ଏହି ୮ଟି ସ୍ମାର୍ଟ୍‌ଫୋନ୍‌ ଭାରତ ବଜାରକୁ ଖୁବ୍‌ ଶୀଘ୍ର ପ୍ରବେଶ କରିବ

୨ ସପ୍ତାହ ମଧ୍ୟରେ ଭାରତରେ ଲଞ୍ଚ ହେବ ଏହି ୮ଟି ସ୍ମାର୍ଟ୍‌ଫୋନ୍‌, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର୍ସ୍‌

ଆସନ୍ତା ୨ ସପ୍ତାହରେ ଭାରତରେ ୮ଟି ନୂଆ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ ହେଉଥିବାରୁ ସ୍ମାର୍ଟ୍‌ଫୋନ୍‌ ଲଭର୍ସ୍‌ମାନଙ୍କ ପାଇଁ ଖୁସୀ ଖବର। ନୋକିଆରୁ ଆରମ୍ଭ କରି ଓ୍ଵାନ୍‌ପ୍ଲସ୍‌, ଜିଓମି, ଏଚ୍‌ଟିସି ଭଳି ବଡ଼ କମ୍ପାନି ନିଜର ଫ୍ଲାଗ୍‌ସିପ୍‌ ଫୋନ୍‌ ଲଞ୍ଚ କରିବାକୁ ଯାଉଛନ୍ତି। ଏହା ସହ iPhone X ମଧ୍ୟ ଏହି ସପ୍ତାହରୁ ଭାରତ ବଜାରରେ ମିଳିବା ଆରମ୍ଭ ହୋଇଯିବ। ଦେଖନ୍ତୁ କେଉଁ ଫୋନ୍‌ ଭାରତ ବଜାରରେ କେତେ ସଫଳତା ହାସଲ୍‌ କରିବ….

ସମ୍ବନ୍ଧିତ ଖବର