: ଯଦି ତୁମେ ସେପରି ଜଣେ ବ୍ୟକ୍ତିଙ୍କୁ ଅପେକ୍ଷା କରିଛ ଯିଏ ଆସି ତୁମ ଜୀବନକୁ ବଦଳାଇ ଦେବ, ତେବେ ଆଇନା ସାମ୍ନାକୁ ଯାଅ। ସେ ବ୍ୟକ୍ତି ସେଇଠି ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
: ଆମକୁ ଦୌଡ଼ିବାର ନାହିଁ କି ଅଟକିବାର ନାହିଁ; ବାସ୍ ଚାଲିବାର ଅଛି।
: ସବୁଠାରୁ ବଡ଼ ରୋଗ ହେଉଛି, ‘ଲୋକ କ’ଣ କହିବେ’।
: ଭୁଲ୍ ଏହି ସୂଚନା ଦେଉଛି ଯେ ତୁମେ ଉଦ୍ୟମ କରୁଛ।
: ବ୍ୟକ୍ତି ନିକଟରେ ଦୁଇଟି ହିଁ ବିକଳ୍ପ ରହିଛି। ଜୀବନ ବିତାଇବା, ନଚେତ ଜୀବନକୁ ଜିଇବା।
: ଯଦି ସଫଳ ହେବାକୁ ଚାହଁ ତେବେ ଏପରି ଚିନ୍ତା କରନାହିଁ ଯେ ତୁମେ କ’ଣ ପାଇବ, ବରଂ ଏପରି ଚିନ୍ତା କର ତୁମେ କ’ଣ କରିପାରିବ।
: ଯଦି ତୁମେ ତୁମ ମନକୁ ଆୟତ୍ତରେ ନ ରଖ ସେ ତୁମକୁ ତା’ ଆୟତ୍ତକୁ ନେଇଯିବ।
: ଯେଉଁ ଲୋକ ଆପଣଙ୍କ ଉପରେ ହସୁଛନ୍ତି, ଖୁସି ହୁଅନ୍ତୁ ଯେ ସେ ଆପଣଙ୍କ ଆଡ଼େ ଦେଖୁଛନ୍ତି।
: ଆପଣଙ୍କ ଇଚ୍ଛା ଶକ୍ତି ସମ୍ମୁଖରେ ଦୁନିଆରେ ସବୁ ଶକ୍ତି ତୁଚ୍ଛ।
: ଯେଉଁଇରେ ରୁଚି ରହିଛି ସେହି କାମ କର। ଯଦି ତୁମକୁ ଜଣା ଅଛିକି ଏହି ଦୌଡ଼ରେ ତୁମର ପରାଜୟ ଥୟ, ;ସେ ଦୌଡ଼ରେ ଭାଗ ହିଁ କାହିଁକି ନେବ?