ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ମନ ଲାଖି ଭୋଜନ ଖାଇବା ପରେ ପ୍ରାଣ ଛାଡ଼ିଲେ ବିଶ୍ବର ଦ୍ବିତୀୟ ବୟୋଜ୍ୟଷ୍ଠା ମହିଳା ୧୧୬ ବର୍ଷୀୟ ଫୁସା

କାଶିୱାରା: ମନ ଲାଖି ବ୍ୟଞ୍ଜନ ‘ବିନ୍‌-ପେଷ୍ଟ୍‌ ଜେଲି’ ଖାଇବା ପରେ ମଙ୍ଗଳବାର ଦିନ ବିଶ୍ବରେ ଦ୍ବିତୀୟ ତଥା ଜାପାନ୍‌ର ସବୁଠୁ ବୟୋଜ୍ୟଷ୍ଠା ମହିଳା ଫୁସା ତାତ୍‌ସୁମିଙ୍କର ୧୧୬ ବର୍ଷ ବୟସରେ କାଶିୱାରାସ୍ଥିତ ଏକ ନିର୍ସିଂହୋମ୍‌ରେ ମୃତ୍ୟୁ ହୋଇଯାଇଥିବା କଥା ‘ମେଟ୍ରୋ’ ସମ୍ବାଦପତ୍ର…
ଅଧିକ ଖବର ଦେଖନ୍ତୁ...

ଇନ୍ଦ୍ରଦ୍ୟୁମ୍ନ ପୋଖରୀରୁ ଲୋପ ପାଇଯିବେ କୂର୍ମ: ପୁରୀ ଗଜପତିଙ୍କଠାରୁ ପୁରସ୍କାର ଭାବେ କୂର୍ମ ଆଣିଥିଲେ ହାତୀରାମ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଗୋଲିଆ ଗ୍ରାମର ଶିବମନ୍ଦିର ନିକଟରେ ରହିଛି ନୀଳ ପୋଖରୀ। ଓଡ଼ିଶାର ଦ୍ବିତୀୟ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଭାବେ ଏହା ପରିଚିତ। ପୁରୀର ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପରେ ରାଜ୍ୟର ଏହା ଦ୍ବିତୀୟ ପୋଖରୀ ଯେଉଁଠି ବିରଳ ପ୍ରଜାତିର କୂର୍ମ (ବଡ଼ କଇଁଛ)…
ଅଧିକ ଖବର ଦେଖନ୍ତୁ...

ବର୍ଜ୍ୟରେ ଭର୍ତ୍ତି ବୈତରଣୀ: ବର୍ଜ୍ୟବସ୍ତୁ ପରିଚାଳନା କି ଗ୍ରିନ୍‌ ଏନର୍ଜି ପ୍ଲାଣ୍ଟ ନାହିଁ

କେନ୍ଦୁଝର: କିଛି ବର୍ଷ ପରେ ବୈତରଣୀ ଏକ ପରିତ୍ୟକ୍ତ ନଦୀରେ ପରିଣତ ହୋଇପାରେ। ଏଭଳି ଏକ ଆଶଙ୍କା ବଢ଼ିବାରେ ଲାଗିଛି। କେନ୍ଦୁଝର ସହରର ପୌରାଞ୍ଚଳର ବର୍ଜ୍ୟଜଳ ବିଭିନ୍ନ ନାଳ ଦେଇ ଆସି ବୈତରଣୀରେ ମଶୁଛି। ଏସବୁ ସମସ୍ତେ ଜାଣନ୍ତି। କିନ୍ତୁ ନିରାକରଣ ରାସ୍ତା ଏଯାଏ କରାଯାଇପାରିନାହିଁ।…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ କୋରିଆର ଲୋକପ୍ରିୟ ପପ୍ ସଂଗୀତ ଦଳ ବିଟିଏସ୍‌ ବ୍ୟାଣ୍ଡ୍‌ର ସାମୟିକ ବିଦାୟ, କଳାକାର ନେବେ ସାମରିକ ତାଲିମ

ପରମାଣୁ ଶକ୍ତି ସଂପନ୍ନ ଉତ୍ତର କୋରିଆର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସାମନା କରିବା ପାଇଁ ପଡ଼ୋଶୀ ଦକ୍ଷିଣ କୋରିଆର ୧୮ରୁ ୨୮ ବର୍ଷ ବୟସର ସମସ୍ତ ଯୁବକଙ୍କ ପାଇଁ ୧୮ ମାସର ସାମରିକ ତାଲିମ ନେବା ବାଧ୍ୟତାମୂଳକ ହୋଇଛି । ଏଥିପାଇଁ ଦକ୍ଷିଣ କୋରିଆର ସବୁଠୁ ଲୋକପ୍ରିୟ ପପ୍‌ ସଂଗୀତ ଦଳ…
ଅଧିକ ଖବର ଦେଖନ୍ତୁ...

୨୦୦୧ ଡିସେମ୍ବର ୧୩ରେ ସଂସଦ ଭବନ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ: ସେଦିନ ପୂର୍ବାହ୍‌ଣରେ ଏକ ଆମ୍ବାସଡ଼ର କାର୍‌ରେ ନାଲି ବତି ଓ ନକଲି ଗୃହ ମନ୍ତ୍ରାଳୟ ଷ୍ଟିକର୍ ଲଗାଇ ସଂସଦ ଭବନ ମଧ୍ୟକୁ ପ୍ରବେଶ କରିଥିଲେ ପାଞ୍ଚ ଜଣ ସଶସ୍ତ୍ର ଆତଙ୍କବାଦୀ। କାର୍‌ଟି ୧୨ ନମ୍ବର୍ ବିଲ୍‌ଡିଙ୍ଗ୍ ଗେଟ୍ ଆଡ଼କୁ ଯାଉଥିବା ବେଳେ ସୁରକ୍ଷାକର୍ମୀମାନଙ୍କ ମନରେ ସନ୍ଦେହ…
ଅଧିକ ଖବର ଦେଖନ୍ତୁ...

ଗୁଗଲ୍‌ ମ୍ୟାପ୍‌ରେ ସର୍ବାଧିକ ଖୋଜାଯାଇଛି ନରେନ୍ଦ୍ର ମୋଦୀ ଷ୍ଟାଡିଅମ୍‌

ଗୁଗଲ୍‌ ମ୍ୟାପ୍‌ରେ ୨୦୨୩ର ବିଶ୍ବସ୍ତରୀୟ ଶ୍ରେଷ୍ଠ ଅନ୍ବେଷଣ ତାଲିକାରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିଅମ୍‌ ସ୍ଥାନ ପାଇଛି। ଭାରତରେ ଏହି ଷ୍ଟାଡିଅମ୍ ନେଇ ଉତ୍ସୁକତା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସାରା ବିଶ୍ବରେ ଏହା ଷଷ୍ଠ ସ୍ଥାନରେ ରହିଛି। ଅନ୍ୟ ଉଲ୍ଲେଖନୀୟ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ଟ୍ରେନ ଦୁର୍ଘଟଣାଠାରୁ ଆରମ୍ଭ କରି ଏସବୁ ଖବରକୁ ଚଳିତବର୍ଷ ଅଧିକ ମାତ୍ରାରେ କରାଯାଇଛି ସର୍ଚ୍ଚ

ନୂଆଦିଲ୍ଲୀ: ବର୍ଷ ୨୦୨୩ ଶେଷ ହେବାକୁ ଆଉ କିଛିଦିନ ବାକି ଅଛି। ଏହି ବର୍ଷ ଭାରତ ପାଇଁ ସ୍ବତନ୍ତ୍ର ରହିଥିଲା। ତେବେ ଗୁଗୁଲ ପକ୍ଷରୁ ନିକଟରେ ଏକ ରିପୋର୍ଟ ସେୟାର କରାଯାଇଛି। ଏହି ରିପୋର୍ଟ‌ରେ ଭାରତର ଲୋକ ଚଳିତ ବର୍ଷ କ’ଣ କ’ଣ ଅଧିକ ଗୁଗୁଲରେ ସର୍ଚ୍ଚ କରିଛନ୍ତି ତାହା ଉଲ୍ଲେଖ ରହିଛି।…
ଅଧିକ ଖବର ଦେଖନ୍ତୁ...

ଜେଲଦଣ୍ଡ କାଟିଥିବା ଯୁବକ ଓକିଲାତି ପଢ଼ି ନିଜର ମାମଲା ନି‌ଜେ ଲଢ଼ି ନିର୍ଦ୍ଦୋଷରେ ହେଲେ ଖଲାସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଗପତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।ବାଗପତ ରହୁଥିବା ଜଣେ ଯୁବକ ୧୨ବର୍ଷ ପୂର୍ବେ ଜଣେ ପୁଲିସକର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲ ଯାଇଥିଲେ। ଜେଲ ଯିବା ସମୟରେ ତାଙ୍କ ବୟସ ମାତ୍ର ୧୮ବର୍ଷ ଥିଲା। ଜେଲରେ ୨ବର୍ଷ ରହିବା ପରେ ଜାମିନରେ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଲୋକଙ୍କ କୁଫଳର ପରିମାଣ ସେମାନଙ୍କୁ ନୁହେଁ; ଅନ୍ୟଙ୍କୁ ଭୋଗିବାକୁ ପଡ଼ିଥାଏ

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ନୀତିକୁ ନେଇ ଆମେ ପୂର୍ବରୁ ଅନେକ ଥର ଆଲୋଚନା କରିଛେ। ସେ କହି ଯାଇଥିବା ଅନେକ ବିଷୟରୁ ଆମେ ବୁଦ୍ଧି ମଧ୍ୟ ଗ୍ରହଣ କରିଛନ୍ତି। ଆପଣ ତ ଏକଥା ନିଶ୍ଚୟ ଜାଣିଥିବେ ଯେ ତାଙ୍କ କଥା ସବୁ ଅକ୍ଷରେ ଅକ୍ଷରେ ସତ। ତେବେ ଚାଲନ୍ତୁ ଜାଣିବା ଚାଣକ୍ୟଙ୍କ ମତରେ କେଉଁ…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିରର ପୂଜାରୀ ପାଇଁ ବଛାଯାଇଥିବା ମୋହିତ ପାଣ୍ଡେ କିଏ ଜାଣନ୍ତୁ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ବଛାଯାଇଛି। ୩୦୦୦ ପ୍ରାର୍ଥୀଙ୍କର ସାକ୍ଷାତ୍‌କାର ନିଆଯାଇ ସେମାନଙ୍କ ମଧ୍ୟରୁ ପ୍ରଥମେ ୫୦ ଜଣଙ୍କୁ ବଛାଯାଇଥିଲା। ସେହି ୫୦ ଜଣଙ୍କ ମଧ୍ୟରୁ ପାଣ୍ଡେଙ୍କୁ…
ଅଧିକ ଖବର ଦେଖନ୍ତୁ...