ଏହି ନମ୍ବର ଡାଏଲ୍‌ କରିଲା ମାତ୍ରେ ସୁରକ୍ଷିତ ହୋଇଯିବ ଆପଣଙ୍କ ଫୋନ୍‌

ସ୍ମାଟ୍‌ର୍ଫୋନ୍‌ ବ୍ୟବହାରକାରୀ ଏହି ସିକ୍ରେଟ୍‌ କୋଡ୍‌ ଜାଣିବା ଦରକାର

ଯଦି ଏହି ସିକ୍ରେଟ୍‌ ନମ୍ବର ଆପଣ ଫୋନ୍‌ରେ ଡାଏଲ୍‌ କରିଦେଉଛନ୍ତି ତା’ହେଲେ ଆଉ କେହି ଆପଣଙ୍କ ମୋବାଇଲ୍‌ରୁ କଲ୍‌ କରିପାରିବେ ନାହିଁ। ନିଜ ଇଚ୍ଛା ଅନୁଯାୟୀ ଯେତେବେଳେ ଚାହିଁବେ ପୁଣି ତା’କୁ ଡିଆକ୍‌ଟିଭେଟ୍‌ କରିପାରିବେ, ଆଉ କାହାକୁ ଜଣା ମଧ୍ୟ ପଡ଼ିବ ନାହିଁ।

 

ସମ୍ବନ୍ଧିତ ଖବର