ସର୍ବଦା ଚେହେରାରେ ହସ ଓ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଆନ୍ତୁ

ଏହି ୧୦ଟି ଜିନିଷ ଆପଣଙ୍କ ମନରେ ଆଣିବ ଫୂର୍ତ୍ତି

ଆୟୁର୍ବେଦରେ କୁହାଯାଇଛି କି ଯେମିତି ଖାଦ୍ୟ ଆପଣ ଖାଇବେ ସେମିତି ହେବ ଆପଣଙ୍କ ମନ। ଏହି କଥା ଆଧୁନିକ ବିଜ୍ଞାନରେ ମଧ୍ୟ ପ୍ରମାଣିତ। ଫୁଡ୍‌ ଓ ନ୍ୟୁଟ୍ରିସନ୍‌ ଏକ୍ସ୍‍ପର୍ଟ୍‌ଙ୍କ କହିବାନୁସାରେ ଖାଦ୍ୟ ଆମର ମନକୁ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। ଏମିତି ବହୁ ଖାଦ୍ୟ ଅଛି, ଯେଉଁଥିରେ ଆଣ୍ଟି ଅକ୍‌ସିଡେଣ୍ଟ୍‌ସ୍‌ ଓ ଭିଟାମିନ୍‌ ସିର ମାତ୍ରା ଅଧିକି, ଯାହାକୁ ପ୍ରତିଦିନ ଖାଇଲେ ମନ ଖୁସି ଓ ସୁସ୍ଥ ରହିବା ସହ ଚେହେରାରେ ହସ ଲାଗି ରହିଥାଏ। ଜାଣନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଯାହାଦ୍ୱାରା ଆପଣଙ୍କ ମନ ସର୍ବଦା ଖୁସି ରହିବ ଓ ମୁହଁରୁ ଲିଭିବନି ହସ।

 

ସମ୍ବନ୍ଧିତ ଖବର