ଭଜିଙ୍କ ବିଶ୍ବକପ୍‌ ଦଳ

ନୂଆଦିଲ୍ଲୀ: ଇଂଲଣ୍ଡରେ ମେ’-ଜୁନ୍‌ରେ ହେବାକୁ ଥିବା ଆଇସିସି ବିଶ୍ବକପ୍‌ ଲାଗି ପୂର୍ବତନ ଭାରତୀୟ ଅଫସ୍ପିନର ହରଭଜନ ସିଂହ ତାଙ୍କ ପସନ୍ଦର ୧୫ ଜଣ ଭାରତୀୟ ଖେଳାଳିଙ୍କୁ ଚୟନ କରିଛନ୍ତି।ରୋହିତ ଶର୍ମାଶିଖର ଧାୱନବିରାଟ କୋହଲିଅମ୍ବାତି ରାୟୁଡୁମହେନ୍ଦ୍ର ସିଂହ ଧୋନିକେଦାର ଯାଦବହାର୍ଦିକ ପାଣ୍ଡ୍ୟାକୁଲଦୀପ ଯାଦବଯଶପ୍ରୀତ୍ ବୁମରା
ୟୁଜବେନ୍ଦ୍ର ଚହଲଭୁବନେଶ୍ବର କୁମାରମହମ୍ମଦ ସାମ୍ମିଦୀନେଶ କାର୍ତିକଉମବିଜୟ ଶଙ୍କରସଂରକ୍ଷିତ ଖେଳାଳି: ରବୀନ୍ଦ୍ର ଜାଦେଜା।

ସମ୍ବନ୍ଧିତ ଖବର