ଆସିଲା ରେଳବାଇର ରଥଯାତ୍ରା ମୋବାଇଲ ଆପ୍

ଭୁବନେଶ୍ବର: ଜୁଲାଇ ୪ରୁ ୧୪ ତାରିଖ ପୁରୀ ରଥଯାତ୍ରା ସମୟରେ ରେଳବାଇର ଉପଲବ୍ଧ ସୁବିଧା ବିଷୟରେ ସୂଚନା ଦେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମୋବାଇଲ ଆପ୍‌ ‘ECOR Yatra’ ସେବାର ପ୍ରଚଳନ କରାଯାଇଛି। ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ତୀର୍ଥ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଅଙ୍ଗ ବଜ୍ର ପାଇଁ ଖଳି ବିଜେ: ତିନି ମୁଖ୍ୟ ଶୁଦ୍ଧ ସୁଆରଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଜ୍ବର ପୀଡ଼ିତ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି। ଚକା ବିଜେ ପରେ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି। କିନ୍ତୁ ବହୁ ଦିନ ଧରି ଜ୍ୱରରେ ପଡ଼ିବାରୁ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ। ଏଣୁ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କୁ ସର୍ପ ମଣୋହି ଲାଗି

ପୁରୀ: ଶ୍ରୀମନ୍ଦିରରେ ଆଜି ବିଳମ୍ୱିତ ରାତିରେ ମହାପ୍ରଭୁଙ୍କୁ ସର୍ପମଣୋହି ଲାଗି ହୋଇଛି। ତିନି ବାଡ଼ଙ୍କ ଶୁଦ୍ଧ ସୁଆରମାନେ ଏହି ନୀତି ସଂପନ୍ନ କରିଛନ୍ତି। ଅଣସରରେ ଥିବା ମହାପ୍ରଭୁଙ୍କୁ ଆଜି ପର୍ଯ୍ୟନ୍ତ ପଣାଭୋଗ ହୋଇ ଆସୁଥିଲା। ତେବେ ଶେଷ ପଣା ଭୋଗ ଭାବେ ଆଜି ମହାପ୍ରଭୁଙ୍କୁ ସର୍ପମଣୋହି ଲାଗି…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ, ଲାଗିଲା ଦୁଆର, ଚାଲିଛି ସିଂହାସନ କାମ

ପୁରୀ: ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏ ନେଇ ଚଳଚଞ୍ଚଳ ରଥଖଳା ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ଲାଗିଛି। ଗତକାଲି ଦୁଆର କାମ ଶେଷ ପରେ ଆଜି ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ଗତକାଲି ଚିତ୍ରକର ସେବକମାନେ ରଙ୍ଗ ଦେବା କାମ ଶେଷ କରିଥିଲେ। ତିନି ରଥର ଚାରିଟି ଲେଖା ୧୨ଟି…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡର ନଈ ପୋତା ହେଲା: ଛଅରଥରୁ ତିନିରଥ ହେଲା

‘ସ୍କନ୍ଦ ପୁରାଣ’ରେ ଯେଉଁ ପ୍ରଥମ ରଥଯାତ୍ରାର ବର୍ଣ୍ଣନା ଅଛି, ତାହା ଅବନ୍ତୀର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜତ୍ୱ କାଳର । ଅର୍ଥାତ୍‍ ଏହାର ସମୟ ‘ସତ୍ୟଯୁଗ’ । କିନ୍ତୁ ଇତିହାସକାରଙ୍କ ମତରେ, ତ୍ରୟୋଦଶ ଶତାବ୍ଦୀର ବହୁ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୋଇଆସୁଛି । ‘ମାଦଳା ପାଞ୍ଜି’ର…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ନେଇ ଦଇତାପତିଙ୍କ ସହ ଆଲୋଚନା କଲେ ଗଜପତି ମହାରାଜ

ପୁରୀ : ରାଜପ୍ରସାଦ ବିଜେ ନୀତି ଶେଷ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ଦଇତାପତି ସେବକମାନେ ଦୀର୍ଘ ସମୟ ଧରି ରଥଯାତ୍ରା ସଂପର୍କରେ ଆଲୋଚନା କରିଛନ୍ତି। ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଦଇତାପତି ସେବକମାନେ ସୂଚନା ଦେବା ପରେ ଗଜପତି ମହାରାଜ ରଥଯାତ୍ରା ସଂପର୍କରେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ପିଲାବେଳେ ପାଇଥିବା ଦକ୍ଷିଣବର୍ତ୍ତ ଶଙ୍ଖ ଏବେ ବି ଘରେ ପୂଜା ପାଉଛି: ଡ. ତୁଳସୀ ଓଝା

ପୁରୀ : ସମୁଦ୍ରରୁ ଦକ୍ଷିଣବର୍ତ୍ତ ଶଙ୍ଖ ଭାଗ୍ୟରେ ଥିଲେ ମିଳେ। କିନ୍ତୁ ଏହି ସୌଭାଗ୍ୟ ମୋତେ ପିଲାଟି ବେଳୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ମୋତେ ଏହି ସୌଭାଗ୍ୟ ପିଲାଟିବେଳୁ ଦେଇଛନ୍ତି। ଆଉ ଏଇଠୁ ହିଁ ମୋ ଭାଗ୍ୟରେ ପରିବର୍ତନ ଆସିଛି ବୋଲି କହିଛନ୍ତି ଅବସରପ୍ରାପ୍ତ ପ୍ରିନ୍ସିପାଲ…
ଅଧିକ ଖବର ଦେଖନ୍ତୁ...

‘ରାଜପ୍ରସାଦ ବିଜେ’ ନୀତି ସମ୍ପନ୍ନ : ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଅବଗତ ହେଲେ ଗଜପତି

ପୁରୀ : ଅଣସର ସେବାର ଅନ୍ୟତମ ପ୍ରମୁଖ ନୀତି ‘ରାଜପ୍ରସାଦ ବିଜେ’ ଆଜି ଅନୁଷ୍ଠିତ ହୋଇଯାଇଛି। ଶ୍ରୀବିଗ୍ରହଙ୍କ ରାଜପ୍ରସାଦ ଆଜି ଶ୍ରୀନଅରକୁ ବିଜେ ହୋଇଛି। ଦଇତାପତି, ପତିମହାପାତ୍ର ସେବକ, ଖୁଣ୍ଟିଆ ମେକାପ, ଦେଉଳକରଣ, ତଢ଼ଉକରଣ ପ୍ରମୁଖ ଶୋଭାଯାତ୍ରା ସହକାରେ ରାଜପ୍ରସାଦ ଶ୍ରୀନଅରକୁ ନେଇ ସେଠାରେ…
ଅଧିକ ଖବର ଦେଖନ୍ତୁ...

ନବଯୌବନ ଦର୍ଶନ ବ୍ୟବସ୍ଥା

ପୁରୀ : ଆସନ୍ତା ୨ ତାରିଖ ମହାପ୍ରଭୁଙ୍କ ନବ‌ଯୌବନ ଦର୍ଶନ ଦିନ ପରିମାଣିକ ଦର୍ଶନାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରିମାଣିକ ଦର୍ଶନାର୍ଥୀମାନେ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦକ୍ଷିଣଦ୍ବାର ଦେଇ ପ୍ରବେଶ କରିପାରିବେ। ସେହିଭଳି ଅପରାହ୍ନ ସାଢ଼େ ୩ଟାରୁ…
ଅଧିକ ଖବର ଦେଖନ୍ତୁ...

ଆସୁଛନ୍ତି ମହାବାହୁ

ଆଉ ମାତ୍ର ୩ ଦିନ ପରେ ଜଗତର ନାଥ କାଳିଆ ସାଆନ୍ତଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ପୁରୁଷୋତ୍ତମ କ୍ଷେତ୍ର। ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ ହେଉଛନ୍ତି ପରମକାରୁଣିକ ମହାବାହୁଙ୍କ ଏହି ମାନବୀୟ ଲୀଳା ପାଇଁ। ଆଜି ଶ୍ରୀନଅରକୁ ‘ରାଜପ୍ରସାଦ ବିଜେ’…
ଅଧିକ ଖବର ଦେଖନ୍ତୁ...