ଦୂଷିତ ପାଣି ଅପେକ୍ଷା ଘର ଭିତରେ ହେଉଥିବା ପ୍ରଦୂଷଣ ନେଉଛି ଅଧିକ ଜୀବନ

କ’ଣ କରିଲେ ଏଥିରୁ ରକ୍ଷା ପାଇବେ ଜାଣନ୍ତୁ

ପୃଥିବୀରେ ପ୍ରଦୂଷଣ ଯୋଗୁଁ ଜୀବନହାନୀ ଘଟିବାରେବାୟୁ ପ୍ରଦୂଷଣ ପ୍ରଥମରେ ଥିବାବେଳେ ବର୍ତ୍ତମାନ ଏକ ସର୍ଭେରୁ ଜଣାପଡ଼ିଛି କି ସାଧାରଣ ଲୋକଙ୍କ ଘର ଭିତରେ ହେଉଥିବା ପ୍ରଦୂଷଣ ଦ୍ୱିତୀୟ ସ୍ଥାନରେ ରହିଛି, ଯାହା ଦୂଷିତ ପାଣିରୁ ମଧ୍ୟ ଆଗକୁ ଟପି ଯାଇଛି ପ୍ରାଣ ନେବାରେ!

 

Courtesy: TOI

ସମ୍ବନ୍ଧିତ ଖବର