ଫାଜା ପାରା ବ୍ୟାଡ୍‌ମିଣ୍ଟନ୍‌ରେ ଭାଗନେବେ ୩ ଓଡ଼ିଆ

0

ଭୁବନେଶ୍ବର: ଦୁବାଇର ଅଲ୍‌-ଅହଲି ସ୍ପୋର୍ଟ୍ସ ହଲ୍‌ରେ ମଙ୍ଗଳବାରଠାରୁ ଦ୍ବିତୀୟ ଫାଜା ଦୁବାଇ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଆରମ୍ଭ ହେବ। ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତରୁ ୩୮ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ଭାରତୀୟ ଦଳରେ ଓଡ଼ିଶାରୁ ୩ ଜଣ ପ୍ରମୋଦ ଭଗତ, ଦିଲେଶ୍ବର ରାଓ ଓ ଦୀପରଂଜନ ବିଶୋଇ ସ୍ଥାନ ପାଇଛନ୍ତି। ଏଥିରେ ବିଭିନ୍ନ ଦେଶରୁ ମୋଟ ୨୭୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.