ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଦିଲ୍ଲୀ ରାଜନୀତି: ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନୀତା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯିବା ପରେ ଦିଲ୍ଲୀ ସରକାରରେ ଘୋର ସଙ୍କଟ ସୃଷ୍ଟି ହୋଇଛି। କୌଣସି ସରକାରୀ ଫାଲଇ ଘୁଞ୍ଚନାହିଁ। ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ସମସ୍ତ ଫାଇଲ୍‌ ଉପରାଜ୍ୟପାଳଙ୍କ ପାଖକୁ ଯାଉଥିବାରୁ ଏହା ଏବେ ସମ୍ଭବ ହୋଇପାରୁ ନାହିଁ। ତେଣୁ ଏହି ସଙ୍କଟକୁ…
ଅଧିକ ଖବର ଦେଖନ୍ତୁ...

ବିଜେପିର ପ୍ରଥମ ତାଲିକାରେ ୧୧୨ ପ୍ରାର୍ଥୀ: ୧୭ ବିଧାୟକ ପୁଣି ପ୍ରାର୍ଥୀ ହେଲେ,୨ ବିଧାୟକ କଟିଲେ

ଭୁବନେଶ୍ବର: ଦୁଇଟି ପର୍ଯ୍ୟାୟରେ ୨୧ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବିଜେପି ଆଜି ପ୍ରଥମ ଥର ଲାଗି ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପିର ଏବେ ୨୧ଜଣ ବିଧାୟକ ଥିବାବେଳେ ଏଥିରୁ ୧୭ଜଣ ବିଧାୟକଙ୍କ ଉପରେ ଦଳ ପୁଣି ଭରସା କରି ପ୍ରାର୍ଥୀ କରିଛି। ଦୁଇ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ପ୍ରଥମ ତାଲିକା: ୪୭ ବିଧାୟକ, ୮ ସାଂସଦ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ବିଜେଡି ଓ ବିଜେପି ପରେ କଂଗ୍ରେସ ଆଜି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୮ଟି ଲୋକସଭା ଓ ୪୭ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୨ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନିଜର ଦୁଇ ସହଯୋଗୀ ଦଳଙ୍କୁ ଛାଡ଼ି ଦେଇଛି କଂଗ୍ରେସ। ଘୋଷଣା…
ଅଧିକ ଖବର ଦେଖନ୍ତୁ...

ସତର୍କତା ବଢ଼ାଇଲେ ନିର୍ବାଚନ କମିସନ: ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାକୁ କଡ଼ା ସତର୍କତାର ସହ ତଦାରଖ କରିବା ପାଇଁ ନିର୍ବାଚନ କମିସନ ଉତ୍ତମ ଟ୍ରାକ୍ ରେକର୍ଡ ଥିବା ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ଅର୍ଥ, ବାହୁବଳ ପ୍ରୟୋଗ ଓ ଭୁଲ ସୂଚନା ପ୍ରସାରଣ ଦ୍ୱାରା ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ନୂଆମୁଁହ ପ୍ରଫୁଲ୍ଲ; ବିଜେପିରୁ ପୁଣି ମାନଗୋବିନ୍ଦ, ବିଜେଡିରୁ ସାଲୁଗା

ଘୁ.ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ଆଗାମୀ ମାସରେ ହେବାକୁ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ପ୍ରଥମେ ବିଜେଡି ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଆଜି କଂଗ୍ରେସ ଏବଂ ବିଜେପି ଦୁଇ ଦଳ ନିଜ ନିଜ…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ିଲେ ଆସିକାର ପୂର୍ବତନ ବିଧାୟକ ଦେବରାଜ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ତିନି ତିନିଥର ବିଧାୟକ ହୋଇଥିବା ଦେବରାଜ ମହାନ୍ତି ଆଜି ବିଜେପି ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କୁ ପଠାଇଛନ୍ତି। ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ଦେଇ ବିଷ ଉଗାରିଲେ ଗଣେଶ୍ବର: ଦଳ ଅବିଚାର କରିଛି, ସବୁ ଆଘାତକୁ ହଜମ କରି ଦେଇଥିଲି

କେନ୍ଦ୍ରାପଡ଼ା: ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ନିକଟକୁ ପଠାଇବା ସହିତ ଦଳ ତାଙ୍କୁ ବିଧାୟକ ଏବ˚ ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କ˚ଗ୍ରେସ ପ୍ରତି କୃତଜ୍ଞ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନଙ୍କ ବିଜେଡିରୁ ଇସ୍ତଫା ଡ୍ରାମା

ଫୁଲବାଣୀ: କନ୍ଧମାଳ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲ୍ଲିକ ବିଜେଡିରୁ ଇସ୍ତଫାଦେବା ଓ ୨୪ ଘଣ୍ଟା ନିବିତୁଣୁ ପୁଣି ଏହାକୁ ପ୍ରତ୍ୟାହାର କରିବା ପାଇଁ ଚିଠି ଲେଖିବା ପ୍ରସଙ୍ଗ ଜିଲ୍ଲା ରାଜନୀତିକୁ ସରଗରମ କରିଛି। ତେବେ ରୋଦନଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସବୁଠି ଚର୍ଚ୍ଚା ଜୋର୍…
ଅଧିକ ଖବର ଦେଖନ୍ତୁ...

ମଇଦାଦରେ ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ଦୁଇପୁଅ: ବିଜେପିରୁ ମନୋରଞ୍ଜନ, କଂଗ୍ରେସରୁ ରବୀନ୍ଦ୍ର

ବ୍ରହ୍ମପୁର/ପାତ୍ରପୁର: ଗଞ୍ଜାମ ଜିଲ୍ଲା ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ଦୁଇପୁଅ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିବେ ବାପା ଓ ଝିଅ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଜନୀତିରେ ପ୍ରଥମ ତଥା ବିରଳ ଘଟଣା। ନବରଙ୍ଗପୁର ଜିଲ୍ଲାର ସମସ୍ତ ୪ଟି ଯାକ ବିଧାନସଭା ଆସନରେ କଂଗ୍ରେସ ନୂଆମୁହଁଙ୍କୁ ପ୍ରାର୍ଥୀ କରିଛି। ସେହିପରି ବାପା ଏବଂ ଝିଅ ମଧ୍ୟ କଂଗ୍ରେସ ଟିକେଟ୍‌ ପାଇଛନ୍ତି। ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କୁ ନବରଙ୍ଗପୁର ସଂସଦୀୟ…
ଅଧିକ ଖବର ଦେଖନ୍ତୁ...