ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ମୃତକଙ୍କୁ ନେଇ ବଢ଼ୁଛି ବିବାଦ: ଡିଏନ୍‌ଏ ପରୀକ୍ଷା ପାଇଁ ଦିଲ୍ଲୀ ଏମ୍‌ସ ଗଲା ୩୩ ରକ୍ତ ନମୁନା

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ତେଣୁ ପ୍ରକୃତ ପରିଜନଙ୍କୁ ଚିହ୍ନଟ ପାଇଁ ୩୩ ରକ୍ତ ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ। ଓଡ଼ିଶାରେ ଡିଏନଏ ପରୀକ୍ଷଣ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୟୁଆଇଡି ପାଇଁ ମିଳିଲା ମୃତ ୪୪ ଜଣଙ୍କ ପରିଚୟ

କଟକ : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିଚୟ ଚିହ୍ନଟରେ ଆଧାର ପାଇଁ ବ୍ୟବହୃତ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ନମ୍ବର (ୟୁଆଇଡି) ବିଶେଷ ସହାୟକ ହୋଇଛି। ଏହାକୁ ବ୍ୟବହାର କରି ୪୪ଟି ମୃତଦେହକୁ ଚିହ୍ନଟ କରାଯାଇ ପାରିଛି ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସ୍ୱାମୀଙ୍କୁ ମୃତ ଦର୍ଶାଇ ଟଙ୍କା ହାତେଇବା ଉଦ୍ୟମ ଘଟଣା, ସ୍ତ୍ରୀ ନାଁରେ ଥାନାରେ…

କଟକ : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସ୍ୱାମୀଙ୍କୁ ମୃତ ଦର୍ଶାଇ ଟଙ୍କା ହାତେଇବା ଉଦ୍ୟମ ଘଟଣାରେ ନୂଆ ମୋଡ଼ ଆସିଛି। ପତ୍ନୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ବାମୀ ବିଜୟ ଦତ୍ତ। ମାଣିଆବନ୍ଧ ଥାନାରେ ବିଜୟ ଅଭିଯୋଗ କରିଥିବା ବେଳେ, ଏହି ଘଟଣା ବାଲେଶ୍ବର ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ସବୁଠୁ କମ୍‌ ଭ୍ରମଣଯୋଗ୍ୟ ଦେଶ, ତାଲିକାର ପ୍ରଥମରେ ସୋମାଲିଆ

ସମ୍ପ୍ରତି ବିଶ୍ବ ଏବେ ଲୋକପ୍ରିୟ ଭ୍ରମଣସ୍ଥଳୀ ଦ୍ବାରା ପ୍ରଭାବିତ ହେଉଥିବା ବେଳେ ଏମିତି ଅନେକ ଦେଶ ଅଛନ୍ତି, ଯେଉଁଠିକି ପର୍ଯ୍ୟଟକମାନେ ଭ୍ରମଣ କରିବାକୁ ଆଦୌ ପସନ୍ଦ କରିନଥା’ନ୍ତି। ବିଶେଷ କରି ଉଚ୍ଚ ଅପରାଧ ହାର, ଅର୍ଥନୈତିକ ସଂଘର୍ଷ, ରାଜନୈତିକ ଅସ୍ଥିରତା, ବିଷମ ପାଣିପାଗ ଓ ଅନ୍ୟାନ୍ୟ…
ଅଧିକ ଖବର ଦେଖନ୍ତୁ...

କାମ କରିବାରେ ଅକ୍ଷମଙ୍କୁ ଦିଆଯିବ ସ୍ବତନ୍ତ୍ର ହୋମଗାର୍ଡ ନିଯୁକ୍ତି : ମମତା

ଭୁବନେଶ୍ବର : ବାଲେଶ୍ବର ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣା ପରେ ଦ୍ବିତୀୟ ଥର ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ଆସିଥିଲେ। ଦୁର୍ଘଟଣାରେ ଆହତଙ୍କୁ ଭେଟିବା ସହିତ ସେମାନଙ୍କୁ ସୁସ୍ଥ କାମନା କରିଛନ୍ତି। ଏହି ଅବସରରେ ମମତା କହିଥିଲେ ଯେ…
ଅଧିକ ଖବର ଦେଖନ୍ତୁ...

ମମତାଙ୍କ ପାଇଁ ବନ୍ଦହେଲା ଅନ୍ତଃଜିଲ୍ଲା କ୍ରିକେଟ୍‌ ମ୍ୟାଚ୍‌

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ଆହତମାନଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କଟକ ଆସିଥିଲେ। ମମତା ହେଲିକପ୍ଟରରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିବା ପରେ ସେଠାରୁ ଏସ୍‌ସିବି‌ ମେଡିକାଲ୍‌କୁ ଯାଇଥିଲେ। ମମତାଙ୍କ ହେଲିକପ୍ଟର ଅବତରଣ…
ଅଧିକ ଖବର ଦେଖନ୍ତୁ...

୪୧ଶହ ଯାତ୍ରୀଙ୍କୁ ମାଗଣାରେ ନିଆଗଲା ପଶ୍ଚିମବଙ୍ଗ

କଟକ : ବାଲେଶ୍ବର ବାହନଗା ଟ୍ରେନ୍ ଦୁର୍ଘଟଣା ପରେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୪୧ ​ଶହ ଲୋକଙ୍କୁ ସଂପୂର୍ଣ୍ଣ ମାଗଣାରେ ପଶ୍ଚିମବଙ୍ଗ ପଠାଯାଇଛି। କଟକ, ପୁରୀ ଓ ଭୁବନେଶ୍ବରରୁ ୧୦୫ଟି ବସ୍‌ରେ ଗଲା ୩ ଦିନ ଭିତରେ ୪୧୦୦ ଯାତ୍ରୀଙ୍କୁ ମାଗଣାରେ ପଠାଇବା ବ୍ୟବସ୍ଥା କରି ପାରିଛି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ରେଳଲାଇନ୍‌ ଉପରେ ପଡ଼ିଲା ଗଛ, ୨୦ ମିନିଟ୍‌ ଅଟକିଲା ବନ୍ଦେ ଭାରତ

ଜଳେଶ୍ୱର : କାଳବୈଶାଖୀ ଯୋଗୁଁ ପୁଣି ଟ୍ରାକ୍‌ରେ ଅଟକିଛି ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ଅପରାହ୍ନରେ ଝଡ଼ତୋଫାନ ଯୋଗୁ ବାଲେଶ୍ବର ଜିଲ୍ଲା ଜଳେଶ୍ବର ସହର ଉପକଣ୍ଠ ଶାନ୍ତିଆ ମୌଜା ଦେଇ ଯାଇଥିବା ରେଳଲାଇନ୍‌ ଉପରେ ଉପୁଡ଼ି ପଡ଼ିଥିଲା ଏକ ବଡ଼ଗଛ। ଏହିସମୟରେ ପୁରୀରୁ ହାୱାଡ଼ା ଅଭିମୁଖେ ବିଳମ୍ବରେ…
ଅଧିକ ଖବର ଦେଖନ୍ତୁ...

ଆଉ କଫିନରେ ଯାଉନାହିଁ ମରଶରୀର

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ମୃତଦେହ ହସ୍ତାନ୍ତରଣ ବେଳେ ଏମ୍‌ସ ପକ୍ଷରୁ ଦିଆଯାଉଥିବା କଫିନ ଆଜି ଆଉ ଦିଆଗଲା ନାହିଁ। ଏଥିପାଇଁ ଅନେକ ସାମାଜିକ ଅନୁଷ୍ଠାନ ନିଜ ତରଫରୁ କଫିନ ଖୋଜିବା ଆରମ୍ଭ କରିଥିଲେ। ମାତ୍ର ଏମ୍‌ସ ପକ୍ଷରୁ କୁହାଯାଇଛି, ଅନେକ ମୃତଦେହ ଗୋଟିଏ ସ୍ଥାନକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧା‌ନମନ୍ତ୍ରୀଙ୍କୁ ଅନ୍ଧାରରେ ରଖାଯାଇଛି: ବିଜୟ

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ନେଇ ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପରେ ବର୍ଷିଛନ୍ତି। ମୃତକ ଓ ଆହତଙ୍କ ଉଦ୍ଧାର କାର୍ଯ୍ୟ ସରିନଥିବା ବେଳେ ରେଳ ମନ୍ତ୍ରୀ ଯେପରି ତରବର ଭାବେ ଉଦ୍ଧାର କାର୍ଯ୍ୟ ଶେଷ ହେଲା ବୋଲି କହିଲେ…
ଅଧିକ ଖବର ଦେଖନ୍ତୁ...