୨୦୧୭ରେ ହ୍ଵାଟ୍‌ସ୍‌ଆପ୍‌ ଲଞ୍ଚ୍‌ କରିଛି ଏହି ୯ଟି ବଡ଼ ଫିଚର୍ସ

ହ୍ଵାଟସ୍‌ଆପ୍‌ ଦୁନିଆର ସବୁଠାରୁ ଲୋକପ୍ରିୟ ଆପ୍‌ ହୋଇଥିବାବେଳେ, ଏବେ ଏହାକୁ ୧.୨ ବିଲିୟନ୍‌ ଲୋକ ବ୍ୟବହାର କରୁଛନ୍ତି। ତେବେ ଏହାର ସବୁଠୁ ଖାସ୍‌ କଥା ହେଉଛି ଏହା ଯେ, ଏହି ଆପ୍‌କୁ ଲୋକପ୍ରିୟ କରିବା ପାଇଁ ହ୍ଵାଟସ୍‌ଆପ ଏଥରେ ନୂଆ ନୂଆ ଫିଚର୍ସ ଯୋଡ଼ୁଛି। ୨୦୧୭ରେ ହ୍ଵାଟସ୍‌ଆପ୍‌ ଅନେକ ନୂତନ ଫିଚର୍ସର ଲଞ୍ଚ କରିଥିବାବେଳେ ଆଜି ଆମେ ଆପଣଙ୍କୁ ଏପରି ୯ଟି ଫିଚର୍ସ ବିଷୟରେ ସୂଚିତ କରିବୁ, ଯାହା ବିଷୟରେ ଜାଣିବା ନିହାତି ଆବଶ୍ୟକ ଅଟେ।

ସମ୍ବନ୍ଧିତ ଖବର