ବିଶ୍ୱନାଥଙ୍କ ପରଲୋକ

କୋଲ୍‌କାତା: ବିସିସିଆଇର ପୂର୍ବତନ ସଭାପତି ବିଶ୍ୱନାଥ ଦତ୍ତ (୯୨) ଙ୍କର ପରଲୋକ ଘଟିଛି। ସେ ୧୯୭୭ରେ ପ୍ରଥମେ ଜଗମୋହନ ଡାଲମିଆଙ୍କ ଅଧିନରେ ବେଙ୍ଗଲ କ୍ରିକେଟ୍‌ ସଂଘର କୋଷାଧ୍ୟକ୍ଷ ପଦରେ ରହିଥିଲେ। ୧୯୮୨-୮୮ ବିସିସିଆଇ ଉପସଭାପତି ଏବଂ ୧୯୮୯ରେ ସଭାପତି ଭାବେ ୬ ବର୍ଷ କାର୍ଯ୍ୟ କରିଥିଲେ। ତାଙ୍କ ପୁଅ ସୁବ୍ରତ ଦତ୍ତ ଏଆଇଏଫ୍‌ଏଫ୍‌ ଉପସଭାପତି ଅଛନ୍ତି।

ସମ୍ବନ୍ଧିତ ଖବର