ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବିଜୁ ଯୁବ ବାହିନୀର ନାମ ପରିବର୍ତନ, ନିଯୁକ୍ତିରେ ଆଦିବାସୀଙ୍କୁ ବାଦ୍‌ : ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି…

ଭୁବନେଶ୍ୱର : ‘ବିଜୁ ଯୁବ ବାହିନୀ’ର ନାମ ପରିବର୍ତନ ଦାବି କରଛି ରାଜ୍ୟ କଂଗ୍ରେସ। ଏହି ବାହିନୀର ସଂଯୋଜକ ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜନଜାତି, ଜାତି, ପଛୁଆବର୍ଗ ଓ ଦିବ୍ୟାଙ୍ଗଙ୍କୁ ସଂରକ୍ଷଣ ଭିତ୍ତିରେ ସ୍ଥାନ ମିଳୁନାହିଁ। ଏହି ୨ଟି ପ୍ରସଙ୍ଗ ନେଇ କଂଗ୍ରେସ ଅନୁସୂଚିତ ଜନଜାତି ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ରାଜସ୍ଥାନରେ ମିଳିବ ନାହିଁ ଟିକେଟ: ରାହୁଲ ଗାନ୍ଧୀ

ଜୟପୁର: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର କଂଗ୍ରେସ ଶଙ୍ଖ ବଜାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନର ରାଜଧାନୀ ଜୟପୁରରେ କହିଛନ୍ତି, ଅନ୍ୟ ଦଳରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କୁ ଆଗାମୀ ବିଧାନସଭାରେ ଟିକେଟ ମିଳିବ ନାହିଁ। ରାମଲୀଳା ପଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ବଙ୍ଗରୁ ଟିଏମସିକୁ ଓପାଡି ଫିଙ୍ଗିଦିଆଯିବ : ଅମିତ ଶାହା

କୋଲକତା : ବିଜେପି ଅଧ୍ୟକ୍ଷ ଅମିତ ଶାହ ପୁଣି ଆଜି ନିଜର ପୁରୁଣା କଥା ଦୋହରାଇଛନ୍ତି । ପଶ୍ଚିମ ବଙ୍ଗରୁ ତୃଣମୂଳକୁ ଓପାଡି ଫିଙ୍ଗିଦିଆଯିବ ବୋଲି ସେ କହିଛନ୍ତି । ପୂର୍ବରୁ ଓଡ଼ିଶାରେ ମଧ୍ୟ ସେ ବିଜେଡ଼ିକୁ ଓପାଡି ଫିଙ୍ଗିବାକୁ ସେ କହିଥିଲେ । କୋଲକତାରେ ଆୟୋଜିତ ବିଜେପିର ଏକ ବିଶାଳ ର‍୍ୟାଲିରେ…
ଅଧିକ ଖବର ଦେଖନ୍ତୁ...

୨୦୧୯ ନିର୍ବାଚନ ପାଇଁ ମୋଦିଙ୍କ ନୂଆ ଯୋଜନା ଶୁଣି ବିରୋଧୀ ହତାଶ ହୋଇଯିବେ

ନୂଆଦିଲ୍ଲୀ : ନିର୍ବାଚନ ଯୋଜନାରେ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳମାନଙ୍କଠାରୁ ବେଶ ଆଗୁଆ ରହିଆସିଛନ୍ତି । ମୋଦି ଓ ତାଙ୍କ ଟିମର ପ୍ଲାନିଂ ଏତେ ଯୋଜନାବଦ୍ଧ ଭାବେ କରାଯାଇଥାଏ ଯେ ବିରୋଧୀ ଦଳ ତାକୁ ବୁଝିବା ପୂର୍ବରୁ ବହୁ ବିଳମ୍ବ ହୋଇଯାଇଥାଏ । ୨୦୧୪ ନିର୍ବାଚନରେ ମୋଦି…
ଅଧିକ ଖବର ଦେଖନ୍ତୁ...

କୋଲକାତାରେ ବିଜେପି-ତୃଣମୂଳ କଂଗ୍ରେସ ପୋଷ୍ଟର ଓ୍ଵାର; ଅମିତ ଶାହଙ୍କ ଗସ୍ତକୁ ବିରୋଧ କରୁଛି ତୃଣମୂଳ

କୋଲକାତା: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ ପକ୍ଷରୁ ଅମିତ ଶାହଙ୍କ ଗସ୍ତକୁ ଦୃଢ଼ ବିରୋଧ କରାଯାଇଛି। ତୃଣମୂଳ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ପ୍ରଦର୍ଶନ କରାଯିବ ବୋଲି ଘୋଷଣା ହେବା ସହ ‘ବିଜେପି…
ଅଧିକ ଖବର ଦେଖନ୍ତୁ...

‘ରାଜ୍ୟରେ କଂଗ୍ରେସ ଏକମାତ୍ର ବିରୋଧୀ’

ଭୁବନେଶ୍ୱର : ବିଜେଡି ଓ ବିଜେପି ମଧ୍ୟରେ ଥିବା ନିବିଡ଼ ସଂପର୍କ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ହୋଇଯାଇଛି। ରାଜ୍ୟବାସୀଙ୍କୁ ଭୂତାଇବା ପାଇଁ ବିଜେଡି କେବଳ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଉଛି। ସେହିପରି ନବୀନ ସରକାରଙ୍କୁ ସମାଲୋଚନା କରୁଛି ବିଜେପି। କିନ୍ତୁ ଠିକଣା ସମୟରେ ଉଭୟ ଦଳ କୋଳାକୋଳି…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହଙ୍କ କୋଲକାତା ରାଲି ପାଇଁ ମଞ୍ଚ ତିଆରି କରିବାକୁ ଝାଡ଼ଖଣ୍ଡରୁ କାରିଗର ଆଣିଲା ବିଜେପି

କୋଲକାତା: ଏଥର ବିଜେପି ଚାଲାକ ହୋଇଯାଇଛି। ପଶ୍ଚିମବଙ୍ଗର କାରିଗରଙ୍କୁ ମଞ୍ଚ ତିଆରି ପାଇଁ ଭାରତୀୟ ଜନତା ପାର୍ଟି ଭରସା କରି ନାହିଁ। ସେଥିପାଇଁ ପଡୋଶୀ ଝାଡ଼ଖଣ୍ଡର କାରିଗରଙ୍କୁ ଡାକିଛି। ଏହି କାରିଗରମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶନିବାର ଯେଉଁ ମଞ୍ଚରେ ସାଧାରଣ ଜନତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ନେତା ହରିପ୍ରସାଦଙ୍କ ସଂପର୍କରେ ଦେଇଥିବା ଟିପ୍ପଣୀକୁ ରାଜ୍ୟସଭା ବିବରଣୀରୁ ବାଦ ଦିଆଗଲା

ନୂଆଦିଲ୍ଲୀ: ଏକ ବିରଳ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ତଥା ଉପାର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ବି କେ ହରିପ୍ରସାଦଙ୍କ ସଂପର୍କରେ ଦେଇଥିବା ଏକ ଟିପ୍ପଣୀକୁ ଆଜି ରାଜ୍ୟସଭାର ବିବରଣୀରୁ ବାଦ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତକାଲି (ଗୁରୁବାର) ରାଜ୍ୟସଭାର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ରାଜନୀତି ଜୋର ଧରିଲା

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆଜି ଶେଷ ହୋଇଛି। ବିଜେଡି ସମର୍ଥନରେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନକୁ ନେଇ ଜାତୀୟ ରାଜନୀତିରେ ଭିନ୍ନ ଭିନ୍ନ ଅଙ୍କକଷା ଚାଲିଥିଲା ବେଳେ ଓଡ଼ିଶା ରାଜନୀତିରେ ବି ହଲ୍‌ଚଲ୍‌ ସୃଷ୍ଟି ହୋଇଛି।…
ଅଧିକ ଖବର ଦେଖନ୍ତୁ...

ପ୍ରଦେଶ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ : ଦଳିତ ଓ ଆଦିବାସୀଙ୍କ ପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖିଛି

ଭୁବନେଶ୍ୱର : ଦେଶକୁ ସ୍ୱାଧୀନତା ଦେବାରେ ଯେଉଁ ମହାମନିଷୀମାନେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ସେମାନଙ୍କୁ ମନେ ପକାଇବାର ସମୟ ଆସିଛି। ବହୁ ଆଦିବାସୀ ଓ ଦଳିତ ସଂଗ୍ରାମୀମାନେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନରେ ଲୋକମାନେ ଅତିଷ୍ଠ ହୋଇ ପଡ଼ିଲେଣି। କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...