୨୦୧୬ରେ ଟପ୍‌ ୧୦ ଗୁଗଲ୍‌ ସର୍ଚ୍ଚରେ କେଉଁମାନେ ଅଛନ୍ତି, ଜାଣନ୍ତୁ

୨୦୧୫ରେ ଗୁଗଲ୍‌ରେ ଲେକେ ସବୁଠୁ ଅଧିକ ସର୍ଚ୍ଚ କରିଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ, ହେଲେ ୨୦୧୬ରେ ଲୋକେ ଆଉ ସେପରି ବହୁଳ ଭାବେ ଖୋଜି ନାହାନ୍ତି!

୨୦୧୫ରେ ଗୁଗଲ୍‌ରେ ସବୁଠୁ ଅଧିକ ଖୋଜା ଯାଇଥିବା ଭାରତୀୟଙ୍କ ତାଲିକାରେ ପ୍ରଥମରେ ଥିଲେ ସନ୍ନିି ଲିଓନ୍‌, ଦ୍ୱିତୀୟରେ ସଲ୍‌ମାନ୍‌ ଖାନ୍‌ ଓ ଶେଷରେ ଅର୍ଥାତ୍‌ ୧୦ମ ରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କିନ୍ତୁ ୨୦୧୬ରେ ମୋଦି ଆଉ ନାହାନ୍ତି ‘ଟପ୍‌ ୧୦ ଗୁଗଲ୍‌ ସର୍ଚ୍ଚ’ରେ। ୨୦୧୬ରେ ଥିବା ନେତା, ଅଭିନେତା ଓ ଅନ୍ୟାନ୍ୟ ଲୋକଙ୍କ ମଧ୍ୟରୁ ପ୍ରଥମରେ ଅଛନ୍ତି ଡୋନାଲ୍‌ଡ ଟ୍ରମ୍ପ୍‌। ଦେଖନ୍ତୁ ଟପ୍‌ ୧୦ ଗୁଗଲ୍‌ ସର୍ଚ୍ଚରେ କେଉଁମାନେ ଅଛନ୍ତି।

 

ସମ୍ବନ୍ଧିତ ଖବର