ଅଷ୍ଟ୍ରେଲିଆ ଫୁଟ୍‌ବଲର୍‌ କାହିଲଙ୍କ ଅବସର

ସିଡନି: ଅଷ୍ଟ୍ରେଲିଆର ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍‌ ସ୍କୋରର ଟିମ୍‌ କାହିଲ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। ମସ୍କୋ ବିଶ୍ୱକପରେ ଅଷ୍ଟ୍ରେଲିଆ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେବା ପରେ କାହିଲ ଅବସର ସଙ୍କେତ ଦେଇଥିଲେ। ୩୮ ବର୍ଷୀୟ କାହିଲ ୧୦୭ ମ୍ୟାଚ୍‌ରେ ଦେଶର ପ୍ରତିନିଧିତ୍ୱ କରି ୫୦ ଗୋଲ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର