ଡୋପ୍‌ ପରୀକ୍ଷାରେ ବିଫଳ ଅମିତ୍‌ ନିଲମ୍ବିତ

ନୂଆଦିଲ୍ଲୀ: ଉଦୀୟମାନ ଜାଭଲିନ୍‌ ଫିଙ୍ଗାଳି ଅମିତ୍‌ କୁମାର ଡୋପ୍‌ ପରୀକ୍ଷାରେ ବିଫଳ ହୋଇଛନ୍ତି। ଭାରତୀୟ ଆଥ୍‌ଲେଟ୍‌ ଗତମାସରେ ଫିନ୍‌ଲାଣ୍ଡ୍‌ ଗସ୍ତ ବେଳେ ଡୋପ୍‌ ପରୀକ୍ଷାରେ ଧରା ପଡ଼ିଥିଲେ। ଏହି ଘଟଣାକୁ ନେଇ ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ଅମିତ୍‌ଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରିଛି।

ସମ୍ବନ୍ଧିତ ଖବର