ଦିଆଯାଇଥିବା ୩ ଚିତ୍ରରୁ ଗୋଟାଏ ଚୟନ କରନ୍ତୁ; ଜାଣନ୍ତୁ ଆପଣ ପୂର୍ବଜନ୍ମରେ କିପରି ଥିଲେ

ବେଳେ ବେଳେ ପ୍ରାରବ୍ଧ ଆମ ପାଇଁ ମଙ୍ଗଳ ସାବ୍ୟସ୍ତ ହୋଇଥାଏ ତ କେବେ ପୁଣି ଅମଙ୍ଗଳ। ଯଦି ପୂର୍ବ ଜନ୍ମରେ ଆମେ କିଛି ଭଲ କାମ କରିଥାନ୍ତି ତେବେ ତାହା ଏଜନ୍ମରେ ଭଲ ଫଳାଫଳ ଦେଇଥାଏ। ବେଳେ ବେଳେ ପୂର୍ବଜନ୍ମରେ କରିଥିବା ପାପ ବି ଏ ଜନ୍ମରେ ଭୋଗିବାକୁ ପଡ଼ିପାରେ। ଏହି କଥାରୁ ଏହା ସାବ୍ୟସ୍ତ ହେଉଛି ଯେ ପୂର୍ବ ଜନ୍ମ ସହ ଏ ଜନ୍ମର ସଂପର୍କ ରହିଛି। ଦିଆଯାଇଥିବା ଚିତ୍ରଟିକୁ ଦେଖନ୍ତୁ। ସେହି ତିନି ଚିତ୍ର ଭିତରୁ ଆପଣଙ୍କ ମନ ଯେଉଁଆଡ଼େ ଯାଉଛି ତାହାକୁ ଦେଖନ୍ତୁ। ସେଥିରୁ ଜାଣିହେବ ଆପଣଙ୍କ ପୂର୍ବଜନ୍ମ ସଂପର୍କରେ।

ଯଦି ଆପଣଙ୍କୁ ପ୍ରଥମ ଚିତ୍ରଟି ଦୃଶ୍ୟମାନ ହୋଇଛି ତେବେ ଆପଣ ପୂର୍ବଜନ୍ମରେ ଏକୁଟିଆ ଜୀବନ ଅତିବାହିତ କରୁଥିଲେ। ଆପଣଙ୍କ ପାଖରେ କେହି ନଥିଲେ। ଅନ୍ୟମାନେ ଆପଣଙ୍କୁ ଥଟ୍ଟା ପରିହାସ କରୁଥିଲେ। ଦୁଃଖ ଯଞ୍ଜାଳ ଭିତରୁ ଆପଣ ଜୀବନକୁ ପାଖରୁ ଦେଖିଥିଲେ। ଆପଣଙ୍କ ପରିବାର, ଆତ୍ମୀୟ ଓ ବନ୍ଧୁପରିଜନ ଆଦି ଅନେକଙ୍କଠାରୁ ପ୍ରତାରଣା ଖାଇଥିଲେ।

ଯଦି ଆପଣଙ୍କୁ ଦ୍ୱିତୀୟ ଚିତ୍ର ଦୃଶ୍ୟମାନ ହୋଇଛି ତେବେ ପୂର୍ବଜନ୍ମରେ ଆପଣ ଅନେକଙ୍କ ବିଶ୍ୱାସ ଜିଣି ପାରିଥିଲେ। ଆପଣ କିଛି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟ ଉପରେ ନିର୍ଭର କରୁଥିଲେ। ଆପଣଙ୍କର ଏପରି ଗୁଣ ହେତୁ ଆପଣ ବିଶେଷ ସଫଳ ହୋଇ ପାରିପନଥିଲେ। ଅନେକ ଲୋକ ଆପଣଙ୍କ ଜୀବନରେ ଦଖଲ ଦେଇ ପରାମର୍ଶ ଦେଉଥିବା ହେତୁ ଆପଣ ସବୁବେଳେ ଦ୍ୱନ୍ଦ୍ୱରେ ରହୁଥିଲେ।

ଯଦି ଆପଣ ତୃତୀୟ ଫଟୋ ଦେଖିଛନ୍ତି ତେବେ ଆପଣ ଅନେକ ସମୟରେ ପ୍ରତାରଣାର ପାତ୍ର ସାଜିଥିଲେ। ବାରମ୍ବାର ପ୍ରତାରଣା ପାଇଥିବା ହେତୁ ଆପଣ କାହାକୁ ବିଶ୍ୱାସ କରିବେ ଓ କାହାକୁ କରିବେ ନାହିଁ ସ୍ଥିର କରିପାରୁନଥିଲେ। ଯେଉଁ ବ୍ୟକ୍ତି ଟିକେ ବିଶ୍ୱସ୍ତ ହେଉଥିଲେ ଆପଣ ତାଙ୍କ ଆଡ଼େ ବେଶି ଆକର୍ଷିତ ହେଉଥିଲେ।

ସମ୍ବନ୍ଧିତ ଖବର