ପର୍ଣ୍ଣଷ୍ଟାର ହେବା ପାଇଁ ଏୟାରହଷ୍ଟେସ୍‌ ଚାକିରି ଛାଡ଼ିଲେ ଏହି ଯୁବତୀ

ନୂଆଦିଲ୍ଲୀ : ବିଭିନ୍ନ ବ୍ୟକ୍ତିଙ୍କ ଜୀବନରେ କିଛି ହାସଲ କରିବାର ଏବଂ କାହା ଭଳି ହେବାର ସ୍ୱପ୍ନ ରହିଥାଏ । ତାହା ନ ହେଲେ ମନକୁ ଶାନ୍ତି ମିଳିନଥାଏ । ତେବେ ନିକଟରରେ ବ୍ରିଟିସ୍‌ ଏୟାରଲାଇନ୍ସରେ କାର୍ଯ୍ୟରତ ଥିବା ଏୟାରହଷ୍ଟସ୍‌ ଲୋରା ବାରମେକ୍‌ ନିଜର ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ଜଣେ ପର୍ଣ୍ଣ ଅଭିନେତ୍ରୀ ହେବାକୁ ନିର୍ଣ୍ଣୟ ନେଇଛନ୍ତି । ୨ ବର୍ଷ ଧରି ଏୟାରହଷ୍ଟସ୍‌ ଭାବେ କାର୍ଯ୍ୟ କରି ବିରକ୍ତି ହୋଇଯାଇ ଲୋରା ଏପରି ନିଷ୍ପତ୍ତିି ନେଇଥିବାର ପ୍ରକାଶ କରିଛନ୍ତି ।
୨୭ ବର୍ଷିୟ ଲୋରା ବାରବେକ୍‌ଙ୍କୁ ପର୍ଣ୍ଣ ଭିଡିଓ ଦେଖିବା ବହୁତ ପସନ୍ଦ ଥିଲା । ତାଙ୍କର ପିଲା ବେଳୁ ଜଣେ ପର୍ଣ୍ଣ ଅଭିନେତ୍ରୀ ଭାବେ ପରିଚିତ ହେବାର ବହୁତ ଇଚ୍ଛା ରହିଥିଲା। ଲାରା ଚଳିତ ବର୍ଷ ହିଁ ୬୬ ନାମକ ଏକ ଟେଲିଭିଜନ ଚାନେଲ୍‌ ସହିତ ଜଡ଼ିତ ଥିବା ଜଣାପଡ଼ିଛି । ବର୍ତ୍ତମାନ ଲୋରା ବିଭିନ୍ନ ପ୍ରକାରର ଷ୍ଟ୍ରିପ୍‌ ଡ଼୍ୟାନ୍ସ ସୋ’ କରି ଭିଡ଼ିଓ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳୁଛି ।

ଲୋରାଙ୍କ ସହିତ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ କହିଛନ୍ତି “ମୁଁ ଲୋରାଙ୍କ ପର୍ଣ୍ଣଷ୍ଟାର ହେବା କଥାରେ ବିଲକୁଲ ଆଶ୍ଚର୍ଯ୍ୟ ପ୍ରକାଶ କରୁନାହିଁ । ସେ ଆରମ୍ଭରୁ ହିଁ ନିଜ ଜୀବନରେ ଏ ସବୁକିଛି କରିବା ପାଇଁ ଚାହୁଁଥିଲେ । ସେ ବର୍ତ୍ତମାନ ଷ୍ଟ୍ରିପ ଡ୍ୟାନ୍ସ କରୁଥିବାର ଶୁଣିବାକୁ ମିଳିଛି।’ ଲୋରା ଜଣେ ଉପଯୁକ୍ତ ପର୍ଣ୍ଣଷ୍ଟାର ହେବାର ପ୍ରଶିକ୍ଷଣ ଆରମ୍ଭ କରିସାରିଲେଣି ।

ସମ୍ବନ୍ଧିତ ଖବର