ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଇତିହାସ ପୃଷ୍ଠାରୁ: ମହତାବଙ୍କ ବିଦାୟରେ ଆଶ୍ବସ୍ତ ହେଲେ ନୀଳକଣ୍ଠ

‘ସ୍ମୃତି ଓ ଅନୁଭୂତି’ ପୁସ୍ତକରେ ନୀଳମଣି ଲେଖିଛନ୍ତି, ‘‘୧୯୩୬-୩୭ ମସିହାରେ କଂଗ୍ରେସ ରାଜନୀତିରେ ପଣ୍ଡିତ ନୀଳକଣ୍ଠ ଦାସଙ୍କର ଯେଉଁ ପ୍ରଭାବ ଓ ପ୍ରତିଷ୍ଠା ଥିଲା ସେ ଯଦି ୧୯୩୭ ମସିହା ବ୍ୟବସ୍ଥାସଭାକୁ ଆସିବାକୁ ଚାହିଥାଆନ୍ତ ତାଙ୍କୁ କେହି ଅଟକାଇ ପାରିନଥା’ନ୍ତେ। ସେ ବ୍ୟବସ୍ଥାସଭାକୁ…
ଅଧିକ ଖବର ଦେଖନ୍ତୁ...

ଇତିହାସ ପୃଷ୍ଠାରୁ: ୩ ମୁଖ୍ୟମନ୍ତ୍ରୀ ପରାଜିତ

୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ବୀରେନ୍‌ ମିତ୍ର ଓ ସଦାଶିବ ତ୍ରିପାଠୀ ନିର୍ବାଚନରେ ପରାସ୍ତ ହୋଇଯାଇଥିଲେ। ବିଜୁ ପଟ୍ଟନାୟକ ଗୋଟିଏ ଲୋକସଭା ଓ ୪ ଗୋଟି ବିଧାନସଭାରୁ ଲଢ଼ି ସବୁଠାରେ ପରାଜିତ ହୋଇଥିଲେ। ବିଜୁବାବୁ ଭଞ୍ଜନଗର ଲୋକସଭାରେ କମୁନିଷ୍ଟ ପ୍ରାର୍ଥୀ ଦୂୂତିକୃଷ୍ଣ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସଠୁ ମୋହନା ଆସନ ଛଡ଼ାଇବା ଲକ୍ଷ୍ୟରେ ବିଜେଡି

ରା.ଉଦୟଗିରି ରାଜନୈତିକ ଦୃଷ୍ଟିକୋଣରୁ ଗଜପତି ଜିଲ୍ଲା ୨୦୧୯ ସାଧାରଣ ନିର୍ବାଚନରେ ଅନ୍ୟତମ କାରଣରୁ ବିଶେଷ ଚର୍ଚ୍ଚାକୁ ଆସିଥିଲା। ଜିଲ୍ଲାର ଦୁଇଟିଯାକ ଆସନରୁ ଗଲା ୨୦୧୯ ନିର୍ବାଚନରେ ଅଣବିଜେଡି ବିଧାୟକ ବିଜୟୀ ହୋଇଥିଲେ। ପାରଳାଖେମୁଣ୍ଡି ଆସନରେ ପୂର୍ବତନ ବିଜେଡି ବିଧାୟକ କେ. ନାରାୟଣ ରାଓ…
ଅଧିକ ଖବର ଦେଖନ୍ତୁ...

ନୀତେଶ ଗଙ୍ଗଦେବ ବିଜେପିରେ ଅଛନ୍ତି ତ?

ସମ୍ବଲପୁର: ନିର୍ବାଚନ ଜିତିବା ପରଠାରୁ ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବଙ୍କର ପ୍ରାୟତଃ ଦେଖା ମିଳୁନାହିଁ। ମଝିରେ କେତେକ ବ୍ୟକ୍ତି ସମ୍ବଲପୁର ଲୋକସଭା ସାଂସଦ ନ‌ିଖୋଜ ଥିବା ନେଇ କାନ୍ଥବାଡ଼ରେ ପୋଷ୍ଟର ଲଗାଇଥିଲେ। ଏବେ ସେ ବିଜେପି‌ରେ ଅଛନ୍ତି କି ନାହିଁ ବୋଲି ଜନସାଧାରଣରେ…
ଅଧିକ ଖବର ଦେଖନ୍ତୁ...

ଫୋକସ୍‌-ଆସିକା ସଂସଦୀୟ କ୍ଷେତ୍ର: ବିଜେଡି ଦଖଲରେ ୨୫ ବର୍ଷ

ବ୍ରହ୍ମପୁର ( ସୁଦୀପ୍ତ ଷଡ଼ଙ୍ଗୀ) : ଗଞ୍ଜାମ ଜିଲ୍ଲାରେ ସଂସଦୀୟ କ୍ଷେତ୍ର ଦୁଇଟି, ବ୍ରହ୍ମପୁର ଏବଂ ଆସିକା। ରାଜନୈତିକ ଦୃଷ୍ଟିରୁ ଆସିକା ଲୋକସଭା କ୍ଷେତ୍ରର ଏକ ସ୍ବତନ୍ତ୍ର ପରିଚୟ ରହିଛି। କାରଣ ଏହି ଲୋକସଭା ଆସନରୁ ସ୍ବର୍ଗତ ବିଜୁ ପଟ୍ଟନାୟକ ସାଂସଦ ହୋଇଥିଲେ। ସେହିପରି ବିଜୁ ବାବୁଙ୍କ…
ଅଧିକ ଖବର ଦେଖନ୍ତୁ...

ଟିକେଟ୍‌ ବାଣ୍ଟିବା କ୍ଷମତା ମୋର ନାହିଁ: ପ୍ରଣବ

ବାରିପଦା: ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି। ସବୁ ଦଳ ପକ୍ଷରୁ ଏ ନେଇ ମାନସ ମନ୍ଥନ ସହିତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମୟୂରଭଞ୍ଜ ଜିଲ୍ଲାରେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଆଦୌ ଉତ୍ସାହଜନକ ନଥିଲା। ସମଗ୍ର ରାଜ୍ୟରେ ଶାସକ ଦଳ ଆଧିପତ୍ୟ ବିସ୍ତାର କରିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ଉଠିଲା

ଭୁବନେଶ୍ବର: ନୂଆ ବର୍ଷର ପ୍ରଥମ ଦିନରେ ବିଜେଡି ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର ଆଦେଶ ଉଠାଇ ଦେଇଛନ୍ତି। ୨୦୧୮ରେ ଶ୍ରୀ ରାଉତ ବିଜେଡିରୁ ବହିଷ୍କୃତ ହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

ହେମନ୍ତ ସୋରେନଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ କି? ବିଜେପି ସାଂସଦଙ୍କ ବଡ ବୟାନ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ହେମନ୍ତ ସୋରେନ ଖୁବଶୀଘ୍ର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ତାଙ୍କ ପତ୍ନୀ କଳ୍ପନା…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟାଇଲେ ବିଜେଡି ସଭାପତି

ଭୁବନେଶ୍ବର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡ. ଦାମୋଦର ରାଉତ ବୁଧବାର ବହିଷ୍କୃତ ହୋଇଛନ୍ତି। ୨୦୧୮ ସେପ୍ଟେମ୍ବର ମାସରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

‘ଆଇଆଇଟି-ବିଏଚ୍‌ୟୁ’ ଛାତ୍ରୀଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ୩ ଅଭିଯୁକ୍ତଙ୍କୁ ଦଳରୁ ବହିଷ୍କାର କଲା ‘ବିଜେପି’

ବାରାଣସୀ: ‘ଆଇଆଇଟି-ବିଏଚ୍‌ୟୁ’ ଛାତ୍ରୀଙ୍କୁ ଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ୩ଜଣ କର୍ମୀଙ୍କୁ ‘ବିଜେପି’ ବହିଷ୍କାର କରିଥିବା କଥା ରବିବାର ଦିନ ଦଳର ଜିଲ୍ଲା ମୁଖ୍ୟ ହଂସରାଜ ବିଶ୍ବକର୍ମା କହିଛନ୍ତି। କିନ୍ତୁ, ଗିରଫ ହୋଇଥିବା ବ୍ୟକ୍ତିମାନଙ୍କର ପଦବୀ ଓ ଦଳରେ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...