ଅନୁସନ୍ଧାନ କରୁଥିବା ବର୍ଗ

sports

ଟେନିସ୍‌ ତାରକା ସାନିଆ ମୀର୍ଜାଙ୍କ ଭଉଣୀ ଅନମ୍‌ଙ୍କୁ ବିବାହ କରିବେ କ୍ରିକେଟ ତାରକା ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ପୁତ୍ର…

ହାଇଦ୍ରାବାଦ: ଟେନିସ୍‌ ତାରକା ସାନିଆ ମୀର୍ଜାଙ୍କ ଭଉଣୀ ଅନମ୍‌, କ୍ରିକେଟ ତାରକା ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ପୁତ୍ର ଅସଦ୍‌ ଆଝାରୁଦ୍ଦିନ୍‌ଙ୍କ ସହ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅନମ୍‌ ଓ ଅସଦ୍‌ଙ୍କ ପ୍ରେମ ଓ ସେମାନଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ…
ଅଧିକ ଖବର ଦେଖନ୍ତୁ...

ଜାତିସଂଘରେ ଇମ୍ରାନଙ୍କ ଅଭିଭାଷଣକୁ ନିନ୍ଦା କଲେ ଗୌତମ ଗମ୍ଭୀର, ଆତଙ୍କବାଦୀଙ୍କ ଆଦର୍ଶ ବୋଲି କହିଲେ

ମୁମ୍ବାଇ: କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗାଳି ବର୍ଷଣ କରିଛନ୍ତି। ଜାତିସଂଘରେ ଇମ୍ରାନ ଦେଇଥିବା ତାଙ୍କର ଲମ୍ବା ଅଭିଭାଷଣ ପାଇଁ ତାଙ୍କୁ ଭର୍ତ୍ସନା କରିଛନ୍ତି ଗମ୍ଭୀର। ଏକ ଟ୍ଵିଟ୍‌ କରି ସେ ଲେଖିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେବେ ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ମଲ୍ଲଯୋଦ୍ଧା ଯୋଗେଶ୍ଵର ଦତ୍ତ!

ନୂଆଦିଲ୍ଲୀ: ୨୦୧୨ରେ ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ମଲ୍ଲଯୋଦ୍ଧା ଯୋଗେଶ୍ଵର ଦତ୍ତ ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଖାଲି ସେତିକି ନୁହେଁ ସେ ଆସନ୍ତା ମାସରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

କ୍ରିକେଟିଅର ଶ୍ରୀସନ୍ଥଙ୍କ ବାସଭବନରେ ବଡ଼ ଧରଣର ଅଗ୍ନିକାଣ୍ଡ; ଅଳ୍ପକରେ ବର୍ତ୍ତିଲେ ପତ୍ନୀ ଓ କନ୍ୟା

କୋଚି: ଭାରତୀୟ କ୍ରିକେଟ ଟିମ୍‌ର ବିବାଦୀୟ ବୋଲର ଏସ୍‌ ଶ୍ରୀସନ୍ଥଙ୍କ କେରଳର କୋଚି ସ୍ଥିତ ଇଡାପାଲ୍ଲୀ ବାସଭବନରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରୁ ଅଳ୍ପକରେ ବର୍ତ୍ତି ଯାଇଛନ୍ତି ଶ୍ରୀସନ୍ଥଙ୍କ ପତ୍ନୀ ଓ କନ୍ୟା। ଅଗ୍ନିକାଣ୍ଡ ଘଟିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଭିବି ଚନ୍ଦ୍ରଶେଖର

ଚେନ୍ନାଇ: ପୂର୍ବତନ ଭାରତୀୟ କ୍ରିକେଟ୍‌ ଖେଳାଳି ଓ ତାମିଲନାଡୁ ଓପେନର୍‌ ୫୭ ବର୍ଷିୟ ଭିବି ଚନ୍ଦ୍ରଶେଖର ଚେନ୍ନାଇ ଅନ୍ତର୍ଗତ ମଇଲାପୋର୍‌ସ୍ଥିତ ତାଙ୍କ ବାସଭବନରେ ମୃତାବସ୍ଥାରେ ମିଳିବା ପରେ ସେ ଆତ୍ମହତ୍ୟା କରିଥିବା କଥା ପୁଲିସ ନିଶ୍ଚିତ କରିଛି। ପୁଲିସ କହିବା ଅନୁସାରେ, ଗୁରୁବାର ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ୟୁରୋପୀୟ ମାଷ୍ଟର ଗେମ୍ସ : ଡିସକସ ଥ୍ରୋରେ ରୋପ୍ୟ ଜିତିଲେ ଓଡ଼ିଆ ଝିଅ ପାର୍ବତୀ, ଅଭିନନ୍ଦନ ଜଣାଇଲେ ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡ଼ିଆ ଆଥଲେଟ ପାର୍ବତୀ ସେଠୀ ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସ ୨୦୧୯ରେ ରୋପ୍ୟ ପଦକ ପାଇଛନ୍ତି । ଡିସକସ ଥ୍ରୋରେ ସେ ଏହି ସଫଳତା ପାଇଛନ୍ତି । ତିନିଦିନ ତଳେ ସେ ଏହି ପ୍ରତିଯୋଗିତାରେ ସେ ସଟ ପୁଟରେ ମଧ୍ୟ କାଂସ୍ୟପଦକ ପାଇଥିଲେ । ପାର୍ବତୀଙ୍କ ଏହି ସଫଳତାରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ କ୍ରିକେଟ ଟିମକୁ ମିଳିଲା ନୂଆ କୋଚ, ଭିଟୋରି ହେଲେ ବୋଲିଂ କୋଚ

ଢାକା: ବିଶ୍ୱକପ-୨୦୧୯ ପରେ ଏବେ କ୍ରିକେଟ ଟିମ ମାନଙ୍କରେ ପରିବର୍ତ୍ତନ ଦେଖିବାକୁ ମିଳୁଛି | କିଛି ଟିମ ନିଜ ନିଜର କୋଚ ବଦଳେଇବାରେ ଲାଗିପଡିଛନ୍ତି | ଏହି କ୍ରମରେ ବାଂଲାଦେଶ କ୍ରିକେଟ ଟିମ ମଧ୍ୟ ନିଜକୁ ସାମିଲ କରିଛି | ଏବେ ବାଂଲାଦେଶ ଖେଳାଳୀମାନଙ୍କୁ ନୂଆ କୋଚ ଟ୍ରେନିଂ ଦେଉଥିବାର…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କୁ ସେନା ଦେଲା ଅନୁମତି, ଜାମ୍ମୁ-କାଶ୍ମୀରରେ ନେବେ ଟ୍ରେନିଂ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨ ମାସ ପାଇଁ ବିଶ୍ରାମ ନେବାକୁ ଘୋଷଣା କରିଥିଲେ | ଯାହାପରେ ଘୋଷିତ ହୋଇଥିବା ୱେଷ୍ଟଇଣ୍ଡିଜ ଦଳରେ ଧୋନିଙ୍କର ନାମ ନଥିଲା | ଏବେ ଆଗାମୀ ୨ ମାସ ପାଇଁ ଧୋନି ସେନା ସହ ସମୟ ବିତାଇବେ | ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

ଦେଢ଼ଲକ୍ଷ ଟଙ୍କାରେ ନିଲାମ ହେଲା ଭାରତ-ପାକ ମ୍ୟାଚର ବଲ

ନୂଆଦିଲ୍ଲୀ: ଇଂଲଣ୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପ ୨୦୧୯ ଅନ୍ତିମ ଚରଣରେ ପହଂଚିଗଲାଣି | ତେବେ ଯଦି ଆପଣଙ୍କୁ ଏହି ମ୍ୟାଚର ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ଇଚ୍ଛା ହେଉଛି ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | କାରଣ ଆଇସିସି ଆପଣଙ୍କ ପସନ୍ଦର ମ୍ୟାଚର ବ୍ୟାଟ ଓ ବଲ ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟରୁ ସ୍ବାମୀ ସୋଏବ ମଲ୍ଲିକଙ୍କ ଅବସର ଘୋଷଣା ପରେ ଭାବପ୍ରବଣ ହୋଇ ଏପରି ପୋଷ୍ଟ କଲେ…

ନୂଆଦିଲ୍ଲୀ:  ଆଇସିସି ବିଶ୍ୱକପ -୨୦୧୯ରେ ନିଜର ଶେଷ ମ୍ୟାଚରେ ପାକିସ୍ତାନ କ୍ରିକେଟ ଟିମ ଗତକାଲି ବାଂଲାଦେଶକୁ ୯୪ ରନରେ ପରାସ୍ତ କରି ବିଜୟୀ ହେବାପରେ ଟିମର ବରିଷ୍ଠ ଖେଳାଳି ସୋଏବ ମଲ୍ଲିକ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।ତାଙ୍କର ଏହି ଘୋଷଣାକୁ ନେଇ ସୋଏବ…
ଅଧିକ ଖବର ଦେଖନ୍ତୁ...