ସର୍ବଭାରତୀୟ ପୁଲିସ ହକି ସେମିରେ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ସର୍ବଭାରତୀୟ ପୁଲିସ ହକିର ସେମିଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଇଣ୍ଡୋ ତିବ୍ଦତିଆନ୍‌ ବର୍ଡର ଫୋର୍ସକ ୨-୧ ଗୋଲ୍‌ରେ ହରାଇ ଓଡ଼ିଶା ଏହି ସଫଳତା ଲାଭ କରିଛି। ଓଡ଼ିଶା ଗୁରୁବାରର ସେମିଫାଇନାଲରେ ସୀମା ସୁରକ୍ଷା ବାହିନୀକୁ ଭେଟିବ। ଓଡ଼ିଶା ପକ୍ଷରୁ ଫ୍ରାନସିସ୍‌ କୁଲୁ ଏବଂ ସୁମନ ମିଞ୍ଜ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର