ଦ୍ରୁତତମ ଗୋଲ୍‌

ଚଳିତ ବିଶ୍ୱକପ୍‌ର ଦ୍ରୁତତମ ଗୋଲ୍‌ ସ୍କୋର୍‌ ହୋଇଛି ରବିବାର। କ୍ରୋଏସିଆ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ମିନିଟ୍‌ (୫୬ ସେକେଣ୍ଡ୍‌)ରେ ମାଥିଆସ ଜର୍ଜେନସେନ୍‌ଙ୍କ ଗୋଲ୍‌ ବିଶ୍ୱକପ୍‌ ଇତିହାସର ଦ୍ରୁତତମ ଗୋଲ୍‌କୁ ମନେ ପକାଇ ଦେଇଛି।

ସମ୍ବନ୍ଧିତ ଖବର