ବିନୁ ମଙ୍କଡ଼ ଟ୍ରଫି ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର: ବିନୁ ମଙ୍କଡ଼ ଟ୍ରଫି ଏଲିଟ୍‌ ସି ଗ୍ରୁପ୍‌ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ରଘୁନାଥ ମଲ୍ଲ ଦଳର ଅଧିନାୟକ ଅଛନ୍ତି। ଓଡ଼ିଶା ଅକ୍ଟୋବର ୬ରେ ରାଜସ୍ଥାନ, ୮ରେ ସୌରାଷ୍ଟ୍ର ଏବଂ ୯ରେ କେରଳକୁ ଭେଟିବ।
ଦଳ: ରଘୁନାଥ ମଲ୍ଲ (ଅଧିନାୟକ), ସ୍ୱସ୍ତିକ ସାମଲ, ଆକାଶ ଚନ୍ଦ୍ର ନାୟକ, ଶୁଭମ ଶତ୍ରୁଜିତ, କୁନାଲ ମଲ୍ଲିକ, ଜ୍ୟୋତି ରଞ୍ଜନ ବେହେରା, ବିନିତ କୁମାର ମହାନ୍ତି, ସୋମେନ ଚାନ୍ଦ, ସୁମନ ଦାସ, ଶେଖର ମାଝୀ, ଶିବାଶିଷ ସାହୁ, ସୁରଜ କୁମାର ବେହେରା, ପ୍ରିତମ ଜେନା, ସତ୍ୟକାମ ଭରଦ୍ୱାଜ, ନୀତିଶ ରଂଜନ ସାମନ୍ତରାୟ। ଅମରେଶ ଦାଶ (ପ୍ରବନ୍ଧକ), ନିରଜଂନ ବେହେରା (ପ୍ରଶିକ୍ଷକ), ସୋମୁ ମଲ୍ଲିକ (ଫିଜିଓ), ଜଗତ ରଂଜନ ଦାସ (ଟ୍ରେନର)।

ସମ୍ବନ୍ଧିତ ଖବର