ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଯୋଗ ସୂୂତ୍ର: ମମ୍ମି-ବେବି ଯୋଗ

ଏହା ଖାଲି ଏକ ଯୋଗ ନୁହେଁ, ବରଂ ମା’ର ପିଲା ସହ ଅଧିକ ଅନ୍ତରଙ୍ଗ ହେବାର ଏକ ମାଧ୍ୟମ। ଖାସ୍‌ କରି ସନ୍ତାନ ପ୍ରସବ ପରେ ମା’ ଶରୀରରେ ଅନେକ ପରିବର୍ତ୍ତନ ଆସିଯାଇଥାଏ। ମୋଟା ହେବା ସହ ଶରୀରର ଆକାର ବି ବଢ଼ିଯାଏ। ‌ତେଣୁ ଯୋଗ ମାଧ୍ୟମରେ ନିଜର ପୂର୍ବ ଗଠନକୁ ଫେରିବାକୁ ସମସ୍ତଙ୍କ ଇଚ୍ଛା ଥାଏ।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ସ୍ତମ୍ଭ: ରଥ ମାଉସୀ

କିଛି ଦିନ ପୂର୍ବରୁ ଘରକୁ ଫେରିବା ବାଟରେ ହଠାତ୍‌ ରଥ ମାଉସୀଙ୍କ ସହ ଦେଖା ହେଇଗଲା। ରଥ ମାଉସୀ-ମଉସା ଆମ ସୋସାଇଟିରେ ରହନ୍ତି। ମଝିରେ ମଝିରେ ଯିବା ଆସିବା ବାଟରେ ତାଙ୍କ ସହିତ ମୋର ଦେଖା ହେଇଯାଏ। ମଉସା ଟିକେ ଚୁପ୍‌ଚାପ୍‌ ଲୋକ। ହେଲେ ମାଉସୀ ଭାରୀ ଗପୁଡ଼ି ଓ ସ୍ନେହୀ। ଏତେଦିନ ଯାଏଁ ଦେଖା…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷାରେ ଖୋଲାଖୋଲି କପି, ଭିଡ଼ିଓ ଭାଇରାଲ, ପ୍ରଶାସନର ଓଡ଼ିଲା ‌ହୋସ୍

ଭୋପାଳ: ମଧ୍ୟପ୍ରଦେଶ ମୁରୈନାରେ ପରୀକ୍ଷା ସମୟରେ ଖୋଲାଖୋଲି ଭାବେ କରାଯାଉଥିବା କପିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଭାଇରାଲ ହେବା ପରେ ପ୍ରଶାସନର ହୋସ୍ ଉଡ଼ିଯାଇଛି। ପ୍ରଶାସନ ଏନେଇ ତଦନ୍ତ ଆରମ୍ଭ କରିଛି। ଭିଡ଼ିଓରେ ଦେଖାଯାଉଛି ଛାତ୍ରଛାତ୍ରୀମାନେ କପି…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କଠାରୁ ଟଙ୍କା ନେଉଛନ୍ତି କି ? ସାବଧାନ! ଆୟକର ବିଭାଗ ନୋଟିସ ପଠାଇପାରେ

ନୂଆଦିଲ୍ଲୀ: ଯଦି ଆପଣ କିମ୍ବା ଆପଣଙ୍କ ଘରର କୌଣସି ଖର୍ଚ୍ଚ ପାଇଁ କିମ୍ବା ଅନ୍ୟ କୌଣସି ଆବଶ୍ୟକତା ପୂରଣ କରିବା ପାଇଁ ଯଦି ଆପଣ କାହାଠାରୁ ଟଙ୍କା ନିଅନ୍ତି, ତେବେ ଆୟକର ବିଭାଗ ଏହାର ଆକାଉଣ୍ଟ ମାଗିପାରେ। ଏଥିପାଇଁ ପ୍ରଥମେ ଆପଣଙ୍କୁ ଏକ ନୋଟିସ୍ ପଠାଯାଇପାରିବ। ଯଦି ଆୟକର ବିଭାଗ ଉତ୍ତରରେ…
ଅଧିକ ଖବର ଦେଖନ୍ତୁ...

ୟୁପିଏସସି ପରୀକ୍ଷାରେ ସଫଳ ହେବାପରେ କାର୍ଯ୍ୟାଳୟରେ ପହଞ୍ଚି ବାପାଙ୍କୁ ଏଭଳି ଭାବେ ଖୁସି ଖବର ଦେଲା ପୁଅ

ନୂଆଦିଲ୍ଲୀ: ସିଭିଲ୍ ସର୍ଭିସେସ୍ ପରୀକ୍ଷା (ୟୁପିଏସସି) ୨୦୨୩ର ଫଳାଫଳ ଏପ୍ରିଲ ୧୬ ତାରିଖରେ ପ୍ରକାଶ ପାଇସାରିଛି। ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତାର ୭୬ ବର୍ଷ ପରେ ପ୍ରଥମ ଥର ପାଇଁ ଭୋଟ୍‌ ଦେଲା ଗାଁ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୬ବର୍ଷରେ ଆମେ ପାଦ ଦେଇସାରିଛୁ । ବିକାଶର ନାରାରେ ଆଗକୁ ବଢିସାରିଛୁ ବୋଲି ଆମେ ବାରମ୍ବାର ଦାବି ମଧ୍ୟ କରିଛୁ । ଏଥିସହ ଆମେ ୧୮ତମ ଲୋକସଭା ନିର୍ବାଚନ ପାଳନ କରୁଛୁ । ହେଲେ ଆମେ ଆପଣଙ୍କୁ ଏମିତି ଏକ ଗାଁ କହିବୁ ଯେଉଁଠି ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ କୈାଣସି…
ଅଧିକ ଖବର ଦେଖନ୍ତୁ...

ସାଂସାରିକ ମୋହମାୟାକୁ ଛାଡ଼ି ସନ୍ନ୍ୟାସିନୀ ହେବେ ମା’ ଓ ଝିଅ

ନୂଆଦିଲ୍ଲୀ: ରାଜସ୍ଥାନର ପ୍ରତାପଗଡ଼ର ଛୋଟିସାଦଡ଼ିରେ ଘଟିଥିବା ଘଟଣା ଚର୍ଚ୍ଚାରେ ରହିଛି। ମା’ ଓ ଝିଅ ସାଂସାରିକ ମୋହମାୟାକୁ ଛାଡ଼ି ସନ୍ୟାସ ଜୀବନ ଗ୍ରହଣ କରିବାର ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି। ମା’ଙ୍କ ନାମ ପ୍ରୀତି ପୋରୱାଲ ରହିଥିବା ବେଳେ ୧୧ବର୍ଷର ଝିଅଙ୍କ ନାମ ସାରା ପୋରୱାଲ…
ଅଧିକ ଖବର ଦେଖନ୍ତୁ...

ଭୋଟ ଦେବା ପରେ ଲୋକଙ୍କୁ ଏଭଳି ଅନୁରୋଧ କରିଛନ୍ତି ଜ୍ୟୋତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ଦେଶର ବିଭିନ୍ନ କୋଣଅନୁକୋଣରୁ ଭୋଟ୍ ସହ ଜଡିତ ଖବର ଆସୁଛି। ଏହି କ୍ରମରେ ଦେଖିବାକୁ ଗଲେ ମହାରାଷ୍ଟ୍ରର ନାଗପୁରରେ ବିଶ୍ୱର ସବୁଠାରୁ ଛୋଟ ମହିଳା ଜ୍ୟୋତି ଆମଗେ ଭୋଟ୍ ଦେବା ପାଇଁ ତାଙ୍କ ପରିବାର ସହିତ…
ଅଧିକ ଖବର ଦେଖନ୍ତୁ...

‌ସ୍ତ୍ରୀଙ୍କ ସହିତ ଭୋଟ ଦେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଦାବି କଲେ ଅଜିମ

ଶାମଲି: ବିବାହ ପାଇଁ ଝିଅ ଖୋଜି ଦେବା ହେତୁ ପୁଲିସ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଚର୍ଚ୍ଚାକୁ ଆସିଥିବା ଅଢ଼େଇ ପୁଟ ଉଚ୍ଚର ଅଜିମ ମାନସୁରୀ ଶୁକ୍ରବାର ପତ୍ନୀ ବୁଶ୍ରାଙ୍କ ସହ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ଗଣମାଧ୍ୟମ ସହିତ ଆଲୋଚନା କରି ଅଜିମ ମାନସୁରୀ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ସୀତା ବିବାହ

ସର୍ବଭାରତୀୟ ସ୍ତରରେ ସୀତାବିବାହ ଉତ୍ସବ ପାଳିତ ହୁଏ ମାର୍ଗଶିର ଶୁକ୍ଳ ପଞ୍ଚମୀ ତିଥିରେ। କିନ୍ତୁ ଶ୍ରୀମନ୍ଦିରରେ ଚୈତ୍ର ଶୁକ୍ଳ ଏକାଦଶୀ ଦିନ ଏହି ନୀତି ହୋଇଥାଏ। ଚୈତ୍ର ଶୁକ୍ଳ ନବମୀରେ ଶ୍ରୀରାମଜନ୍ମ ନୀତି ଅନୁଷ୍ଠିତ ହେବା ପରେ, ଶ୍ରୀରାମଙ୍କ ସଂପର୍କିତ ଯେଉଁ ସବୁ ରୀତିନୀତି ପାଳିତ ହୁଏ,…
ଅଧିକ ଖବର ଦେଖନ୍ତୁ...