ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଆଖୁ ଖାଇ ସାରି ପିଅନ୍ତୁ ନାହିଁ ପାଣି, ହୋଇପାରେ ବଡ଼ ଧରଣର ସମସ୍ୟା

ଆଖୁ ନାଁ ଶୁଣିଲେ ଆପଣଙ୍କ ମନକୁ କେଉଁ ଭାବନା ଆସୁଛି? ସାଧାରଣତଃ ଆଖୁ କଥା ଉଠିଲେ ମନ ମିଠା ହୋଇଯାଏ। ମିଠାର ଏକ ପ୍ରମୁଖ ଉତ୍ସ ହେଉଛି ଆଖୁ। ଆପଣ ଜ‌ାଣନ୍ତି ଯେ ଏବେ ‌ଯେପରି ଭାବେ ଘରେ ଘରେ ମଧୁମେହ ଆକ୍ରାନ୍ତ, ସେହି କାରଣରୁ ମିଠା ଖାଇବା ବେଳେ ଲୋକେ ନିଶ୍ଚିତ ସାବଧାନତା ଅବଲମ୍ବନ…
ଅଧିକ ଖବର ଦେଖନ୍ତୁ...

ସକାଳେ ଚାକିରି, ଅପରାହ୍ନରେ ବେପାର; ସାଇକେଲ୍‌ରେ ମୋମୋ ବିକ୍ରି କରି ଭାଇରାଲ୍‌ ହେଲେ ଏହି ପରିଶ୍ରମୀ ବ୍ୟକ୍ତି

ଫରିଦ‌ାବାଦ୍‌: କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ପରିଶ୍ରମୀ ବ୍ୟକ୍ତି ସବୁଆଡ଼େ ଆଦର ପାଏ। ନିକଟରେ ୟୁଟ୍ୟୁବ୍‌ରେ ଜଣେ ପରିଶ୍ରମୀ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ଏହି ବିଷୟ ପୁଣି ଥରେ ଆଲୋଚନା ଯୋଗ୍ୟ ପାଲଟିିଛି। ଫରିଦାବାଦ୍‌ର ଜଣେ ବ୍ୟକ୍ତି ତାଙ୍କ ସାଇକେଲ୍‌ରେ ବୋହି…
ଅଧିକ ଖବର ଦେଖନ୍ତୁ...

କାନ୍ଧରେ ବୋହି ଭଉଣୀକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଉଛି ଭାଇ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଜଣେ ଦିବ୍ୟାଙ୍ଗ ଭଉଣୀ ପାଇଁ ତାର ଭାଇ ଡୋଲି ଉଠାଉଛି। ତେବେ ଭାଇ ଜଣକ ଭଉଣୀକୁ ଡୋଲିରେ ବିବାହ ପାଇଁ ନୁହେଁ ବରଂ ତାକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ଏପରି କରୁଛି । ଗଣମାଧ୍ୟମ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ବିମାନ‌ରେ ଯାତ୍ରା କରିବା ସମୟରେ ହଜିଯାଇଥିବା ସାମଗ୍ରୀକୁ ୱେବସାଇଟ ହ୍ୟାକ କରି ଯାତ୍ରୀ ଫେରି ପାଇଲେ

ନୂଆଦିଲ୍ଲୀ: ବିମାନରେ ସାମଗ୍ରୀ ହଜିଯିବାର ନଚେତ ଅଦଳ ବଦଳ ହୋଇଯିବାର ଘଟଣା ପ୍ରାୟତଃ ସାମ୍ନାକୁ ଆସିଥାଏ। ତେବେ ଏଭଳି ଘଟଣାକୁ ନେଇ କଷ୍ଟମର ସର୍ଭିସଙ୍କୁ ଯୋଗାଯୋଗ କଲେ ମଧ୍ୟ ସେମାନଙ୍କ ତରଫରୁ  କୌଣସି ସନ୍ତୋଷଜନକ ଉତ୍ତର ଆସି ନଥାଏ ବୋଲି ଅଭିଯୋଗ ହୋଇଛି। ଏମିତି ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...

ମାତ୍ର ୪ମିନିଟରେ ସନ୍ତାନକୁ ଜନ୍ମ ଦେଲେ ମହିଳା, ଡାକ୍ତର ଓ ସ୍ବାମୀ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମା’ ହେବା ଏମିତି ଏକ ଅନୁଭୂତି ଯାହାକୁ କୌଣସି ମହିଳା ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ହୋଇ ନଥାଏ। ସନ୍ତାନକୁ ଜନ୍ମ ଦେବାର ଖୁସି ଠାରୁ ମା’ ପାଇଁ ବଡ଼ ଖୁସି ଆଉ କିଛି ହୋଇ ନ ଥାଏ। ତେବେ ସନ୍ତାନକୁ ଜନ୍ମ ଦେବା ସମୟ ମା’ ପାଇଁ ବହୁତ ଯନ୍ତ୍ରଣାଦାୟକ ଥାଏ। ଏହି କ୍ରମରେ ଜଣେ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ କହିଲେ ମଦ, ସିଗାରେଟ୍‌ ନା ଘର? ୧୪ ବର୍ଷ ହେଲା ବିମାନବନ୍ଦରରେ ରହୁଛନ୍ତି ପତି

ନୂଆଦିଲ୍ଲୀ: ମଦ ଓ ସିଗାରେଟ୍‌ ଛାଡ଼ିବା ଅପେକ୍ଷା ଘର ଛାଡ଼ିବାକୁ ବେଶି ଉପଯୁକ୍ତ ବୋଲି ମଣି ଦୀର୍ଘ ୧୪ ବର୍ଷ ହେଲା ଘର ଛାଡ଼ି ଇୟାଡ଼େ ସିଆଡ଼େ ରହୁଛନ୍ତି ଜଣେ ୬୦ ବର୍ଷୀୟ ବ୍ୟକ୍ତି। ଆଜ୍ଞା ହଁ, କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବ୍ୟକ୍ତି ଜଣକ ଏହି କଥାକୁ ନିଜ ମୁହଁରେ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜୀବନ ଉପରେ ନା ଅଭିଯୋଗ, ନା ପଶ୍ଚାତାପ! ଅବସର ପୂର୍ବରୁ ଇଂରାଜୀ ଅଧ୍ୟାପକ, ଏବେ ଜଣେ ଅଟୋ ଚାଳକ

ବେଙ୍ଗାଲୁର: କାହାର ପୋଷାକ ବା ବୃତ୍ତିକୁ ନେଇ କୌଣସି ମନ୍ତବ୍ୟ ଦେବା ଆଦୌ ବି ଉଚିତ ନୁହେଁ। କଥାରେ ଅଛି ‘ଡୋଣ୍ଟ୍‌ ଜଜ୍‌ ଏ ବୁକ୍‌ ବାୟ ଇଟ୍‌ସ କଭର୍‌’, ଅର୍ଥାତ ‘କୌଣସି ପୁସ୍ତକକୁ ତା’ର କଭର୍‌ରୁ ବିଚ‌ାର କରନ୍ତୁ ନାହିଁ’। ଅ‌ାମେ ଆଜି ଶୁଣାଇବୁ ବେଙ୍ଗାଲୁରର ଜଣେ ଅଟୋ ଡ୍ରାଇଭର୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସ୍‌ରେ କ୍ଷୁଦ୍ରତମ କ୍ୟାମେରା

ବିଜ୍ଞାନର ଅଗ୍ରଗତି ଦ୍ବାରା ମଣିଷ ନୂଆ ନୂଆ ଜିନିଷ ଉଦ୍ଭାବନ କରିବା ସହ ସମାଜର ହିତ ସାଧନ ପାଇଁ ସର୍ବଦା ତତ୍ପର। କ୍ୟାମେରା କ୍ଷେତ୍ରରେ ଏହି ବିପ୍ଳବ ଅତ୍ୟନ୍ତ ଉତ୍ସାହଜନକ। ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସ୍‌ରେ ବିଶ୍ବର ସବୁଠାରୁ କ୍ଷୁଦ୍ର କ୍ୟାମେରାର ମାନ୍ୟତା ପାଇଛି ‘ଓମନିଭିଜନ୍…
ଅଧିକ ଖବର ଦେଖନ୍ତୁ...

ଅଲିମ୍ପିକ୍ ପତାକାର ବଳା

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଫରାସୀ ରୂପକାର ତଥା ଶିକ୍ଷାବିତ୍‌ ବାରୋଁ ପିଅରି ଡି’ କୌବର୍ଟିନ୍‌ ଅଲିମ୍ପିକ୍‌ କ୍ରୀଡ଼ା ପତାକାର ରୂପରେଖ ପ୍ରସ୍ତୁତ କରିଥିଲେ। ଏକ ଧବଳ ରଙ୍ଗର ପ୍ରଚ୍ଛଦର ଠିକ୍‌ ମଝି ଭାଗରେ ନୀଳ, ହଳଦିଆ, କଳା, ସବୁଜ ଓ ନାଲି ପରି ପାଞ୍ଚଟି ବିଭିନ୍ନ ରଂଗର ବଳା ପରସ୍ପର ସହ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଆପଣଙ୍କ କାର-ସ୍କୁଟରରେ ପ୍ରବେଶ କରନ୍ତି ମୂଷା, ଏଭଳି ଉପାୟରେ ମିଳିବ ନିସ୍ତାର

ଅନେକ ସମୟରେ ଆପଣ ପାର୍କ କରିଥିବା କାର ବା ସ୍କୁଟର ଭିତରେ ମୂଷ‌ା ପଶିଯାଇଥାଏ। ଏଭଳି ସମସ୍ୟାର ସାମ୍ନା ପ୍ରାୟ ସମସ୍ତେ କରିଥିବେ ନିଶ୍ଚୟ। ବେଳେ ବେଳେ କାର ଅଧିକ ଦିନ ପର୍ଯ୍ୟନ୍ତ ପାର୍କ ନହୋଇ ମଧ୍ୟ ମୂଷା ପଶିଯାଉଥିବା ଦେଖାଯାଇଥାଏ। ଆଜି ଆମେ ଆପଣଙ୍କୁ ଗାଡ଼ି ଭିତରେ ମୂଷା ପଶିବାର କାରଣ ଏବଂ…
ଅଧିକ ଖବର ଦେଖନ୍ତୁ...