ମହାଶକ୍ତିଶାଳୀ ଗାୟତ୍ରୀ ମନ୍ତ୍ରର ଅର୍ଥ ଜାଣନ୍ତି କି? ଜାଣନ୍ତୁ ଏହାର ଓଡ଼ିଆ ଶବ୍ଦାର୍ଥ

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ଭାବେ ଗାୟତ୍ରୀ ମନ୍ତ୍ର ଜଣାଶୁଣା। ଏହି ମନ୍ତ୍ର ଗାନ କରିବା ଦ୍ୱାରା କେବଳ ମନ ନୁହେଁ ଶରୀର ବି ପ୍ରଫୁଲ୍ଲ ରହିଥାଏ। ଏହା ପଛରେ ବୈଜ୍ଞାନିକ କାରଣ ବି ରହିଛି। ଗାୟନ୍ତ୍ରୀ ମନ୍ତ୍ର ଉଚ୍ଚାରଣ ବେଳେ ଆମ ଶରୀରରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ଅନେକ ରୋଗକୁ ଦୂରେଇ ଦେଇଥାଏ। ତେବେ, ଚାଲନ୍ତୁ
ଜାଣିବା ସେହି ମନ୍ତ୍ରର ଅର୍ଥ କ’ଣ।

‘ଓମ୍‌ ଭୁର୍ଭୃବ: ସ୍ୱ:
ତସ୍ୟବି-ତୁବରଣ୍ୟମ
ଭର-ଗୋ ଦେବସୟାହ ଧିମହୀ
ଧିୟୋ ୟୋ ନ: ପ୍ରଚୋଦୟାତ୍‌’

ଅର୍ଥାତ:
ଓମ୍‌: ସୃଷ୍ଟିର ଅଦ୍ୟ ଧୋନି
ଭୁର: ମଣିଷକୁ ପ୍ରାଣ ପ୍ରଦାନକାରୀ
ଭୁବ:ଦୁଃଖ ନାସନ
ସ୍ୱ:ସୁଖ ପ୍ରଦାନକାରୀ
ତତ: ସେ
ସବିତୁର: ସୂର୍ଯ୍ୟଙ୍କ ଭଳି ଉଜ୍ୱଳ
ବରେଣ୍ୟ ୟ: ସବୁଠାରୁ ଉତ୍ତମ
ଭର୍ଗୋ: କର୍ମର ଉଦ୍ଧାରକାରୀ
ଦେବଶ୍ୟ: ପ୍ରଭୁ
ଧିମହୀ: ଧ୍ୟାନ
ଧିୟୋ: ବୁଦ୍ଧି
ୟୋ: ଯିଏ
ନ: ଆମର
ପ୍ରଚୋଦୟାତ: ମୋତେ ଶକ୍ତି ଦିଅ

ସମ୍ବନ୍ଧିତ ଖବର