ସିଗାରେଟ୍‌ ଟଣା ଛାଡ଼ିଲେ ଶରୀର ପାଇଁ କ’ଣ ଫାଇଦା ହୋଇଥାଏ?

ସିଗାରେଟ୍‌ ଟଣା ଛାଡ଼ିବା ଦ୍ୱାରା କେମିତି ହୋଇଥାଏ ଶରୀରରକୁ ଫାଇଦା

ଓ୍ଵାଲ୍‌ର୍ଡ ହେଲ୍‌ଥ ଅର୍ଗାନାଇଜେସନ୍‌ (ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ) ପକ୍ଷରୁ ବିଶ୍ୱ ତମ୍ବାଖୁ ବର୍ଜନ ଦିବସରେ ଧୂମପାନ ଛାଡ଼ିବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଦର୍ଶାଯାଇଥିଲା। ଧୂମପାନ ଛାଡ଼ିବାର ୨୦ ମିନିଟ୍‌ ପର ଠାରୁ ହିଁ ସ୍ୱାସ୍ଥ୍ୟରେ ଶୁଧାର ଆସିବା ଆରମ୍ଭ ହୋଇଯାଇଥାଏ। ଜାଣନ୍ତୁ କ’ଣ ସବୁ ଫାଇଦା ମିଳିଥାଏ…

୨୦ ମିନଟ୍‌: ହୃଦ୍‌ସ୍ପନ୍ଦନ ଓ ରକ୍ତଚାପ (ବ୍ଲଡ୍‌ ପ୍ରେସର୍‌) କମିଥାଏ

୧୨ ଘଣ୍ଟା: କାର୍ବନ ମନୋକ୍ସାଇଡ୍‌ ସ୍ତର କମି ସ୍ୱାଭାବିକ ହୋଇଥାଏ

୨-୧୨ ସପ୍ତାହ: ରକ୍ତ ସଞ୍ଚାଳନ ଓ ଫୁସ୍‌ଫୁସ୍‌ ମଧ୍ୟ ଠିକ୍‌ ହୋଇଆସେ

୧-୯ ମାସ: ନିଶ୍ୱାସ ନେବା ଓ କାଶ ସମସ୍ୟା କମିଥାଏ

୧ ବର୍ଷ: ଧୂମପାନକାରୀଙ୍କ ତୁଳନାରେ କୋରୋନାରି ହୃଦ୍‌ରୋଗର ଆଶଙ୍କା ଅଧା କମିଯାଏ

୫-୧୫ ବର୍ଷ: ଧୂମପାନ କରୁ ନ ଥିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ଷ୍ଟ୍ରୋକ୍‌ ଆଶଙ୍କା ଅଧା କମିଯାଏ

୧୦ ବର୍ଷ: ଧୂମପାନକାରୀଙ୍କ ଠାରୁ ବି ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର ଆଶଙ୍କା ଅଧା କମିଯାଏ

୧୫ ବର୍ଷ: କୋରୋନାରି ହୃଦ୍‌ରୋଗର ଆଶଙ୍କା, ଧୂମପାନ ନ କରୁଥିବା ବ୍ୟକ୍ତିଙ୍କ ସହ ସମାନ ହୋଇଯାଏ

Courtesy: TOI
ସମ୍ବନ୍ଧିତ ଖବର