ମହାପ୍ରଭୁଙ୍କ ନବଯୌବନ, ବର୍ଷା ସତ୍ତ୍ବେ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ସ୍ନାନଯାତ୍ରାଠାରୁ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଛନ୍ତି। ୧୫ ଦିନ ଧରି ନାନାଦି ଗୁପ୍ତସେବା ଓ ଔଷଧୀୟ ଉପଚାର ପରେ ଆଜି ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କୁ ୧୫ ଦିନ ଧରି ଦେଖିନଥିବା ଭକ୍ତମାନଙ୍କ ମଧ୍ୟରେ ଆଜି…
ଅଧିକ ଖବର ଦେଖନ୍ତୁ...

ଆଜି ଉଭାଯାତ୍ରା, ରଥ ଆଜ୍ଞାମାଳ ବିଜେ ଓ ସିଂହଦ୍ବାର ରଥ ଚକଡ଼ାକୁ ବିଜେ କରିବେ ତିନି ରଥ

ପୁରୀ: ବୁଧବାର ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦ ତିଥି। ଏହି ଦିନ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେଉଛି। ପରମ୍ପରା ମୁତାବକ, ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ଆସନ୍ତାକାଲି ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବ। ରଥଖଳାରେ ତିନି…
ଅଧିକ ଖବର ଦେଖନ୍ତୁ...

ପଖାଳ ଖାଇ ପହୁଡ଼ ଯାଆନ୍ତି ମହାପ୍ରଭୁ

କୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଓଡ଼ିଆଙ୍କ ଖାଦ୍ୟକୁ ମଧ୍ୟ ଆଦରି ନେଇଛନ୍ତି। ସେଥିପାଇଁ ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ପଖାଳ ମଧ୍ୟ ମହାପ୍ରଭୁଙ୍କ ଅତି ପ୍ରିୟ। ପ୍ରତିଦିନ ରାତିରେ ବଡ ସିଂହାର ଭୋଗବେଳେ ମହାପ୍ରଭୁଙ୍କୁ ଯେଉଁ ଭୋଗ ଲାଗି କରାଯାଏ ସେଥିରେ ଥାଏ ପଖାଳ। ମହାପ୍ରଭୁଙ୍କ ବଡ ସିଂହାର…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ପାଇଁ ଟ୍ରାଫିକ୍‍ ନିୟନ୍ତ୍ରଣ ବ୍ୟବସ୍ଥା

ପୁରୀ: ଶ୍ରୀଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶ ପାଇଁ ପୁଲିସ ପକ୍ଷରୁ ଟ୍ରାଫିକ୍‍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ଯାନବାହନ ଚଳାଚଳର ଗତିପଥ ପରିବର୍ତନ ସହ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୩୧୬ ନଂ ଜାତୀୟ ରାଜପଥ ଦେଇ ଆସୁଥିବା ସମସ୍ତ ଅନ୍ତଃରାଜ୍ୟ ସଂରକ୍ଷିତ ବସ୍‍ଗୁଡ଼ିକ ପାଇଁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ଲାଗି ଫୁଲରେ ସଜେଇ ହେଉଛି ଶ୍ରୀମନ୍ଦିର; ଲାଗିଛନ୍ତି ୨୦୦ କାରିଗର

ପୁରୀ : ଏଥର ରଥଯାତ୍ରାରେ ଦେଖିବାକୁ ମିଳିବ ଏକ ନୂଆ କଥା।  ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଆଜି ଫୁଲ ସଜା କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିରକୁ ବିଭିନ୍ନ ରଙ୍ଗର ଫୁଲରେ ସଜା ଯାଉଛି। ଏହି ଫୁଲ ସଜା ମନ୍ଦିର ପ୍ରଶାସନ କରି ନାହିଁ, ଭକ୍ତବତ୍ସଳ…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥଙ୍କ ଆଶୀର୍ବାଦରୁ କୌଣସି ବାଧାବିଘ୍ନ ହୋଇ ନଥାଏ, ୧୦ ବର୍ଷ ହେଲା କେନ୍ଦ୍ରାପଡ଼ାରୁ ପାଦରେ ଚାଲି କାଳିଆ ଦର୍ଶନ…

ପୁରୀ: ୮୦ ବର୍ଷ ବୟସରେ ଜଗନ୍ନାଥ ଦର୍ଶନର ନିଶା। ପାଦରେ ଚାଲି କେନ୍ଦ୍ରାପଡ଼ାରୁ ପୁରୀ ବାହାରିଛନ୍ତି ୧୫ ଜଣ ଭକ୍ତ। ଏମାନଙ୍କ ମଧ୍ୟରେ ଜଣେ ୮୦ ବର୍ଷ ବୟସର ଶ୍ରଦ୍ଧାଳୁ ମଧ୍ୟ ରହିଛନ୍ତି। କେନ୍ଦ୍ରାପଡ଼ାରୁ ପୁରୀ ପ୍ରାୟ ୨୩୦ କିଲୋମିଟର ବାଟ ପାଦରେ ଚାଲି ଚାଲି ଯିବାକୁ ସାହସ ରଖିଛନ୍ତି ଏହି…
ଅଧିକ ଖବର ଦେଖନ୍ତୁ...

‘ନନ୍ଦିଘୋଷ’ର ଘୋଷ: ‘ଘୋ ଘୋ କିରିକିରି’ !

ପୁରୀ ରଥଯାତ୍ରାର ରଥ ତିନିଟି । ‘ନନ୍ଦିଘୋଷ’, ‘ତାଳଧ୍ୱଜ’ ଓ ‘ଦେବଦଳନ’ । ‘ନନ୍ଦିଘୋଷ’ ଶ୍ରୀଜଗନ୍ନାଥଙ୍କ ରଥ, ‘ତାଳଧ୍ୱଜ’ ଶ୍ରୀବଳଭଦ୍ରଙ୍କ ରଥ ଏବଂ ‘ଦେବଦଳନ’ ଦେବୀ ସୁଭଦ୍ରାଙ୍କ ରଥ । ଦେବୀଙ୍କ ରଥରେ ଶ୍ରୀସୁଦର୍ଶନ ବିରାଜମାନ କରନ୍ତି । କିନ୍ତୁ ଏହି ସବୁ ରଥ ଗୋଟିଏ ଗୋଟିଏ ହେଲେ ହେଁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ରୋଷଶାଳା ପାକବିଧିକୁ ନେଇ ରହିଛି ଭ୍ରାନ୍ତ ଧାରଣା: ‘ହାଣ୍ଡି ଉପ‌ରେ ବସେ ନାହିଁ ହାଣ୍ଡି’

ଶ୍ରୀମନ୍ଦିରକୁ ନେଇ ବହୁ ଲୋକକଥା ରହିଛି। କାଳକ୍ରମେ ଏହି ଲୋକକଥାକୁ ଲୋକେ ସତ ବୋଲି ଭାବି ନେଇଛନ୍ତି। ତେବେ ସାଧାରଣରେ ପ୍ରଚଳିତ ଅନେକ କଥାର ବାସ୍ତବତା କିନ୍ତୁ ଭିନ୍ନ। ଲୋକକଥା ମୁତାବକ, ରୋଷ ଘରେ ହାଣ୍ଡି କୁଡୁଆ ଉପରେ ହାଣ୍ଡି ରଖାଯାଇ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ପ୍ରଥମେ ଉପର…
ଅଧିକ ଖବର ଦେଖନ୍ତୁ...

ଆସିଲା ରେଳବାଇର ରଥଯାତ୍ରା ମୋବାଇଲ ଆପ୍

ଭୁବନେଶ୍ବର: ଜୁଲାଇ ୪ରୁ ୧୪ ତାରିଖ ପୁରୀ ରଥଯାତ୍ରା ସମୟରେ ରେଳବାଇର ଉପଲବ୍ଧ ସୁବିଧା ବିଷୟରେ ସୂଚନା ଦେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମୋବାଇଲ ଆପ୍‌ ‘ECOR Yatra’ ସେବାର ପ୍ରଚଳନ କରାଯାଇଛି। ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ତୀର୍ଥ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଅଙ୍ଗ ବଜ୍ର ପାଇଁ ଖଳି ବିଜେ: ତିନି ମୁଖ୍ୟ ଶୁଦ୍ଧ ସୁଆରଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଜ୍ବର ପୀଡ଼ିତ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି। ଚକା ବିଜେ ପରେ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି। କିନ୍ତୁ ବହୁ ଦିନ ଧରି ଜ୍ୱରରେ ପଡ଼ିବାରୁ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ। ଏଣୁ…
ଅଧିକ ଖବର ଦେଖନ୍ତୁ...