ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ମହଦାରେ ନିର୍ବାଚନୀ ହିଂସା, କୂଅରେ ପଡ଼ିଗଲେ ୩ ଜଣ

ଜମନକିରା : ଶନିବାର ଦିନ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମହଦା ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗଣ୍ଡଗୋଳ ସମୟରେ ୩ ଜଣ ଏକ କୂଅରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋ‌କେ ସେମାନଙ୍କୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ଦିନ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ମିଥ୍ୟା ସତ୍ୟପାଠ ଅଭିଯୋଗ: ଥାନାରେ ହାଜର ପାଇଁ ନିର୍ଦ୍ଦେଶ

ଆନନ୍ଦପୁର : ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ୩୪ ନମ୍ବର ଜିଲ୍ଲାପରିଷଦ ଜୋନ୍‌ର ବିଜେପି ପ୍ରାର୍ଥୀ ବିବେକାନନ୍ଦ ରାଉତ (ବାଜୁଆ)ଙ୍କ ନାମରେ ନିର୍ବାଚନୀ ମାମଲା ରୁଜୁ ହୋଇଛି। ନିର୍ବାଚନ ଅଧିକାରୀ ତଥା ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ବିଭିନ୍ନ ପଞ୍ଚାୟତରେ ପୁଲିସର ଫ୍ଲାଗ ମାର୍ଚ୍ଚ

ଯାଜପୁରସଦର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ପୁଲିସ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଯାଜପୁର ଥାନା ଅଧୀନରେ ଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ କାରଣରୁ ସାମାନ୍ୟ ଗଣ୍ଡଗୋଳ ହେଉଥିବା ଯାଜପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇଲା ପରେ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀ ‘ମଡର୍ଣ୍ଣ୍ ଡେ ଜିନ୍ନା’: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ରାହୁଲ ଗାନ୍ଧୀଙ୍କୁ ‘ମଡର୍ଣ୍ଣ୍ ଡେ ଜିନ୍ନା’(ବର୍ତ୍ତମାନ ସମୟର ଜିନ୍ନା) କହି ତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ପାକିସ୍ତାନ ମାଟିରେ ଭାରତ କରିଥିବା ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ରାହୁଲ ଗାନ୍ଧୀ ପ୍ରମାଣ ଦେବାକୁ କହିଥିବା କଥାକୁ…
ଅଧିକ ଖବର ଦେଖନ୍ତୁ...

ଉଦାହରଣ ସୃଷ୍ଟିକଲେ ଗ୍ରାମବାସୀ: ସରପଞ୍ଚ ପଦ ପାଇଁ ୮ ପ୍ରାର୍ଥୀଙ୍କୁ ପରୀକ୍ଷା କଲେ

କୁତ୍ରା : ଏକ ନିଆରା ଉଦ‌ାହରଣ ସୃଷ୍ଟିକଲେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ର ମାଲୁପଡ଼ାର ଗ୍ରାମବାସୀ। ବିକାଶ ଓ ଜନସେବା କରିବେ ବୋଲି ଦାବି କରୁଥିବା ସରପଞ୍ଚ ପ୍ରାର୍ଥୀମାନଙ୍କୁ ଲୋକେ ଏକ ଲିଖିତ ପରୀକ୍ଷାରେ ବସାଇଛନ୍ତି। ସବୁଠୁ କୌତୁହଳର କଥା, ପ୍ରାର୍ଥୀମାନେ ମଧ୍ୟ ଗ୍ରାମବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ବ୍ଲକ୍‌ ରାଜନୀତିରେ ହଇଚଇ: ସ୍ୱାମୀଙ୍କ ସହ ସମିତିସଭ୍ୟାଙ୍କୁ ଅପହରଣ!

ଗଞ୍ଜାମ : ଗଞ୍ଜାମ ବ୍ଲକ୍ ସୁବଳୟା ପଞ୍ଚାୟତର ସମତିସଭ୍ୟା ମମି ଦାସ ଓ ତାଙ୍କ ସ୍ବାମୀଙ୍କୁ ଗତ ୨ଦିନ ହେଲା ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ମମିଙ୍କ ମାଆ ଇନ୍ଦୁ ଦାସ(୭୦) ଏ ନେଇ ରମ୍ଭା ଥାନାରେ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷଙ୍କ ନାଁରେ ଏତଲା ଦେଇଛନ୍ତି। ଏତଲାକୁ ଆଧାର କରି ପୁଲିସ କେସ୍…
ଅଧିକ ଖବର ଦେଖନ୍ତୁ...

ଗାଁର ନାଁ ଶିବପାଣି: ପାନୀୟ ଜଳ, ରାସ୍ତା ବା ବିଦ୍ୟୁତ୍‌, କିଛି ନାହିଁ; ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ପାଳଲହଡ଼ା : ପାଳଲହଡ଼ା ବ୍ଲକ୍ ପେଚାମୁଣ୍ଡି ପଞ୍ଚାୟତର ଆଦିବାସୀ ବହୁଳ ଗାଁ ଶିବପାଣି। ବ୍ଲକ୍‌ର ଉପାନ୍ତ ଅଞ୍ଚଳରେ କେନ୍ଦୁଝର ଜିଲ୍ଲାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏହି ଗାଁରେ ବାସକରୁଛନ୍ତି ପ୍ରାୟ ୩୦ ଆଦିବାସୀ ପରିବାର। ଏ ପର୍ଯ୍ୟନ୍ତ ଗାଁର ରାସ୍ତା, ପାନୀୟଜଳ, ବିଦ୍ୟୁତ୍‌ ଭଳି ମୌଳିକ…
ଅଧିକ ଖବର ଦେଖନ୍ତୁ...

ପୌର ନିର୍ବାଚନରେ ‘ନୋଟା’ ବିକଳ୍ପ

ଭୁବନେଶ୍ୱର : ଆସନ୍ତା ପୌର ନିର୍ବାଚନରେ ମତଦାନ ବେଳେ ଇଭିଏମ୍‌ରେ ‘ନୋଟା’ ବିକଳ୍ପ ରହିବ। ପ୍ରାର୍ଥୀଙ୍କ ମଧ୍ୟରୁ କେହି ଭୋଟର୍‌ଙ୍କ ପସନ୍ଦ ନ ଆସିଲେ, ସେ ନୋଟା(ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି)ରେ ବଟନ୍ ଟିପିପାରିବେ। ଆଜି ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଏହି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ମଇଦାନରେ ଗୁଆଘିଅ, ସାମୀ ସାମୀ

ଚନ୍ଦ୍ରଶେଖରପୁର/ଖଣ୍ଡଗିରି : ଜମି ଆସିଲାଣି ପଞ୍ଚାୟତ ନିର୍ବାଚନ ପ୍ରଚାର। ରାଜ୍ୟସାରା ଗାଁ ଗାଁରେ ପ୍ରଚାର ମଇଦାନ କମ୍ପୁଛି। ଗଳିକନ୍ଦି ଖାଲି ପଡ଼ୁଛି, ଉଠୁଛି। ତେବେ ପ୍ରାର୍ଥୀମାନଙ୍କ ଭୋଟ୍‌ ଭିକ୍ଷା ଢାଞ୍ଚାକୁ ବଳେଇ ପଡ଼ିଛି ନିର୍ବାଚନ ଗୀତ। ମାର୍କେଟ୍‌ ନେଇଛି ଗୁଆଘିଅ ଓ ତେଲ୍‌ଗୁ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କମିସନ ଦନ୍ତହୀନ: ବିଜେପି

ଭୁବନେଶ୍ବର : ରାଜ୍ୟ ନିର୍ବାଚନ କମିସନ ଦନ୍ତହୀନ ହୋଇପଡ଼ିଛନ୍ତି। ଗୃହ ବିଭାଗ ବିଜେଡିର ହାତବାରସୀ ସାଜିଛି। ଏହାଦ୍ବାରା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ…
ଅଧିକ ଖବର ଦେଖନ୍ତୁ...