ଗାତ ଖୋଲିବା ସମୟରେ ମିଳିଲା ୨୦ ଫୁଟ ଲମ୍ବା ମଣିଷ ଭଳି ଜୀବର କଙ୍କାଳ, ବୈଜ୍ଞାନିକମାନେ କହିଲେ ଏହା ଦାନବ

ମୁଣ୍ଡ ନାହିଁ କଙ୍କାଳର, ୨୭ଟି ପଞ୍ଜରା ହାଡ଼ ରହିଛି

ଋଷ୍‌ର କମାଣ୍ଡର୍‌ ଦ୍ୱୀପରେ ଜଣେ ବୈଜ୍ଞାନିକଙ୍କୁ ୨୦ ଫୁଟ୍‌ର କଙ୍କାଳ ମିଳିଲା। ଏହାକୁ ଦେଖି ଆଖପାଖରେ ଥିବା ଲୋକେ ଆଚମ୍ବିତ ହୋଇଗଲେ। ଏହି କଙ୍କାଳର ମୁଣ୍ଡ ନାହିଁ ଓ ୨୭ଟି ପଞ୍ଜରା ହାଡ଼ ରହିଛି। ପ୍ରଥମେ ଏହାକୁ ଦେଖିଲା ପରେ ବୈଜ୍ଞାନିକ ଏହାକୁ କୌଣସି ଦାନବର କଙ୍କାଳ ବୋଲି ସୂଚାଇଲେ କିନ୍ତୁ ପରେ ଆଉ କିଛି ଜଣା ପଡ଼ିଲା….

Courtesy: DainikBhaskar
ସମ୍ବନ୍ଧିତ ଖବର