ବିନା ବସ୍ତ୍ରରେ ବିବାହ କଲେ ଦମ୍ପତି! ପ୍ରକୃତ ରହସ୍ୟ କ’ଣ ଜାଣନ୍ତୁ…

ଯେ କୌଣସି ବ୍ୟକ୍ତି ପାଇଁ ବିବାହ କରିବା, ତାଙ୍କ ଜୀବନର ସବୁଠାରୁ ଖୁସିର ସମୟ ହୋଇଥାଏ । ସବୁ ସମର୍ଥ ପୁରୁଷ ଏବଂ ମହିଳା ଏହି ଦିନଟିକୁ ଅନାଇ ବସିଥାନ୍ତି । ସେଥିପାଇଁ ସେମାନେ, ଯଥେଷ୍ଟ ପୂର୍ବରୁ ଅନେକ ପ୍ରସ୍ତୁତି ମଧ୍ୟ କରିଥାନ୍ତି । ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଦିନରେ କଣ ପିନ୍ଧିବେ, କେମିତି ସଜ ହେବେ ତାହାକୁ ନେଇ ବିଭିନ୍ନ ଯୋଜନା କରିଥାନ୍ତି, ବର ବଧୂ । ଏହା ସହ ସେମାନଙ୍କ ମାତା-ପିତାମାନେ ମଧ୍ୟ ଏହି ଦିନକୁ ଚାହିଁ ବସିଥାନ୍ତି । କିପରି ସବୁ କାର୍ଯ୍ୟ ସୁରୁଖୁରୁରେ ହେବ ସେ ନେଇ ଚିନ୍ତିତ ମଧ୍ୟ ଥାଆନ୍ତି ।

rochak post

ସବୁ ପୁରୁଷ- ମହିଳାମାନେ ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ କିଛି ଅଲଗା କରିବାକୁ ଭାବିଥାନ୍ତି । ତେବେ ଆଜି ଆମେ ଯେଉଁ ଦମ୍ପତିଙ୍କ ବିଷୟରେ କହିବୁ, ସେମାନେ ମଧ୍ୟ ସେପରି କିଛି କରିଛନ୍ତି । ପୂର୍ବରୁ ଆମେ ଆପଣଙ୍କୁ ଅନେକ ବିବାହ ବିଷୟରେ ଜଣାଇଛୁ, ଯେଉଁଠି ବର ଏବଂ ବଧୂମାନେ ନିଜର ବିବାହ ଦିନଟିକୁ ସ୍ମରଣୀୟ କରିବା ପାଇଁ କେଉଁଠି ପାହାଡ଼ ମଧ୍ୟରେ ଜାଲ ବାନ୍ଧି ବିବାହ କରିଛନ୍ତି, ତ ଆଉ କେଉଁଠି ମଝି ଆକାଶରେ ଅବା ସମୁଦ୍ର ଗର୍ଭରେ ଯାଇ ବିବାହ କରିଛନ୍ତି ।

rochak post

ତେବେ, ଆଜି ଯେଉଁ ଆମେ ଯେଉଁ ଦମ୍ପତିଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ସେମାନେ ନିଜ ବିବାହ ଦିନକୁ ସ୍ମରଣୀୟ କରିବା ପାଇଁ ବିନା ବସ୍ତ୍ରରେ ବିବାହ କରିବାକୁ ଠିକ୍‌ କରିଥିଲେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଏହା ସତ୍ୟ ଯେ ସେମାନେ କୌଣସି ବସ୍ତ୍ର ପିନ୍ଧି ନଥିଲେ, କିନ୍ତୁ ତାଙ୍କୁ ଦେଖିଲେ କେହି କହି ପାରିବେନି କି ସେମାନଙ୍କ ଶରୀରରେ ବସ୍ତ୍ର ନାହିଁ ବୋଲି । ଆଖ ପାଖ ଲୋକ ମଧ୍ୟ ସେମାନଙ୍କ ଶରୀରରେ ବସ୍ତ୍ର ନାହିଁ ବୋଲି ତାଙ୍କୁ ଦେଖି ଜାଣି ପାରି ନ ଥିଲେ ! ତେବେ ଆପଣମାନେ ଭାବୁଥିବେ ଏହା କିପରି ସମ୍ଭବ !

rochak post

ବିନା ବସ୍ତ୍ରରେ ଥାଇ ମଧ୍ୟ କେହି କେମିତି ଜାଣି ପାରିଲେ ନାହିଁ ! ତେବେ, ଏହା ପଛର କାରଣ ହେଉଛି ବାବି ପେଣ୍ଟିଙ୍ଗ୍‌ । ଯାହାକି ସେମାନଙ୍କ ଶରୀରରେ କରାଯାଇଥିଲା । ଯାହାଦ୍ୱାରା ସେମାନଙ୍କୁ ଦେଖିଲେ ସେମାନେ ବସ୍ତ୍ର ପିନ୍ଧିଥିବା ଭଳି ଜଣା ପଡ଼ିଥିଲା । ତେବେ, ଏପରି ବିବାହ ପ୍ରଥମ ନୁହେଁ । ଏପରି ଅନେକ ଲୋକ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପଥ ଆପଣେଇ ସାରିଛନ୍ତି ।

ସମ୍ବନ୍ଧିତ ଖବର