ମାତ୍ର ୨୦୦ ଟଙ୍କା ଖର୍ଚ୍ଚ କରି ଘରେ ବସି ତଆରି କରନ୍ତୁ ହିଡେନ୍‌ CCTV କ୍ୟାମେରା

ପ୍ରଥମେ ଏକ ବଲ୍‌ବ ହୋଲ୍‌ଡର୍‌ ଆଣନ୍ତୁ, ଯାହାର ମୂଲ୍ୟ ମାତ୍ର ୨୦ ଟଙ୍କା।

ଏହା ପରେ ଏକ କନେକ୍ସନ୍‌ କେବୁଲ୍‌ ଦରକାର ହେବ, ଯାହାର ମୂଲ୍ୟ ମାତ୍ର ୩୦ ଟଙ୍କା।

ଏହା ସହ ଏକ ସିସିଟିଭି କ୍ୟାମେରା ପିସିବି ବୋର୍ଡ୍‌ର ଦରକାର ହେବ, ଯାହାର ହୋଲ୍‌ସେଲ୍‌ ମୂଲ୍ୟ ମାତ୍ର ୧୫୦ ଟଙ୍କା।

ବଲ୍‌ବ ହୋଲ୍‌ଡର୍‌କୁ ଖୋଲି ସିସିଟିଭି କ୍ୟାମେରା ପିସିବି ବୋର୍ଡ୍‌କୁ ଅଠାରେ ଲଗାଇ ଦିଅନ୍ତୁ।

ହୋଲ୍‌ଡର୍‌ରେ ଫିଟ୍‌ ହେଲା ଭଳି ଏହାକୁ କାଟନ୍ତୁ।

ଯଦି ଚାହାଁନ୍ତି ଏହା ସାମ୍‌ନାରେ ହାତଘଡ଼ି କାଚ ମଧ୍ୟ ଲଗାଇ ପାରିବେ।

ଏବେ କନେକ୍‌ସନ୍‌ କେବୁଲ୍‌ ସୋଲ୍‌ଡିଙ୍ଗ୍‌ କରି ଲଗାନ୍ତୁ। ସିସିଟିଭି କ୍ୟାମେରା ତିଆରି ହୋଇଗଲା।

ଏବେ ଏହାକୁ ଲେପ୍‌ଟପ୍‌ କିମ୍ବା କମ୍ପ୍ୟୁଟର ସହ କନ୍ନେକ୍ଟ୍‌ କରି ପାରିବେ।

ସମ୍ବନ୍ଧିତ ଖବର