ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ମଙ୍ଗଳରେ ଦୁଇ କି.ମି. ଉଚ୍ଚ ଖଣ୍ଡିଆ ଭୂତ, ଧୂଳିଝଡ଼କୁ ବିଶ୍ଲେଷଣ କରୁଛି ନାସା

ମଙ୍ଗଳପୃଷ୍ଠରେ ଥିବା ଜେଜିରୋ ଗର୍ତ୍ତ ଉପରେ ଗବେଷଣା କରୁଥିବା ବେଳେ ‘ନାସା’ ଦ୍ବାରା ପ୍ରେରିତ ‘ପର୍ସିଭରେନ୍‌ସ’ ରୋଭର୍‌ ସେଠାରେ ସଂଘଟିତ ଏକ ବିରଳ ପାଣିପାଗ ଘଟଣାକୁ ସାମନାକୁ ଆଣିଛି। ଗତ ଅଗଷ୍ଟ ୩୦ ତାରିଖରେ ପର୍ସିଭରେନ୍‌ସ କ୍ୟାମେରାରେ ମଙ୍ଗଳର ଥରୋଫେୟାର ପର୍ବତଶ୍ରେଣୀ ଉପରେ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଗଣତନ୍ତ୍ର

ପ୍ରଚଳିତ ସିଦ୍ଧାନ୍ତ ଅନୁସାରେ ଆମର ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ କୂଟନୀତିଜ୍ଞ ଓ ଅମଲା ବା ଅଫିସରମାନଙ୍କର ଭୂମିକା ଅଲଗା ଅଲଗା ଭାବରେ ନିର୍ଦ୍ଦିଷ୍ଟ କରାଯାଇଛି। ଅଫିସରମାନେ ବିଭିନ୍ନ (ଶାସନ ସମବାୟ) ବିଷୟ ଅନୁଧ୍ୟାନ କରି ଶାସନଗତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଅନ୍ୟତର ବା…
ଅଧିକ ଖବର ଦେଖନ୍ତୁ...

୧୦୪ ବର୍ଷରେ ସ୍କାଏଡାଇଭିଂ: ୧୦ ହଜାର ଫୁଟ ଉଚ୍ଚତାରୁ ତଳକୁ ଡେଇଁଲେ

ଚିକାଗୋର ଜଣେ ଶତାୟୁ ମହିଳା ବିଶ୍ବର ବୟସ୍କତମ ସ୍କାଏଡାଇଭର ହେବାର ଗୌରବ ହାସଲ କରିଛନ୍ତି। ଦୋରୋଥି ହଫନର ନାମ୍ନୀ ଏହି ୧୦୪ ବର୍ଷୀୟା ଜଣକ ଗତ ରବିବାର ଭୂପୃଷ୍ଠରୁ ପ୍ରାୟ ୧୦ ହଜାର ଫୁଟ ଉଚ୍ଚତାରୁ ଆକାଶଛତା ସହ ତଳକୁ ଡେଇଁଥିଲେ। ଏହାଦ୍ବାରା ସେ ଗତବର୍ଷ ସ୍ବିଡେନ୍‌ର ଜଣେ ୧୦୩ ବର୍ଷୀୟଙ୍କ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ପ୍ରାଣୀ କଲ୍ୟାଣ ଦିବସ ଆଜି : ‘ଛୋଟ ହେଉ ବା ବଡ଼, ସମସ୍ତଙ୍କୁ ଶ୍ରଦ୍ଧା କର’

ଆଜି ହେଉଛି ‘ବିଶ୍ବ ପ୍ରାଣୀ କଲ୍ୟାଣ ଦିବସ’। ସମଗ୍ର ପୃଥିବୀରେ ବିଭିନ୍ନ ଜୀବଜନ୍ତୁଙ୍କର କଲ୍ୟାଣ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଲକ୍ଷ୍ୟ। ୧୯୨୫ ମସିହା ମାର୍ଚ୍ଚ ୨୪ ତାରିଖରେ ଜର୍ମାନ୍‌ ଶ୍ବାନ ପ୍ରଶିକ୍ଷକ ହେନ୍‌ରିକ୍ ଜିମର୍‌ମ୍ୟାନ୍ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଦି’ମୁଣ୍ଡିଆ ସାପର ଜନ୍ମଦିନ ପାଳିବ ବନବିଭାଗ

ଆମେ ସପ୍ତଫେଣୀ ସାପ କଥା ଗଳ୍ପ ଓ ପୁରାଣରୁ ଶୁଣିଛନ୍ତି। ମାତ୍ର ବାସ୍ତବ ଜୀବନରେ ଏପରି ଏକାଧିକ ଫଣା ଥିବା ସାପ କ୍ବଚିତ୍ ଦେଖାଯାଏ। ତେବେ ଆମେରିକାର ମିସୌରି ପ୍ରଦେଶର ବନ୍ୟପ୍ରାଣୀ ସଂରକ୍ଷକ ବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଏକ ଦୁଇମୁଣ୍ଡିଆ ସାପକୁ ଛଅ ବର୍ଷ ହେବାକୁ ଯାଉଛି। ଆସନ୍ତା ୭…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ୍‌ରୁ ଭାନିଲା ଆଇସ୍‌କ୍ରିମ୍ ! ମନୁଷ୍ୟ ହଜମ କରିପାରିବ ବୋଲି ଗବେଷକଙ୍କ ଦାବି

ୟୁନାଇଟେଡ୍‌ କିଙ୍ଗଡମ୍‌ର ଜଣେ ଡିଜାଇନର୍‌ ଛାତ୍ରୀ ପ୍ରଥମ ଥର ପାଇଁ ପ୍ରକ୍ରିୟାକୃତ ପ୍ଲାଷ୍ଟିକ୍‌ରୁ ଭାନିଲା ସ୍ବାଦଯୁକ୍ତ ଆଇସ୍‌କ୍ରିମ୍‌ ସୃଷ୍ଟି କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ଏଯାଏ କେହି ଉକ୍ତ ଆଇସ୍‌କ୍ରିମ୍‌ର ସ୍ବାଦ ଚାଖି ନାହାନ୍ତି, କିନ୍ତୁ ତାହା ଅବିକଳ ନିୟମିତ ଭ୍ୟାନିଲା ସ୍ବାଦ…
ଅଧିକ ଖବର ଦେଖନ୍ତୁ...

ଗଣମାଧ୍ୟମ ଓ ଜାତୀୟ ସଂହତି

ଗଣତନ୍ତ୍ରକୁ ବିଶ୍ୱର ସର୍ବୋତ୍କୃଷ୍ଟ ଶାସନ ବ୍ୟବସ୍ଥା ଭାବରେ ବିବେଚନା କରାଯାଏ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ‘ଗଣ’ ବା ଜନସାଧାରଣ ହିଁ ହେଉଛନ୍ତି ସର୍ବୋଚ୍ଚ କ୍ଷମତାଧାରୀ ଏବଂ ସେମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କ ଜରିଆରେ ଶାସନ କାର୍ଯ୍ୟ ପରିଚାଳିତ ହୋଇଥାଏ। ତେଣୁ ଯୁକ୍ତରାଷ୍ଟ୍ର…
ଅଧିକ ଖବର ଦେଖନ୍ତୁ...

ଚୋରି ବଢିବା ଦେଲା ଉପାୟ, ଜାଣନ୍ତି କି ଗୋଡ଼ରେଜ ଆଲମିରା ନିର୍ମାଣ ପଛର କାହାଣୀ

ମୁମ୍ବାଇ: ଆପଣଙ୍କ ମଧ୍ୟରୁ ଅନେକ ଘରେ ପୁରୁଣା ଆଲମିରା ଦେଖିଥିବେ | ଏଥିରେ ଗୋଡ଼ରେଜ କମ୍ପାନୀର ନାମ ଲେଖାଯାଇଥିବ | ତେବେ ଆପଣ ଜାଣନ୍ତି କି ଏହି କମ୍ପାନୀ କିଭଳି ଆରମ୍ଭ ହୋଇଥିଲା | ଦିନକୁ ଦିନ ବଢୁଥିବା ଚୋରି ଘଟଣା ଏହି କମ୍ପାନୀ ଗଠନ ପାଇଁ ପ୍ରେରଣା ଦେଇଥିଲା | କଥାଟି ଶୁଣିବାକୁ ଅଜବ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ କଫି ଏବେ ପଲ୍ଲୀରୁ ଯାଇ ଦିଲ୍ଲୀରେ…! ବିଶ୍ବବଜାରରେ ପ୍ରବେଶ କରିବା ସହ ସ୍ବାଦରେ ସଭିଁଙ୍କ ମନଜିଣୁଛି

କୋରାପୁଟ ଓ କଫି- ସତେ ଯେମିତି କେହି କାହାଠାରୁ ଅଲଗା ନୁହନ୍ତି। କୋରାପୁଟରେ କଫି ପ୍ରକ୍ରିୟାକରଣ ୟୁନିଟ୍‌ ହେବାପରେ ଖୋଲାବଜାରରେ ଏବେ ମିଳୁଛି ‘କୋରାପୁଟ କଫି’। ବିକ୍ରି ହେବା ଆରମ୍ଭରୁ ହିଁ ଏହା ଲୋକପ୍ରିୟତା ହାସଲ କରିପାରିଛି। କୋରାପୁଟ, ଭୁବନେଶ୍ବର, ପୁରୀ ଓ ଅନ୍ୟ ବଡ଼ ସହରରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ସୋସିଆଲ୍‌ ମିଡିଆରେ ପୁଅର ଫଟୋ ସେୟାର କଲେ ଟିନା ଡାବି

ଜୟପୁର: ଆଇଏଏସ୍‌ ଟିନା ଡାବି ଗତ କିଛି ଦିନ ତଳେ ମା’ ବନିଛନ୍ତି ବହୁଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ଟିନା ଡାବି। ଜୟପୁରର ଏକ ହସ୍ପିଟାଲରେ ତାଙ୍କର ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଟିନା। ସନ୍ତାନ ଜନ୍ମହେବା ପରଠାରୁ ଟିନା ସୋସିଆଲ୍‌ ମିଡିଆରେ କେବେ ବି ତାଙ୍କର ଚେହେରା ଦେଖାଇ ନଥିଲେ।…
ଅଧିକ ଖବର ଦେଖନ୍ତୁ...