ସକାଳୁ ରାତି ପର୍ଯ୍ୟନ୍ତ ସଲମାନ୍‌ଙ୍କ ଜୀବନ ଏମିତି ଚାଲେ, ଜେଲ୍‌ ଗଲାପରେ କେମିତି ବିତେଇବାକୁ ପଡ଼ିବ ଦେଖନ୍ତୁ!

୨୦ ବର୍ଷ ପୁରୁଣା କସ୍ତୁରୀ ମୃଗ ଶିକାର ମାମଲାରେ ସଲମାନ୍‌ଙ୍କୁ ଆଜି ଯୋଧପୁର କୋର୍ଟ୍‌ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୫ ବର୍ଷ ଜେଲ୍‌ ସହ ୧୦,୦୦୦ ଟଙ୍କା ଜରିମାନା ହୋଇଛି। ବର୍ତ୍ତମାନ ସଲମାନ୍‌ ଯିବେ ଜେଲ୍‌, ତେବେ ଜାଣନ୍ତୁ କେମିତି କଟୁଥିଲା ଘରେ ତାଙ୍କର ଦୈନନ୍ଦିନ ଜୀବନ ଓ ଜେଲ୍‌ ଗଲା ପରେ କେମିତି ପରିବର୍ତ୍ତନ ହେବ ତାଙ୍କର ରୁଟିନ୍‌….

 

ସମ୍ବନ୍ଧିତ ଖବର