ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

କଣ୍ଟାବାଞ୍ଜିରୁ ବି ଲଢ଼ିବେ ନବୀନ: ୪ ବିଧାୟକଙ୍କ ଟିକେଟ କଟିଲା

ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଥର ମଧ୍ୟ ଦୁଇଟି ଆସନରେ ନିର୍ବାଚନ ଲଢ଼ିବେ। ହିଞ୍ଜିଳି ସହ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହେବେ। ପଶ୍ଚିମ ଓଡ଼ିଶାରେ ବିଜେପିର ବିଜୟରେ ବ୍ରେକ୍ ଲଗାଇବାକୁ ବିଜେଡି ସୁପ୍ରିମୋ ଏହି ରଣନୀତି କରିଥିବା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ମାଗଣା ବଣ୍ଟନ ପ୍ରତିଶ୍ରୁତି ବିରୋଧରେ ଇସିଆଇର ଦ୍ବାରସ୍ଥ ହେଲା ବିଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ନିର୍ବାଚନୀ ଇସ୍ତାହାର ଓ ଲୋଭନୀୟ ପ୍ରତିଶ୍ରୁତିଗୁଡ଼ିକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳୁଛି। କଂଗ୍ରେସ ବିଜେପିର ‘ସଂକଳ୍ପ ପତ୍ର’ ବା ‘ମୋଦୀ…
ଅଧିକ ଖବର ଦେଖନ୍ତୁ...

ଆଲୋଚନାର ଅନ୍ତ ଘଟିଲା: ଚିତ୍ରକୋଣ୍ଡା ବିଧାନସଭା ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ଟିକଟ ଦେଲା ବିଜେଡି 

ମାଲକାନଗିରି: ଜିଲ୍ଲାର ଦୁଇଟି ଆସନ ମଧ୍ୟରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀର ତିନୋଟି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରୁଥିଲେ। ମଙ୍ଗଳବାର ବିଜେପି ଡମ୍ବରୁ…
ଅଧିକ ଖବର ଦେଖନ୍ତୁ...

ଆସନ ବଦଳିବା ପରେ ପ୍ରସନ୍ନ, ରୋହିତ ଖୁସ୍‌

ସମ୍ବଲପୁର: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ପରିଶେଷରେ ବିଜେଡି ସମ୍ବଲପୁର ଜିଲ୍ଲାର ଦୁଇଟି ଆସନ ସମ୍ବଲପୁର ଓ ରେଢ଼ା‌ଖୋଲରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ପରିବର୍ତ୍ତନ ପରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରୁ ଏବଂ ବିଧାୟକ ରୋହିତ ପୂଜାରୀ ସମ୍ବଲପୁରରୁ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡାରେ ପୁଣି ପ୍ରାର୍ଥୀ ବଦଳାଇଲା ବିଜେଡି: ବିଧାୟକ କିଶୋରଙ୍କ ବଦଳରେ ରାଜେନ୍ଦ୍ର ଛତ୍ରିଆ ପ୍ରାର୍ଥୀ

ସମ୍ବଲପୁର: କୁଚିଣ୍ଡା ବିଧାନସଭା ଆସନରେ ପୁଣିଥରେ ପ୍ରାର୍ଥୀ ବଦଳାଇବାର ପରମ୍ପରା ବିଜେଡି ବଜାୟ ରଖିଛି। ଏଥରକ ବିଧାୟକ କିଶୋର ନାୟକଙ୍କ ବଦଳରେ କଂଗ୍ରେସ ଛାଡ଼ି କିଛିଦିନ ତଳେ ଦଳରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ଦଳ ପ୍ରାର୍ଥୀ କରିଛି। କିଷାନ ଜାତିର ଭୋଟ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ଇନ୍ଦିରା, ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା: ୩୩% ମହିଳା ପ୍ରାର୍ଥୀ ଦେଲା ବିଜେଡି

ମାଲକାନଗିରି/ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲା ଲାଗି ବିଜେଡିର ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବାକି ରହିଥିବା ଜୟପୁର ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନ ନିମନ୍ତେ ଆଜି ଦଳ ପ୍ରାର୍ଥୀ ଘୋଷଣା କରିଛି। ଜୟପୁରରୁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ପତ୍ନୀ ଡ. ଇନ୍ଦିରା ନନ୍ଦ…
ଅଧିକ ଖବର ଦେଖନ୍ତୁ...

ପୁଣି ରାଜନଗର ରାଜନୀତି ସରଗରମ: ଅଶୋକ ଗଲେ କଂଗ୍ରେସ, ଅଲେଖଙ୍କ ଗତି କୁଆଡେ଼?

କେନ୍ଦ୍ରାପଡ଼ା: ରାଜନଗର ନିର୍ବାଚନମଣ୍ତଳୀ ରାଜନୀତି ଚଳିତ ସାଧାରଣ ନିର୍ବାଚନ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। କଂ‌ଗ୍ରେସ ଛାଡି ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହେବା ପରଠାରୁ ଚର୍ଚ୍ଚାରେ ରହିଥିବା ରାଜନଗର ରାଜନୀତି ଏବେ ବିଜେପି ଟିକେଟ ଓ ଅଶୋକ ପ୍ରତିହାରୀଙ୍କ ବିଜେଡି ଛାଡି…
ଅଧିକ ଖବର ଦେଖନ୍ତୁ...

ମତଦାନ ଦିନ କୁଚବିହାର ଗସ୍ତ ନକରିବାକୁ ରାଜ୍ୟପାଳଙ୍କୁ ପରାମର୍ଶ ଦେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ/ କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଏପ୍ରିଲ ୧୮ ଓ ୧୯ ତାରିଖରେ କୁଚବିହାର ଗସ୍ତ ବାତିଲ କରିବାକୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗର ଏହି ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ…
ଅଧିକ ଖବର ଦେଖନ୍ତୁ...

‘ଯଦି ଇଭିଏମ୍‌ରେ କୌଣସି ତ୍ରୁଟି ନଥାଏ; ତେବେ…’: କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶର ସାହାରନପୁରରେ ପ୍ରଚାର କରି କହିଛନ୍ତି ଯେ ଯଦି ଦେଶରେ ଇଭିଏମରେ କୌଣସି ତ୍ରୁଟି ନକରି ନିରପେକ୍ଷ ନିର୍ବାଚନ ହୁଏ, ତେବେ ଭାରତୀୟ ଜନତା ପାର୍ଟି (ବିଜେପି)…
ଅଧିକ ଖବର ଦେଖନ୍ତୁ...

ରାମନବମୀକୁ ନେଇ ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ: ‘ଦଙ୍ଗା ସୃଷ୍ଟି ପାଇଁ ହୋଇଛି ଷଡ଼ଯନ୍ତ୍ର’

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅଭିଯୋଗ କରିଛନ୍ତି ଯେ ରାମନବମୀ ଅବସରରେ ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଯୋଜନା କରାଯାଉଛି। ଗତବର୍ଷ ରାଜ୍ୟରେ ହିଂସା କାଣ୍ଡ ଘଟିଥିଲା, ଯାହା ଫଳରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବ୍ୟାପକ ମୁହାଁମୁହିଁ ପରିସ୍ଥିତି…
ଅଧିକ ଖବର ଦେଖନ୍ତୁ...