ଆପଣଙ୍କ ଆଖି ସାମ୍ନାରେ ହିଁ ରହିଛି ଆପଣଙ୍କ ନାମ! ଆପଣ ଖୋଜିବେ ନା ଆମେ ସାହାଯ୍ୟ କରିବୁ?

ଆପଣ ପୂର୍ବରୁ ଅନେକ ପଜଲ୍‌ ଓ ରିଡିଲ୍‌ ଜରିଆରେ ନିଜର ବୁଦ୍ଧି ପରୀକ୍ଷା କରି ସାରିଛନ୍ତି। ଆଜି ଆମେ ଆପଣଙ୍କୁ ଆପଣଙ୍କ ନିଜ ସଂପର୍କରେ ଏକ ପଜଲ୍‌ ଖେଳାଇବୁ। ଆପଣ ସେହି ପଜଲ୍‌ ଭିତରେ ଆପଣଙ୍କ ନାମ ଖୋଜିବେ। ପଜଲ୍‌ଟିରେ Aରୁ ନେଇ Z ପର୍ଯ୍ୟନ୍ତ ୨୬ଟି ଯାକ ଅକ୍ଷର ଦିଆଯାଇଛି। ସେହି ଅକ୍ଷର ଭିତରେ ଆପଣଙ୍କୁ ଆପଣଙ୍କ ନାମ ଖୋଜିବାକୁ ହେବ।

ପଜଲ୍‌ଟି ଆଦୌ ବି କଷ୍ଟକର ନୁହେଁ। ବାସ୍‌ ଆପଣଙ୍କୁ ଟିକେ ବୁଦ୍ଧି ଖର୍ଚ କରିବାକୁ ହେବ। ଚିନ୍ତା କଲେ? ପାଇଲେ କି ଆପଣଙ୍କ ନାମ ଅର୍ଥାତ YOURNAME?

ଟିକେ ଚେଷ୍ଟା କରି ଖୋଜନ୍ତୁ। ଯଦି ନପାଉଛନ୍ତି ତେବେ ଆଦୌ ଭି ବ୍ୟସ୍ତ ହେବାର ନାହିଁ। ନିମ୍ନରେ ଆମେ ଏକ ୟୁଟ୍ୟୁବ୍‌ ଭିଡିଓ ଦେଇଛୁ। ସେହି ଭିଡିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସେହି ଭିଡିଓ ଜରିଆରେ ଆପଣଙ୍କ ଦ୍ୱନ୍ଦ୍ୱ ନିଶ୍ଚୟ ଦୂର ହେବ।

ଭିଡିଓଟି ଦେଖିବା ପରେ ନିଜ ଘରେ ଥିବା ସାନ ପିଲାମାନଙ୍କୁ ବି ଦେଖାନ୍ତୁ। ଏପରି ଛୋଟ ଛୋଟ ପଜଲ୍‌ ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ମ କରିବାରେ ଖୁବ୍‌ ସହାୟକ ହୋଇଥାଏ।

ଏପରି ଅନେକ ଗୁଡ଼ିଏ ପଜଲ୍‌ ଓ ରିଡିଲ୍‌ ଜରିଆରେ ଆମେ ଆପଣଙ୍କ ପିଲାମାନଙ୍‌କ ବୁଦ୍ଧି ବଢ଼ାଇବାର ଦାୟିତ୍ୱ ନେବୁ। ବାସ୍‌ ଟିକିଏ ସମୟ ଖର୍ଚ ବଦଳରେ ଆପଣଙ୍କୁ ଉଭୟ ମନୋରଞ୍ଜନ ଓ ଶିକ୍ଷା ପ୍ରାପ୍ତ ହେବ।

ସମ୍ବନ୍ଧିତ ଖବର