ଗୁଗଲ୍‌ ୨୦୧୬ ଟପ୍‌ ୧୦ ସର୍ଚ୍ଚ୍‌; ଲୋକେ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ‘ବାହୁବଳୀ-୨’

ପ୍ରତିବର୍ଷ ଗୁଗଲ୍‌ ସର୍ଚ୍ଚ୍‌ ଇଞ୍ଜିନ୍‌ ବାହାର କରିଥାଏ ତାର ସର୍ଚ୍ଚ୍‌ ରିପୋର୍ଟ୍‌। ଏହି ରିପୋର୍ଟ ଅନୁଯାୟୀ, ୨୦୧୬ରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି ‘ବାହୁବଳି-୨’ କୁ। ତା’ ସହ ଅଧିକ ମାତ୍ରାରେ ସର୍ଚ୍ଚ୍‌ କରାଯାଇଛି କି ‘Why did Katappa kill Baahubali’। ଏହି ଟପ୍‌ ୧୦ ସର୍ଚ୍ଚ୍‌ ଲିଷ୍ଟ୍‍ରେ ୭ଟି ଫିଲ୍ମ ରହିଥିବା ବେଳେ ଓ ଅନ୍ୟ ୩ଟି ସର୍ଚ୍ଚ୍‌ କ୍ରିକେଟ୍‌ ସହ ଜଡ଼ିତ ରହିଛି।

ସମ୍ବନ୍ଧିତ ଖବର