୨୦ ବର୍ଷ ପୁରୁଣା କୃଷ୍ଣସାର ମୃଗ ହତ୍ୟା ମାମଲାରେ ଗୁରୁବାର ଦିନ ଯୋଧପୁରର ସିଜିଏମ୍ କୋର୍ଟ୍ ସଲମାନ ଖାନ୍ଙ୍କୁ ୫ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏମିତିରେ ସଲମାନ ଖାନ୍ ବହୁ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି। ସେଗୁଡ଼ିକ ମଧ୍ୟରୁ ମୈନେ ପ୍ୟାର୍ କିୟା, ସନମ୍ ବେଓ୍ଵଫା, ଅନ୍ଦାଜ ଅପ୍ନା ଅପ୍ନା, ମୈନେ ପ୍ୟାର୍ କୁଁ୍ୟ କିୟା, ହର୍ ଦିଲ୍ ଜୋ ପ୍ୟାର କରେଗା, ଟାଇଗର୍ ଜିନ୍ଦା ହୈ ଆଦି ସଫଳ ଚଳଚ୍ଚିତ୍ର। ଯଦି ଦଣ୍ଡ ମିଳିବା ପରେ ସଲମାନଙ୍କ ଚଳଚ୍ଚିତ୍ର ଗୁଡ଼ିକୁ ବ୍ୟଙ୍ଗ ନାମକରଣ ଦିଆଯାଉଛି ତା’ହେଲେ ତାହା କିଛି ଏଭଳି ହୋଇପାରେ….
ଏକ୍ ଥା ହୀରଣ, ଶିକାରୀ ଜିନ୍ଦା ହୈ, ଶିକାରୀ ଭାଇଜାନ୍, ମେନେ ଶିକାର କିୟା, ମେନେ ଶିକାର କୁଁ୍ୟ କିୟା, ଶିକାର କିୟା ତୋ ଡର୍ନା କ୍ୟା, ହମ୍ ହୀରଣ କେ ହୈ କୌନ୍, ହମ୍ ଶିକାର କର୍ ଚୁକେ ସନମ, ପ୍ରେମ ହିରଣ ମାର ପଛ୍ତାୟୋ, ଶିକାର ଅପନା ଅପନା ଓ ଶିକାର କରକେ ଫସ୍ ଗୟା ପ୍ୟାର୍।