ରଥ ପାଖରେ ସଙ୍ଗୀତ ନିର୍ଦ୍ଦେଶକ, ଭକ୍ତଙ୍କ ବିରୋଧ

ପୁରୀ: ବଡ଼ଦାଣ୍ଡରେ କର୍ଫ୍ୟୁ। ଘରୁ ବାହାରିଲେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛି ପୁଲିସ। ସାହି ଗଳିକନ୍ଦିରେ ମହାପ୍ରଭୁଙ୍କ ସାମାନ୍ୟ ଦର୍ଶନ ପାଇଁ ଅନାଇ ରହୁଥିବା ଲୋକଙ୍କୁ ପୁଲିସ ଆଜି ସକାଳୁ ବି ଗୋଡ଼ାଇଗୋଡ଼ାଇ ପିଟିଛି। ଏଭଳି ସ୍ଥିତିରେ ଓଡ଼ିଆ ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ପହଣ୍ଡି ବେଳେ…
ଅଧିକ ଖବର ଦେଖନ୍ତୁ...

ଖାଲିପାଦରେ ରଥ ଭିଡ଼ିଲେ ‌ସେବକ ପାଦରେ ହେଲା ଫୋଟକା

ପୁରୀ: ଏଥର ମହାପ୍ରଭୁଙ୍କ ଘୋଷଯାତ୍ରା ଥିଲା ନିଆରା। ପ୍ରତି ବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ରଥକୁ ଭିଡ଼ି ନେଉଥିଲେ। ସେବକମାନେ ରଥ ଉପରେ ବସି ରହୁଥିଲେ। କେବେ ବି ସେବକମାନେ ରଥ ଟାଣିବାର ସୁଯୋଗ ପାଉନଥିଲେ। ଏଥର ମହାପ୍ରଭୁ ସେବକଙ୍କୁ ଏ ସୁଯୋଗ ଦେଇଛନ୍ତି। ଆଜି କେବଳ ସେବକମାନେ ହିଁ…
ଅଧିକ ଖବର ଦେଖନ୍ତୁ...

ସେବାୟତ ବେଶରେ ପଶିଲେ ଅଣ ସେବାୟତ, ପ୍ରଶାସନ ଆଖି ବୁଜିଦେଲା

ପୁରୀ: ରଥ ଟାଣିବା ପୂର୍ବରୁ ସେବାୟତମାନଙ୍କ କରୋନା ପରୀକ୍ଷା କରାଇବାକୁ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ରହିଥିଲା। ଯେଉଁ ସେବାୟତମାନେ କୋଭିଡ଼ ଟେଷ୍ଟ କରାଇଥିବେ, ସେମାନଙ୍କୁ ରଥ ଟାଣିବାକୁ ଅନୁମତି ଦିଆଯିବ। ଏହି ପ୍ରକ୍ରିୟାରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡରେ ରଥଟଣା ଆରମ୍ଭ, ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ

ପୁରୀ:  ଛେରା ପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ ଟଣା ଚାଲିଛି। ଏହା ପୂର୍ବରୁ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଛନ୍ତି। ଏହା ପୂର୍ବରୁ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ…
ଅଧିକ ଖବର ଦେଖନ୍ତୁ...

ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା

ପୁରୀ: ରଥଯାତ୍ରାର ଅନ୍ୟତମ ପ୍ରମୁଖ ନୀତି ଛେରା ପହଁରା ଚାଲିଛି। ଏବେ ତାଳଧ୍ବଜ,  ଦେବଦଳନ ଓ ନନ୍ଦିଘୋଷ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରୁଛନ୍ତି। ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଏବେ  ରଥ ଉପରେ ତାଙ୍କର ଛେରାପହଁରା କରିବାରେ…
ଅଧିକ ଖବର ଦେଖନ୍ତୁ...

ରଥାରୂଢ଼ ୩ ଠାକୁରଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ପହଣ୍ଡି ବିଜେ ପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଛନ୍ତି। ସେ  ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି। ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ…
ଅଧିକ ଖବର ଦେଖନ୍ତୁ...

ସରିଲା ପହଣ୍ଡିବିଜେ, ରଥାରୂଢ଼ ହେଲେ ତିନି ଠାକୁର

ପୁରୀ: ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ୟସ୍ତ। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ସଂପନ୍ନ, ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ

ପୁରୀ: ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି  ତାପରେ ଆରମ୍ଭ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ସମାପନ ହୋଇଛି। ଏବେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିବା ଜଣାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ବଡ଼ ଟାହିଆ ବାନ୍ଧି ଝୁଲି ଝଲି ବିଜେ କରୁଛନ୍ତି କାଳିଆ…
ଅଧିକ ଖବର ଦେଖନ୍ତୁ...

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଜାରି, ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ

ପୁରୀ: ଆଜି ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା । କରୋନା କଟକଣା ଭିତରେ କେବଳ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ । ହେଲେ…
ଅଧିକ ଖବର ଦେଖନ୍ତୁ...

ଯୁଗେ ଯୁଗେ ଶ୍ରୀଗୁଣ୍ଡିଚା ଯାତ୍ରା

ଓଡ଼ିଆ ଅସ୍ମିତାର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନ ହେଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଶତାବ୍ଦୀ ଶତାବ୍ଦୀ ଧରି ଏହା ସମଗ୍ର ଭାରତ ତଥା ବିଦେଶର ଅସଂଖ୍ୟ ବ୍ୟକ୍ତି ଚେତନାକୁ ବିଭିନ୍ନ ଭାବରେ ଆଚ୍ଛନ୍ନ କରି ଆସିଛି। ନୀଳାଚଳରେ ବିରାଜିତ ଦାରୁବ୍ରହ୍ମରୂପୀ…
ଅଧିକ ଖବର ଦେଖନ୍ତୁ...