ଘରୁ ନକାରାତ୍ମକ ଶକ୍ତିକୁ ଦୂରରେ ରଖିବା ପାଇଁ ପ୍ରତିଦିନ କରନ୍ତୁ ଏହି ୪ଟି ଛୋଟ କାମ

ଘରେ ରଖାଯାଇଥିବା ଜିନିଷର ପ୍ରଭାବ ଘର ଲୋକଙ୍କ ଉପରେ ପଡ଼ିଥାଏ । କିଛି ଜିନିଷର ଭଲ ପ୍ରଭାବ ରହିଥିବା ବେଳେ କିଛି ଜିନିଷର ଖରାପ ପ୍ରଭାବ ରହିଥାଏ । ଘରୁ ନ କାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଲୋକମାନେ ଅନେକ ଉପାୟ ଆପଣାଇଥାନ୍ତି । କିଛି ଲୋକ ବାସ୍ତୁଶାସ୍ତ୍ର ଅନୁଯାୟୀ ନିଜ ଘରକୁ ଭାଙ୍ଗି ପୁନଃନିର୍ମାଣ କରିଥାନ୍ତି । ଯେଉଁଥିରେ ବହୁ ଅର୍ଥ ଖର୍ଚ୍ଚ ହୋଇଥାଏ । ଏଭଳି ପରିସ୍ଥିତିରେ ଏହି କିଛି ଉପାୟ ଆପଣାଇ ବିନା ଖର୍ଚ୍ଚରେ ଆପଣ ଘରୁ ନ କରାତ୍ମକ ଶକ୍ତିକୁ ଦୂର କରି ପାରିବେ ।

୧.ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଲୁଣ ପାଣିରେ ଘରର ଚଟାଣକୁ ପୋଛନ୍ତୁ । ଲୁଣ ପାଣିରେ ପୋଛା ଲଗାଇବା ଦ୍ୱାରା ନକାରତ୍ମକ ଶକ୍ତି ଦୂର ହେବା ସହ ଜୀବାଣୁ ମଧ୍ୟ ମରିଥାନ୍ତି ।

AliExpress.com

୨. ନିମ୍ବ ପତ୍ରକୁ ଘରେ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ସହ ନିମ୍ବ ପତ୍ରକୁ ଶୁଖାଇ ତାର ଧୁଆଁକୁ ମଧ୍ୟ ଘର ଚାରିଆଡ଼େ ବୁଲାଇ ପାରିବେ । ଏପରି କରିବା ଦ୍ୱାରା ଘରର ବାୟୁମଣ୍ଡଳରେ ଥିବା କୀଟାଣୁ ମରିବା ସହ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ ।
୩. କର୍ପୁର କୀଟକୁ ପତଙ୍ଗକୁ ଘରକୁ ଆସିବାକୁ ରୋକିବା ସହ ଘରେ ଶାନ୍ତି ଆଣିଥାଏ । ସେଥିପାଇଁ ସକାଳ ପୂଜା କରିବା ସମୟରେ କର୍ପୁରର ଧୁଆଁ ଘରେ ବୁଲାନ୍ତୁ ।

Dailyhunt

୪.ଶୀତ ଦିନ ହେଉ ବା ଖରା ଦିନ ସୂର୍ଯ୍ୟଙ୍କ କିରଣ ଘରେ ଠିକ୍‌ ଭାବରେ ପଡ଼ିବା ନିହାତି ଆବଶ୍ୟକ ।

ସମ୍ବନ୍ଧିତ ଖବର