ବିଜେପୁର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ରୀତା ସାହୁ- ନବୀନ ପଟ୍ଟନାୟକ

0 64

ଭୁବନେଶ୍ୱର: ଆଗାମୀ ବିଜେପୁର ବିଧାନସଭା ଉପନିର୍ବାଚନରେ ନିକଟରେ କଂଗ୍ରେସ ଦଳର ହାତ ଝାଡ଼ି ବିଜେଡିରେ ସାମିଲ ହୋଇଥିବା ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶ୍ରୀମତୀ ସାହୁଙ୍କୁ ନେଇ ବିଜେପୁର ରାଜନୀତି ସରଗରମ ଥିବା ବେଳେ ବିଜେଡିରେ ଦଳ ଭିତରେ ଲାଗି ରହିଥିବା ଛକ୍‌କା ପଞ୍ଝା ଓ ଦ୍ୱନ୍ଦ୍ୱକୁ ଦୂର କରିବା ପାଇର୍ ଆଜି ବିଜେଡି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଏହା ଘୋଷଣା କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.