ନବଦୁର୍ଗା: ୯ଟି ରୂପ ପଛର ରହସ୍ୟ କ’ଣ?

ଦେବୀ ପାର୍ବତୀ କେଉଁ ରୂପରେ କ’ଣ କରିଥିଲେ ଜାଣନ୍ତୁ

ନବଦୁର୍ଗା ହେଉଛନ୍ତି ଦେବୀ ଦୁର୍ଗାଙ୍କ ନବରାତ୍ରୀର ୯ଟି ସ୍ୱରୂପ। ନବଦୁର୍ଗାଙ୍କ ୯ଟି ରୂପ ହେଉଛି – ଶୌଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ। ଦୁର୍ଗାଙ୍କ ପ୍ରତିଟି ରୂପରେ ତାଙ୍କର ଗ୍ରହ, ମନ୍ତ୍ର, ବାହନ ଓ ଶସ୍ତ୍ର ରହିଛି। ପ୍ରତି ବର୍ଷ ଆସୁଥିବା ଚୈତ୍ର ନବରାତ୍ରୀ, ଶାରଦା ନବରାତ୍ରୀ, ମାଘ ଗୁପ୍ତ ନବରାତ୍ରୀ ଓ ଆଷାଢ଼ ନବରାତ୍ରୀରେ ଦୁର୍ଗାଙ୍କ ୯ଟି ରୂପ ପୂଜା ପାଇଥା’ନ୍ତି।

ସମ୍ବନ୍ଧିତ ଖବର