଖଡ଼ଗେ

ଭୁବନେଶ୍ୱର: ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ କରିଛି, ଆଜି ଓଡିଶା ବଞ୍ଚାଅ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଖଡ଼ଗେ | ସେ କହିଛନ୍ତି ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି କଂଗ୍ରେସ । ଯଦି ୭୦ ବର୍ଷରେ କଂଗ୍ରେସ କିଛି କରିନଥାନ୍ତା ତେବେ…
ଅଧିକ ଖବର ଦେଖନ୍ତୁ...