କ’ଣ କହନ୍ତି ଜଣାଶୁଣା ଲେଖକ ଶିବ୍‌ ଖେରା, ଉଜ୍ଜ୍ୱଳ ଭବିଷ୍ୟତ କେଉଁଠି? ସେ କହିଥିବା ଏହି ୧୦ ଗୁରୁତ୍ୱପୂର୍ଣ୍ଣ କଥା ଜାଣିଛନ୍ତି କି?

ଶିବ୍‌ ଖେରା କହିଥିବା ଏହି ୧୦ ଗୁରୁତ୍ୱପୂର୍ଣ୍ଣ କଥା ଜାଣିଛନ୍ତି କି?

: ଯଦି ଆମେ ସମାଧାନର କାରଣ ନୁହଁନ୍ତି; ତେବେ ଆମେ ସମସ୍ୟା।

: ବିଜେତାମାନେ ଭିନ୍ନ କିଛି କରନ୍ତି ନାହିଁ; ସେମାନେ ବାସ୍‌ କାର୍ଯ୍ୟକୁ ଭିନ୍ନ ଢଙ୍ଗରେ କରନ୍ତି।

: ଗତି ଅପେକ୍ଷା ଦିଗ ଗୁରୁତ୍ୱପୂର୍ଣ୍ଣ; ଅନେକ ଲୋକ ଭୁଲ୍‌ ଦିଗ ଆଡ଼େ ଦୃତ ଗତିରେ ଧାଇଁଥାନ୍ତି।

: ଉତ୍ତମ କର୍ମଚାରୀ କମ୍ପାନିର ସମ୍ପତ୍ତି ହୋଇଥାନ୍ତି; ସେହିପରି ବାକି କମ୍ପାନି ପାଇଁ ବୋଝ ହୋଇଥାନ୍ତି।

: ଅଜଣା ହେବା ଲଜ୍ଜାର କଥା ନୁହେଁ; ଜାଣିବା ପାଇଁ ଆଗ୍ରହ ପ୍ରକାଶ ନ କରିବା ଲଜ୍ଜାର କଥା।

:ବିଶ୍ୱ କେବଳ ଫଳାଫଳକୁ ପୁରସ୍କୃତ କରେ; ପରିଶ୍ରମକୁ ନୁହେଁ।

:ଯେଉଁ ଲୋକେ ଇତିହାସରୁ କିଛି ବି ଚେତାବନୀ ପାଇପାରେନା; ତାହାର ବିନାଶ ଥୟ।

: ଦୁନିଆ ଯେପରି ଦିଶେ ସେପରି ହୋଇନଥାଏ; ଆମେ ଯେପରି ଦେଖିବାକୁ ଚାହାନ୍ତି ସେପରି ହୋଇଥାଏ।

: ଲୋକ ଦୁଇ ପ୍ରକାରର ହୋଇଥାନ୍ତି। ପ୍ରଥମ ଶ୍ରେଣୀର ଲୋକେ ଯାହା କରନ୍ତି କେବେ ଭାବନ୍ତି ନାହିଁ। ଦ୍ୱିତୀୟ ବର୍ଗର ଲୋକ ଖାଲି ଭାବନ୍ତି, କିଛି କରନ୍ତି ନାହିଁ।

: ଯଦି ଆପଣ ଭାବୁଛନ୍ତି ଆପଣ କରିପାରିବେ ତ ଆପଣ ନିଶ୍ଚୟ କରିପାରିବେ; ଯଦି ଆପଣ ଭାବୁଛନ୍ତି କରିପାରିବେ ନାହିଁ ତେବେ ବାସ୍ତବରେ କରିପାରିବେ ନାହିଁ। ଏହି ଦୁଇଟି ଯାକ କ୍ଷେତ୍ରରେ ଆପଣ ଠିକ୍‌।

ସମ୍ବନ୍ଧିତ ଖବର