ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଆସିକାରେ ରାଜନୈତିକ ପାଣିପାଗ ବେଶ୍ ସରଗରମ: ନିର୍ବାଚନ ମଇଦାନରେ ଭାଇ, ଭାଉଜ, ଭଉଣୀ

ଆସିକା : ପଞ୍ଚାୟତ ନିର୍ବାଚନକୁ ନେଇ ଗଞ୍ଜାମ ଜିଲ୍ଲା ଆସିକାରେ ରାଜନୈତିକ ପାଣିପାଗ ବେଶ୍ ସରଗରମ ‌ରହିଛି। ଏଭଳି ପରିସ୍ଥିତିରେ ବ୍ଲକ୍ ଅଧ୍ୟକ୍ଷଙ୍କ ପରିବାରରୁ ଏକାଥରକେ ଚାରିଜଣ ନିର୍ବାଚନ ମୈଦାନ୍‌କୁ ଓହ୍ଲାଇବା ଓ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ରାଜନୈତିକ ଚର୍ଚ୍ଚାକୁ ଆହୁରି…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ନିର୍ଣ୍ଣାୟକ ଭୂମିକାରେ ମହିଳା ଭୋଟ୍‌ବ୍ୟାଙ୍କ

ବାରିପଦା,(ଦିବ୍ୟଜ୍ୟୋତି ବେହେରା): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏଥର ମହିଳା ଭୋଟର ହିଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଭୋଟରଙ୍କ ବିଶ୍ବାସ ଜିଣିବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁ ଦଳର ପ୍ରମୁଖ ମହିଳା ନେତ୍ରୀ। ଯାହାର…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟିକା ଆଦିତି ସିଂହଙ୍କ ଚ୍ୟାଲେଂଜ: ରାୟବରେଲୀ ଆଉ କଂଗ୍ରେସର ଗଡ଼ ହୋଇ ନାହିଁ

ଲକ୍ଷ୍ନୌ : କଂଗ୍ରେସ ଛାଡ଼ିବାର କିଛି ମାସ ପରେ ପୂର୍ବତନ ରାୟବରେଲୀ (ସଦର) ବିଧାୟିକା ଅଦିତି ସିଂ ଏହି ସମ୍ମାନଜନକ ଆସନରୁ ଏଥର ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆହ୍ବାନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନୀ ମୈଦାନରେ ଏମ୍‌ଟେକ୍‌ ବୋହୂ

ଚାନ୍ଦବାଲି : ବିଟେକ୍‌ ପାଠ ପଢି ଜଣେ ମହିଳା ବିବାହ ପରେ ଶାଶୂ ଘର ଲୋକଙ୍କ ପ୍ରେରଣା ପାଇ ଏମ୍‌ଟେକ୍‌ ପଢିଲେ। ସ୍ୱାମୀ ଜଣେ ବ୍ୟବସାୟୀ ହୋଇଥିବାବେଳେ ଶ୍ବଶୁର ସରପଞ୍ଚ। ଶାଶୂଘର ରାଜନୈତିକ ପରିବାର ହୋଇଥିବାରୁ ଏମ୍‌ଟେକ ବୋହୂ ଏବେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି। ସମିତି ସଭ୍ୟ ଭାବେ ନିଜର…
ଅଧିକ ଖବର ଦେଖନ୍ତୁ...

ଚନ୍ଦନପୁରରେ ନିର୍ବାଚନୀ ହିଂସା: ଛୁରାମାଡ଼ରେ ଯୁବକ ଗୁରୁତର

ପୁରୀ : ରବିବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଚନ୍ଦନପୁର ନିକଟରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଉଛନ୍ତି ଚନ୍ଦନପୁର ଥାନା ଅନ୍ତର୍ଗତ ଦାଣ୍ଡସାହିର ଭୀମସେନ ପ୍ରଧାନ। ଆଜି ଗାଁ ମନ୍ଦିରରେ ହେଉଥିବା ଭୋଜିକୁ ସେ ସନ୍ଧ୍ୟାରେ ତାଙ୍କର ଜଣେ…
ଅଧିକ ଖବର ଦେଖନ୍ତୁ...

ଉତ୍ତେଜକ ଭାଷଣ ଭିଡିଓ ଭାଇରାଲ: ସିଦ୍ଧୁଙ୍କ ଉପଦେଷ୍ଟା ମହମ୍ମଦ ମୁସ୍ତାଫାଙ୍କ ବିରୋଧରେ ଏତଲା

ଅମୃତସର : ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଉପଦେଷ୍ଟା ତଥା ପୂର୍ବତନ ଡିଜିପି ମହମ୍ମଦ ମୁସ୍ତାଫାଙ୍କ ଘୃଣା-ଭାଷଣ ଭିଡିଓ ଭାଇରାଲ ହେବା ପରେ ପଞ୍ଜାବ ପୁଲିସ ତାଙ୍କ ବିରୋଧରେ ଏକ ଏଫ୍‌ଆଇଆର୍ ରୁଜୁ କରିଥିବା ଜଣାପଡ଼ିଛି। ସୂଚନା‌ଯୋଗ୍ୟ, ପୂର୍ବତନ ପଞ୍ଜାବ ଡିଜିପି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ ପ୍ରିୟଙ୍କାଙ୍କ ୟୁଟର୍ଣ୍ଣ: ମୁଁ ରାଗରେ କହିଦେଇଥିଲି

ଲକ୍ଷ୍ନୌ : ‘ମୁଁ ହିଁ କଂଗ୍ରେସ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଚେହେରା’ ବୋଲି କହିବାର କେଇ ଘଣ୍ଟା ପରେ ପ୍ରିୟଙ୍କା ଗାନ୍ଧି ନିଜର ଏହି ମନ୍ତବ୍ୟକୁ ଫେରାଇ ନେଇଛନ୍ତି। ପ୍ରିୟଙ୍କା କହିଛନ୍ତି ସାମ୍ବାଦିକମାନେ ଏ ନେଇ ତୁହାକୁ ତୁହା ପ୍ରଶ୍ନ କରୁଥିବାରୁ ସେ ରାଗରେ ନିଜକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଫୁଲ୍ଲଙ୍କ ଅନୁଗତ ଏବେ ଡାନିଙ୍କ ପାଇଁ ଚ୍ୟା‌ଲେଞ୍ଜ !

ଯାଜପୁର : ଚଳିତ ପଞ୍ଚାୟତ ନିର୍ବାଚନରେ ଖଣିଖାଦାନ ଓ ଶିଳ୍ପାଞ୍ଚଳକୁ ନେଇ ଗଠିତ ସୁକିନ୍ଦା ନିର୍ବାଚନମଣ୍ଡଳୀର ରାଜନୀତି ପୁଣି ସରଗରମ ହୋଇଉଠିଛି। ଏହି ନିର୍ବାଚନମଣ୍ଡଳୀ ଦୀର୍ଘବର୍ଷ ଧରି ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲଚନ୍ଦ୍ର ଘଡ଼ାଇ ଓ ତାଙ୍କ ପୁଅ ତଥା ବର୍ତ୍ତମାନର ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଯୁଯୁମୁରା: ଗୋଟିଏ ପଦ ପାଇଁ ପତି ଓ ପତ୍ନୀଙ୍କ ପରସ୍ପର ବିରୋଧରେ ନାମାଙ୍କନପତ୍ର ଦାଖଲକୁ ନେଇ ଚର୍ଚ୍ଚା

ଯୁଯୁମୁରା : ରାଜନୀତିରେ ସବୁ କିଛି ସମ୍ଭବ ବୋଲି କୁହାଯାଏ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ ଏଭଳି କିଛି ଦେଖିବାକୁ ମିଳିଛି। ଏଥର ଲିପିଣ୍ଡା ପଞ୍ଚାୟତର ସରପଞ୍ଚ ପଦ ପାଇଁ ପତି ଓ ପତ୍ନୀ ପରସ୍ପର ବିରୋଧରେ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଲିପିଣ୍ଡା ସରପଞ୍ଚ ପଦ ପାଇଁ ଏଥର ୪…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ: ନେଟୱର୍କରୁ ଦୂରରେ ୬୦୯୯ ଗାଁ, କେମିତି ହେବ ଡିଜିଟାଲ ପ୍ରଚାର

ଗ୍ରାମାଞ୍ଚଳରେ ପ୍ରତି ୧୦୦ରେ ୬୨ଜଣଙ୍କ ପାଖରେ ମୋବାଇଲ୍‌ ୪୦ ଜଣ ବ୍ୟବହାର କରୁଛନ୍ତି ଇଣ୍ଟରନେଟ୍‌ ଭୁବନେଶ୍ୱର, (ବିଶ୍ୱଜିତ ଦାଶ): ଦେବଗଡ଼ ଜିଲ୍ଲାର ୫ଟି ପଞ୍ଚାୟତରେ ମୋବାଇଲ୍‌ ଟାୱାର ନାହିଁ ବୋଲି ଜଣେ ବି ପଞ୍ଚାୟତ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କଲେନି। ବର୍ତମାନର ବୈଷୟିକ…
ଅଧିକ ଖବର ଦେଖନ୍ତୁ...