ସୁପରଷ୍ଟାର ବିଗ୍‌ ବି ନୁହଁନ୍ତି, ଇଏ ହେଉଛନ୍ତି ଆନ୍ଧ୍ରର ଅମିତାଭ

ଉଚ୍ଚତା, ହେୟାରଷ୍ଟାଇଲ୍‌ରୁ ନେଇ ଅନ୍ୟ ସମସ୍ତ ଦିଗ ସମାନ

ଆନ୍ଧ୍ରପ୍ରଦେଶର ଅମିତାଭ କହାଯାଉଥିବା ଏହି କଳାକାର ରାଜମହେନ୍ଦ୍ରିରେ ରହନ୍ତି, ନାମ ହେଉଛି ‘ଗୋପି’।

ଆଜି ୭୫ ବର୍ଷରେ ପଦାର୍ପଣ କରିଥିବା ଅମିତାଭ ବଚ୍ଚନଙ୍କର ଗୋପି ହେଉଛନ୍ତି ଜଣେ ବଡ଼ ଫ୍ୟାନ୍‌ । ୫୦ ବର୍ଷୀୟ ଗୋପି ତାଙ୍କ ସ୍କୁଲ ସମୟରୁ ହିଁ ଅମିତାଭଙ୍କ ଭଳି ଦେଖାଯିବା ଲାଗି ପ୍ରୟାସ ଆରମ୍ଭ କରିଥିଲେ । ଏପରିକି ତାଙ୍କ ଜୀବନଶୈଳୀ ମଧ୍ୟ ପ୍ରାୟ ବିଗ୍‌ ବିଙ୍କ ସହ ମେଳ ଖାଏ। ଜାଣନ୍ତୁ ତାଙ୍କ ବିଷୟରେ….

 

ସମ୍ବନ୍ଧିତ ଖବର