ଖରାପ ସମୟ ଆରମ୍ଭ ହେବା ପୂର୍ବରୁ ମିଳିଥାଏ ଏହି ୫ଟି ସଙ୍କେତ !

ସବୁବେଳେ ସମୟ ଠିକ ଯାଇ ନଥାଏ। କେତେବେଳେ ସମୟ ଭଲ ଯାଏ ତ କେତେବେଳେ ଖରାପ। ତେବେ କେବେ କେବେ ଖରାପ ସମୟ ଆସିବା ପୂର୍ବରୁ ମଣିଷକୁ ଏହାର ସଙ୍କେତ ମିଳି ଯାଇଥାଏ । କିନ୍ତୁ ଲୋକମାନେ ମିଳୁଥିବା ସଙ୍କେତକୁ ଜାଣି ପାରନ୍ତି ନାହିଁ । ଆଜି ଆସନ୍ତୁ ଜାଣିବା ସେ ସବୁ ସଙ୍କେତ ବିଷୟରେ..

୧.ଯତେବେଳେ କୌଣସି ବ୍ୟକ୍ତିର ଜୀବନରେ ଖରାପ ସମୟ ଆରମ୍ଭ ହେବାକୁ ଥାଏ, ସେତେବେଳେ ସେହି ଲୋକଟିର କୌଣସି ଦାମୀ ଜିନିଷ ହଜି ଯାଇଥାଏ ଏବଂ ଅନେକ ଚେଷ୍ଟା କରିବା ପରେ ମଧ୍ୟ ତାହା ମିଳି ନଥାଏ ।

Irish Independent 

୨.ଖରାପ ସମୟ ଆରମ୍ଭ ହେବା ପୂର୍ବରୁ ହେବାକୁ ଥିବା କାମ ପୂରା ହୋଇ ପାରି ନଥାଏ ।
୩. ଖରାପ ସମୟ ଆସିବା ପୂର୍ବରୁ ଘରେ ଥିବା ପୋଷା ପଶୁମାନଙ୍କର ମୃତ୍ୟୁ ହୋଇଥାଏ ।
୪. ଘରେ ଆର୍ଥକ ସମସ୍ୟା ଦେଖା ଦେବା ମଧ୍ୟ ଖରାପ ସମୟ ଆଗମନର ହିଁ ସୂଚନା ଦେଇଥାଏ ।

ସମ୍ବନ୍ଧିତ ଖବର