ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ବାପା-ମା’ ଯାହାକୁ ସାଧାରଣ କାଗଜ ଭାବି ରଖି ଦେଇଥି‌ଲେ ସେଥିରୁ କୁନି ଝିଅ ଜିତାଇ ଦେଲା ୨୪ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କଥାରେ ଅଛି, ‘ଭଗବାନ ଯେତେବେଳେ ବି ଦିଅନ୍ତି, ଥାଳି ଭରି ଦେଇଥାଆନ୍ତି’। ନିକଟରେ ଆମେରିକାର ଜଣେ ଛୋଟ ଝିଅ ୨୪ଲକ୍ଷ ଟଙ୍କାର ଲଟେରି ଜିତି ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାଟି ଆମେରିକାର ମେରିଲ୍ୟାଣ୍ଡର ବୋଲି ଜଣାପଡ଼ିଛି। ମିଡିଆ ରିପୋର୍ଟ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଏଭଳି କାମ କରି ରାସ୍ତାରେ ପେନ ବିକ୍ରି କରୁଥିବା ଶିଶୁ ମୁହଁରେ ହସ ଫୁଟାଇ ଦେ‌ଲେ ମହିଳା

ନୂଆଦିଲ୍ଲୀ: ଦାରିଦ୍ର୍ୟ ହେତୁ ଅର୍ଥାତ୍ ପରିବାରର ଆର୍ଥିକ ଅବସ୍ଥା ଠିକ ନଥିବା ହେତୁ କିଛି ପିଲା ସେମାନଙ୍କର ପିଲାଦିନକୁ ସଠିକ୍ ଭାବରେ ବଞ୍ଚିବା ପରିବର୍ତ୍ତେ ଦାୟିତ୍ବ ନେବା ଆରମ୍ଭ କରି ଦେଇଥାଆନ୍ତି। ଏପରି ପରିସ୍ଥିତିରେ ଯଦି ସେମାନଙ୍କୁ ଟିକିଏ ସାହାଯ୍ୟ ମିଳିଯାଏ, ତେବେ ସେମାନେ ବହୁତ…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟ! ଶରୀରକୁ ରବର ଭଳି ଯେଉଁଆଡେ ପାରୁଛନ୍ତି ମୋଡ଼ି ଦେଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଯୋଗ ସମଗ୍ର ବିଶ୍ୱରେ ବହୁତ ପ୍ରସିଦ୍ଧ ହୋଇଗଲାଣି। ଯୋଗ ସାହାଯ୍ୟରେ ଲୋକମାନେ ନିଜ ଶରୀରକୁ ସୁସ୍ଥ ଓ ନିରୋଗ ରଖି ପାରୁଛନ୍ତି । ସମ୍ପ୍ରତି ଜଣେ ବ୍ୟକ୍ତିଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଫଟୋ ଦେଖି…
ଅଧିକ ଖବର ଦେଖନ୍ତୁ...

କିଏ ତିଆରି କରିଛି ବିଶ୍ବର ଦୀର୍ଘତମ ‘ରିଭର୍‌ କ୍ରୁଜ୍‌’ ‘ଏମ୍‌.ଭି.ଗଙ୍ଗା ବିଳାସ’? ଖର୍ଚ୍ଚ ହୋଇଛି ଏତେ କୋଟି

ନୂଆଦିଲ୍ଲୀ: ଚର୍ଚ୍ଚାରେ ବିଶ୍ବର ଦୀର୍ଘତମ ‘ରିଭର୍‌ କ୍ରୁଜ୍‌’ ‘ଏମ. ଭି. ଗଙ୍ଗାବିଳାସ’। ଜାନୁଆରି ୧୩ରେ  ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରୁ ଯାତ୍ରା ଆରମ୍ଭ କରି ‘ଏମ୍‌.…
ଅଧିକ ଖବର ଦେଖନ୍ତୁ...

୪ବର୍ଷ ପୂର୍ବେ ବିମାନବନ୍ଦରରେ ହଜି ଯାଇଥିବା ମହିଳାଙ୍କ ସୁଟକେସ ଏଭଳି ଅବସ୍ଥାରେ ମିଳିଲା

ନୂଆଦିଲ୍ଲୀ: ଆପଣ ବିମାନରେ ଯାତ୍ରା କରୁଥିବା ସମୟରେ ଯଦି ବିମାନବନ୍ଦରରେ ସୁଟକେସ କେଉଁଆଡେ ହଜିଯିବ ତେବେ ଏନେଇ ଆପଣ ଏୟା‌ରଲାଇନ୍ସ ଓ ବିମାନରେ ମହଜୁଦ ଅଧିକାରୀମାନଙ୍କୁ ଘଟଣା ବିଷୟରେ ଜଣାଇବେ। ଜଣେ ମହିଳାଙ୍କ ସହ  ବି ଏମିତି  ସମାନ ଘଟଣା ଘଟିଥିଲା ​​। ଏହି ଘଟଣା ଆମେରିକାର ଓରେଗନରେ…
ଅଧିକ ଖବର ଦେଖନ୍ତୁ...

ଅଚାନକ ସମୁଦ୍ରକୂଳରେ ଦିଶିଲା ବିଶାଳକାୟ ଜୀବ; ଭୟରେ ଦୌଡ଼ି ପଳାଇଲେ ପର୍ଯ୍ୟଟକ

ନୂଆଦିଲ୍ଲୀ: ସମୁଦ୍ରକୂଳରେ ଜମା ହୋଇଥାନ୍ତି ଲୋକେ। ଲୋକେ ଏପଟ ସେପଟ ହୋଇ ଚଲାବୁଲା କରୁଥାନ୍ତି। ମଜାମସ୍ତି କରୁଥିବା ଭିତରେ ଅଚାନକ ସମୁଦ୍ର ଭିତରୁ ଏକ ବିଶାଳକାୟ ଜୀବ ବାହାରି ଆସିଲା। ଏହି ବିଶାଳକାୟ ଜୀବକୁ ଦେଖି ଲୋକେ ଭୟରେ ଚିତ୍କାର କରି ଦୌଡ଼ିବାକୁ ଲାଗିଲେ। କିଛି ଲୋକ ଏହି ସମୟର…
ଅଧିକ ଖବର ଦେଖନ୍ତୁ...

ବୟସ୍କ ବ୍ୟକ୍ତିଙ୍କ ସହ ମିଶି ଗୁଡ଼ି ଉଡ଼ାଇ ମକର ସଂକ୍ରାନ୍ତିର ମଜା ନେଲେ ଆଇଏଏସ୍‌ ଟିନା ଡାବି

ଜୈସଲେମର୍‌: ରାଜସ୍ଥାନର ଜୈସଲେମର୍‌ର କଲେକ୍ଟର ଟିନା ଡାବି କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଜି ମକର ସଂକ୍ରାନ୍ତି ଅବସରରେ ସେ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଗୁଡ଼ି ଉଡ଼ାଇ ମଜା ନେଉଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କର ସବୁ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ପୋଲିଓ ପୀଡ଼ିତ ମହକିଲଙ୍କୁ କାନ୍ଧରେ ବସାଇ ପ୍ରଥମ ତାଲାରେ ଥିବା ଅଦାଲତ ପ୍ରକୋଷ୍ଠକୁ ନେଲେ ଓକିଲ

କୋଟ୍ଟାୟମ୍‌: କେରଳରେ ଜଣେ ପୋଲିଓ ପୀଡ଼ିତ ମହକିଲଙ୍କୁ ଜଣେ ଓକିଲ କାନ୍ଧରେ ବସାଇ ପ୍ରଥମ ତାଲାରେ ଥିବା ଅଦାଲତ ପ୍ରକୋଷ୍ଠକୁ ନେବା ଘଟଣା ଏବେ ବିତର୍କ ପ୍ରସଙ୍ଗ ପାଲଟିଛି। ସଂଗୃହୀତ ସୂଚନା ଅନୁସାରେ, ପୋଲିଓ-ପୀଡ଼ିତ ଉକ୍ତ ଭିନ୍ନକ୍ଷମ ମହକିଲଙ୍କୁ ଓକିଲ ରାଇନ୍‌ କେ. ଆର୍‌. କୋଟ୍ଟାୟାମ…
ଅଧିକ ଖବର ଦେଖନ୍ତୁ...

ଆଜି ପବିତ୍ର ମକର ସଂକ୍ରାନ୍ତି; ଜାଣନ୍ତୁ ଆଜିର ଦିନରେ କ’ଣ ଖାଇବା ଓ କ’ଣ ଖାଇବାନି

ଆଜି ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତିକୁ ଶୀତ ଦିନର ଶେଷ ବୋଲି ବିଶ୍ବାସ କରାଯାଏ। ଏହି ସଂକ୍ରାନ୍ତିରେ ଲୋକେ ସୂର୍ଯ୍ୟ ଦେବତାଙ୍କ ପୂଜା କରିଥାନ୍ତି। ସୂର୍ଯ୍ୟ ଆଜିଠାରୁ ଦକ୍ଷିଣାୟନରୁ ଉତ୍ତରାୟଣ ହୋଇଥାନ୍ତି। ତେବେ ସବୁ ପର୍ବପର୍ବାଣିର ଯେପରି କିଛି ନା କିଛି ସ୍ବତନ୍ତ୍ରତା…
ଅଧିକ ଖବର ଦେଖନ୍ତୁ...

ମହାଶ୍ବେତା ଦେବୀ ଓ ଫକୀରମୋହନ ସେନାପତିଙ୍କ ଆଜି ଜନ୍ମଦିନ

ମହାଶ୍ବେତା ଦେବୀ ବଙ୍ଗଳା ଭାଷାର ଅଗ୍ରଣୀ ଲେଖିକା ମହାଶ୍ବେତା ଦେବୀ ୧୯୨୬ ଜାନୁଆରି ଆଜି ଦିନରେ ବ୍ରିଟିସ୍ ଭାରତ ଅନ୍ତର୍ଗତ ଢାକାରେ ଜନ୍ମ ହୋଇଥିଲେ। ସେ ଉପନ୍ୟାସ, କ୍ଷୁଦ୍ର ଗଳ୍ପ, ଶିଶୁ ସାହିତ୍ୟ, ନାଟକ, ରାଜନୈତିକ ରଚନା ଆଦି ବିଭାଗରେ ଲେଖନୀ ଚାଳନା କରିଥିଲେ। ପୂର୍ବ ଭାରତର ଭୂମିହୀନ…
ଅଧିକ ଖବର ଦେଖନ୍ତୁ...