ଏହି ଗୋଟିଏ ମନ୍ତ୍ର ଆପଣଙ୍କୁ ଖୁସି ରଖିବାରେ ସହାୟକ ହେବ , ଜାଣନ୍ତୁ କିପରି ଜପ କରିବେ ?

0 1,398

ମଣିଷ ସର୍ବଦା ଖୁସି ରହିବା ପାଇଁ କେତେ କ’ଣ ନ କରେ । ହେଲେ ଆପଣ ଜାଣନ୍ତି କି କେବଳ ଗୋଟିଏ ମନ୍ତ୍ର ଜପ କରିଲେ, ତାହା ଘଟି ପାରିବ । ଏହା ହେଲା- ପ୍ରସନ୍ନ ଚେତସା ହ୍ୟାଶୁ ବୁଦ୍ଧିଃ ପର୍ଯ୍ୟବତିଷ୍ଠତେ । ଏହି ମନ୍ତ୍ରକୁ କେବଳ ସନ୍ଧ୍ୟାବେଳେ ଜପ କରିବା ଉଚିତ । ଏହି ମନ୍ତ୍ର ଜପ କରିବା ବେଳେ ଉତ୍ତର ଦିଗକୁ ମୁଖ କରି ବସନ୍ତୁ। କ୍ରମାଗତ ୨୧ ଦିନ ଯାଏଁ ପ୍ରତ୍ୟେକ ଦିନ ୭ ଥର ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ । ମନରେ ପ୍ରସନ୍ନତା ଆସିବ ।
ନିରୋଗ ରହିବା ଲାଗି ମନ୍ତ୍ର: ନିରୋଗ ରହିବା ଲାଗି ଏହି ମନ୍ତ୍ର ଜପ କରନ୍ତୁ -ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍‌ ସନ୍ନିଧିଂ କୁରୁ । ଏହାକୁ ଗଙ୍ଗା ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ପ୍ରାତଃ କାଳରେ ପୂର୍ବ ଦିଗକୁ ମୁହଁ କରି ଲଗାତର ୭ ଦିନ ଯାଏଁ ୩ ଥର ଏହି ମନ୍ତ୍ର ଜପ କରନ୍ତୁ । ଏହା ଫଳରେ ଆପଣ ସର୍ବଦା ନିରୋଗ ରହିବେ ।


ନଜର ଉତ୍ତାରିବା ପାଇଁ ମନ୍ତ୍ର: ‘ ନମସ୍ତେ ରୁଦ୍ରରୂପାୟ କରିରୂପାୟତେ ନମଃ ।’ ପ୍ରତ୍ୟେକ ଗୁରୁବାର ସନ୍ଧ୍ୟା ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ୍‌ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.